ତିନିଟି ରାଜ୍ୟରେ ଗାଦିଚ୍ୟୁତ ହେବ ବିଜେପି!

ନୂଆଦିଲ୍ଲୀ: ନିର୍ବାଚନ କମିଶନ୍‌ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତି। ଏହି ୫ଟି ରାଜ୍ୟ ହେଉଛି ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା। ଏହି ୫ଟି ରାଜ୍ୟ ମଧ୍ୟରୁ ସମସ୍ତଙ୍କ ନଜର ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଉପରେ ରହିବ। କାରଣ ଏବେ ଏଠାରେ ବିଜେପି ସରକାର ରହିଛି। ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ଆସନ୍ତା ନିର୍ବାଚନରେ ଏହି ତିନି ରାଜ୍ୟରେ ଜିତିବେ […]

modi

modi

Jitendra Garnayak
  • Published: Sunday, 07 October 2018
  • Updated: 07 October 2018, 08:56 AM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ କମିଶନ୍‌ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରିଛନ୍ତି।
ଏହି ୫ଟି ରାଜ୍ୟ ହେଉଛି ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା।

ଏହି ୫ଟି ରାଜ୍ୟ ମଧ୍ୟରୁ ସମସ୍ତଙ୍କ ନଜର ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଉପରେ ରହିବ। କାରଣ ଏବେ ଏଠାରେ ବିଜେପି ସରକାର ରହିଛି।

ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ଆସନ୍ତା ନିର୍ବାଚନରେ ଏହି ତିନି ରାଜ୍ୟରେ ଜିତିବେ ବୋଲି ଦାବି କରୁଛନ୍ତି।

ଯଦି ‘ସି-ଭୋଟର’ର ସର୍ଭେକୁ ବିଶ୍ୱାସକୁ ନିଆଯାଏ, ତା’ହେଲେ ଏଥର ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଆଉ ସରକାର ଗଠନ କରିପାରିବ ନାହିଁ। ଅର୍ଥାତ୍ ଦଳକୁ ଲୋକେ ଗାଦିଚ୍ୟୁତ କରିବେ।

[caption id="attachment_285014" align="aligncenter" width="750"]vasu ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ[/caption]

ରାଜସ୍ଥାନ
ଏହି ସର୍ଭେ ଅନୁସାରେ, ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବ। ଏଠାରେ ୨୦୦ ବିଧାନସଭା ଆସନରୁ ବିଜେପି ମାତ୍ର ୫୬ଟି ଜିତିବ ବୋଲି ସର୍ଭେରେ କୁହାଯାଇଛି। ଆଉ କଂଗ୍ରେସ ୧୪୨ଟି ଆସନରେ ବାଜି ମାରି ନେଇପାରେ। କଂଗ୍ରେସକୁ ଏଥର ୫୦ ପ୍ରତିଶତ ଭୋଟ୍ ମିଳିପାରେ ବୋଲି କୁହାଯାଇଛି। ଅନ୍ୟ ପକ୍ଷରେ ବିଜେପିକୁ ୩୪ ପ୍ରତିଶତ ଓ ଅନ୍ୟାନ୍ୟ ଦଳକୁ ୧୬ ପ୍ରତିଶତ ଭୋଟ୍ ମିଳିବ।

[caption id="attachment_285015" align="aligncenter" width="750"]Raman ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ[/caption]

ଛତିଶଗଡ଼
‘ସି-ଭୋଟର’ ସର୍ଭେ ମୁତାବକ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢ଼େଇ ହେବ। ୯୦ଟି ବିଧାନସଭା ଆସନରୁ କଂଗ୍ରେସକୁ ୪୭ ଟି ଓ ବିଜେପିକୁ ୪୦ଟି ଆସନ ମିଳିପାରେ। ଅନ୍ୟାନ୍ୟ ଦଳକୁ ୩ଟି ଆସନ ମିଳିପାରେ।

[caption id="attachment_285016" align="aligncenter" width="750"]shiba ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ[/caption]

ମଧ୍ୟପ୍ରଦେଶ
ଏହି ସର୍ଭେ ଅନୁଯାୟୀ, ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସରକାର ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିଲା ଭଳି ଦେଖାଯାଉ ନାହିଁ। ୨୩୦ଟି ବିଧାନସଭା ଆସନରୁ କଂଗ୍ରେସକୁ ୧୨୨ଟି ଓ ବିଜେପିକୁ ୧୦୮ଟି ଆସନ ମିଳିବାର ସମ୍ଭାବନା ରହିଛି।

କଂଗ୍ରେସକୁ ୪୨.୨ ପ୍ରତିଶତ ଓ ବିଜେପିକୁ ୪୧.୫ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି। ଅନ୍ୟ ଦଳଗୁଡ଼ିକୁ ୧୬.୪ ପ୍ରତିଶତ ଭୋଟ୍ ମିଳିପାରେ।

ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ବିଜେପି ସରକାର ପାଖରେ ୧୬୫ଟି ସିଟ୍ ରହିଛି। କଂଗ୍ରେସ ପାଖରେ ମାତ୍ର ୫୮ଟି ସିଟ୍ ରହିଛି।

ସି-ଭୋଟର ପକ୍ଷରୁ ଅଗଷ୍ଟ ମାସର ଶେଷ ସପ୍ତାହରୁ ସେପ୍ଟେମ୍ବର ମାସ ଶେଷ ସପ୍ତାହ ମଧ୍ୟରେ ଏହି ସର୍ଭେ କରାଯାଇଥିଲା।

ଆହୁରି ପଢ଼ନ୍ତୁ- ଘୋଷଣା ହେଲା ୫ ରାଜ୍ୟର ନିର୍ବାଚନ ତାରିଖ, ଡିସେମ୍ବର ୧୧ରେ ରେଜଲ୍ଟ

ସୌଜନ୍ୟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story