ସର୍ଭେ କହୁଛି ଗୁଜରାଟ ଓ ହିମାଚଳ ପ୍ରଦେଶରେ କଂଗ୍ରେସର ସବୁ ପ୍ଲାନ୍‌ ହେବ ଫ୍ଲପ୍‌: ଫୁଟିବ ପଦ୍ମ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଗୁଜରାଟକୁ ପୁଣି ଥରେ ଅକ୍ତିଆର କରିବ ବିଜେପି। ଏବଂ କଂଗ୍ରେସ ହାତରୁ ଖସିବ ହିମାଚଳ ପ୍ରଦେଶ। ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଥିବା ଓପିନିଅନ୍ ପୋଲ ଏହା କହୁଛି। ଇଣ୍ଡିଆ ଟୁଡେ-ଆକ୍ସିସ୍ ସର୍ଭେ କରିଥିବା ଓପିନିଅନ୍ ପୋଲରୁ ସ୍ପଷ୍ଟ ଯେ, ଏବେ ବି ଦେଶରେ ଜାରି ରହିଛି ମୋଦିଙ୍କ ଜଲ୍‌ୱା। ସର୍ଭେ ଅନୁସାରେ, ୧୮୨ ବିଧାନସଭା ଆସନ ବିଶିଷ୍ଟ ଗୁଜରାଟରେ ବିଜେପି ଦଖଲ କରିବ ୧୧୫ରୁ ୧୨୫ ସିଟ୍। ଆଉ କଂଗ୍ରେସ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 05:47 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଗୁଜରାଟକୁ ପୁଣି ଥରେ ଅକ୍ତିଆର କରିବ ବିଜେପି। ଏବଂ କଂଗ୍ରେସ ହାତରୁ ଖସିବ ହିମାଚଳ ପ୍ରଦେଶ। ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଥିବା ଓପିନିଅନ୍ ପୋଲ ଏହା କହୁଛି। ଇଣ୍ଡିଆ ଟୁଡେ-ଆକ୍ସିସ୍ ସର୍ଭେ କରିଥିବା ଓପିନିଅନ୍ ପୋଲରୁ ସ୍ପଷ୍ଟ ଯେ, ଏବେ ବି ଦେଶରେ ଜାରି ରହିଛି ମୋଦିଙ୍କ ଜଲ୍‌ୱା।

ସର୍ଭେ ଅନୁସାରେ, ୧୮୨ ବିଧାନସଭା ଆସନ ବିଶିଷ୍ଟ ଗୁଜରାଟରେ ବିଜେପି ଦଖଲ କରିବ ୧୧୫ରୁ ୧୨୫ ସିଟ୍। ଆଉ କଂଗ୍ରେସ ହାତକୁ ଯିବ ୫୭ରୁ ୬୫ଟି ଆସନ। ଏପରିକି ବିଜେପି ୨୦୧୨ ନିର୍ବାଚନଠୁ ଅଧିକ ଭଲ କରିବ ବୋଲି ସର୍ଭେ କହୁଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ୩୪ ପ୍ରତିଶତ ସମର୍ଥନ ସହ ରାଜ୍ୟର ସବୁଠୁ ଲୋକପ୍ରିୟ ନେତା ବୋଲି ସର୍ଭେ କହୁଛି। ତାଙ୍କ ପଛକୁ କଂଗ୍ରେସର ଶକ୍ତିସିଂହ ଗୋହିଲଙ୍କୁ ୧୯ ପ୍ରତିଶତ ଏବଂ ବର୍ତ୍ତମାନର ଗୁଜରାଟ କଂଗ୍ରେସ ସଭାପତି ଭରତ ସିଂ ସୋଲାଙ୍କିଙ୍କୁ ୧୧ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି।

ସେହିପରି ହିମାଚଳ ପ୍ରଦେଶ କଂଗ୍ରେସ ହାତରୁ ଖସି ବିଜେପି ଦଖଲକୁ ଯିବ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ୍ ସର୍ଭେ ଅଫ୍ ଭୋଟର୍ସ କରିଥିବା ସର୍ଭେରୁ ଜଣାପଡିଛି। ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ବିଜେପି ୪୩-୪୭ ଆସନ ଜିତି ସରକାର କରିବ ବୋଲି ସର୍ଭେ କହୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story