ଏକ୍‌ଜିଟ୍‌ ପୋଲ୍‌ :ସବୁଠି ଫୁଟିଲା ପଦ୍ମ,ପଂଜାବରେ କଂଗ୍ରେସକୁ ବହୁମତ

ନୂଆଦିଲ୍ଲୀ:ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେଇଛି । ଏଥିପାଇଁ ଆସନ୍ତା ୧୧ତାରିଖରେ ନିର୍ବାଚନ ଫଳ ବାହାରିବ । ହେଲେ ଫଳ ବାହାରିବା ପୂର୍ବରୁ ଦେଶର ବିଭିନ୍ନ ସଂସ୍ଥା ସର୍ବେକ୍ଷଣ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ପାଖାପାଖି ସମସ୍ତ ଏକ୍‌ଜିଟ୍‌ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୪ଟି ରାଜ୍ୟରେ ପଦ୍ମ ଫୁଟିବ ବୋଲି କୁହାଯାଇଥିବା ବେଳେ ପଂଜାବରେ କଂଗ୍ରେସକୁ ବହୁମତ ହାସଲ କରିବାକୁ ଦର୍ଶାଯାଇଛି ।  ଉତ୍ତରପ୍ରଦେଶରେ ବିଜେପିକୁ ଆଶାତୀତ ସଫଳତା ମିଳୁଥିବା ବେଳେ ଗୋଆ […]

bjp win up

bjp win up

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 10:35 PM IST

Sports

Latest News

ନୂଆଦିଲ୍ଲୀ:ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେଇଛି । ଏଥିପାଇଁ ଆସନ୍ତା ୧୧ତାରିଖରେ ନିର୍ବାଚନ ଫଳ ବାହାରିବ । ହେଲେ ଫଳ ବାହାରିବା ପୂର୍ବରୁ ଦେଶର ବିଭିନ୍ନ ସଂସ୍ଥା ସର୍ବେକ୍ଷଣ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ପାଖାପାଖି ସମସ୍ତ ଏକ୍‌ଜିଟ୍‌ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୪ଟି ରାଜ୍ୟରେ ପଦ୍ମ ଫୁଟିବ ବୋଲି କୁହାଯାଇଥିବା ବେଳେ ପଂଜାବରେ କଂଗ୍ରେସକୁ ବହୁମତ ହାସଲ କରିବାକୁ ଦର୍ଶାଯାଇଛି ।  ଉତ୍ତରପ୍ରଦେଶରେ ବିଜେପିକୁ ଆଶାତୀତ ସଫଳତା ମିଳୁଥିବା ବେଳେ ଗୋଆ ,ମଣିପୁର,ଉତ୍ତରାଖଣ୍ଡରେ ବିଜେପିକୁ ମହୁମତ ମଳିବ ବୋଲି ଏକ୍‌ଜିଟ୍‌ ପୋଲ ରିପେର୍ଟରେ କୁହାଯାଇଛି । ଇଣ୍ଡିଆ ଟୁଡେ ଏକ୍‌ଜିଟ୍‌ ପୋଲ୍‌ ଅନୁସାରେ ୟୁପିରେ ବିଜେପିକୁ ୨୫୧-୨୭୯ ସିଟ୍‌ ମିଳିବାକୁ ଯାଉଥିବା ବେଳେ ଏସ୍‌ପି-କଂଗ୍ରେସକୁ ମେଣ୍ଟକୁ ୮୮ରୁ-୧୧୨ ଓ ବିଏସ୍‌ପିକୁ ୨୮ରୁ-୪୨ ସିଟ ମିଳିବ । ଟୁଡେ ଚାଣକ୍ୟ ଅନୁସାରେ ବିଜେପିକୁ ୨୮୫, ଏସ୍‌ପି-କଂଗ୍ରେସକୁ ୮୮, ବିଏସ୍‌ପିକୁ୨୭ । ଏବିପି ନ୍ୟୁଜ୍‌ ଲୋକନୀତି ଏକ୍‌ଜିଟ୍‌ ପୋଲ୍‌ ଅନୁସାରେ ବିଜେପିକୁ ୧୬୪-୧୭୬, ଏସ୍‌ପି-କଂଗ୍ରେସକୁ ୧୫୬-୧୬୯, ବିଏସ୍‌ପିକୁ ୬୦-୭୨ ।  ଇଣ୍ଡିଆ ନ୍ୟୁଜ୍‌ ଏମଆର୍‌ସି ଅନୁସାରେ ବିଜେପିକୁ ୧୮୫, ଏସ୍‌ପି-କଂଗ୍ରେସକୁ ୧୨୦, ବିଏସ୍‌ପିକୁ ୯୦ । ଟାଇମ୍ସ ନାଓ ଅନୁସାରେ ବିଜେପିକୁ  ୧୯୦-୨୧୦, ଏସ୍‌ପି-କଂଗ୍ରେସ ୧୧୦-୧୩୦, ବିଏସ୍‌ପିକୁ ୫୭-୭୪ ସିଟ୍‌ ମିଳିବ ବୋଲି  ଅନୁମାନ ଲାଗାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story