ଡଙ୍ଗା ବୁଡ଼ି ୨୫ ନିଖୋଜ

ମାଲକାନଗିରି: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି ୨୫ ଜଣ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାଟି ରାଜମହେନ୍ଦ୍ରୀ ନିକଟ ମୋଟୁର ଘାଟକୁ ଯାଇ ସେଠାରେ ବୁଡ଼ିଯାଇଥିଲ। ମିଳିଥିବା ଖବର ଅନୁସାରେ ଡଙ୍ଗାରେ ୪୦ ଜଣ ଲୋକ ସବାରଥିଲେ। ସେଥିମଧ୍ୟରୁ ୧୫ ଜଣ ନଦୀ ପହଁରି କୂଳକୁ ଚାଲି ଆସିଥିବା ବେଳେ ୨୫ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି।

Boat

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 08:42 PM IST

ମାଲକାନଗିରି: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି ୨୫ ଜଣ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାଟି ରାଜମହେନ୍ଦ୍ରୀ ନିକଟ ମୋଟୁର ଘାଟକୁ ଯାଇ ସେଠାରେ ବୁଡ଼ିଯାଇଥିଲ।

ମିଳିଥିବା ଖବର ଅନୁସାରେ ଡଙ୍ଗାରେ ୪୦ ଜଣ ଲୋକ ସବାରଥିଲେ। ସେଥିମଧ୍ୟରୁ ୧୫ ଜଣ ନଦୀ ପହଁରି କୂଳକୁ ଚାଲି ଆସିଥିବା ବେଳେ ୨୫ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି।

Related story