ଜାପାନରେ ଜରୁରୀ ଅବତରଣ କଲା ବୋଇଂ ୭୭୭

ଟୋକିଓ: ଜାପାନର ଓସାକା ବିମାନ ବନ୍ଦରରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କରିଛି ଅଲ ନିପ୍ପୋନ୍ ଏୟାରୱେଜର ଏକ ବିମାନ ବୋଇଂ ୭୭୭ । ଏହି ବିମାନ ମଧ୍ୟରେ ଥିବା ୨୪୬ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଗୁରୁତର ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ବିମାନଟି ଓସାକାରୁ ସକାଳ ୭ଟା୧୮ରୁ ବାହାରି ଟୋକିଓ ଅଭିମୁଖେ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ବିମାନର ଇଞ୍ଜିନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା। ଓସାକା […]

bioing-777

bioing-777

Rakesh Mallick
  • Published: Wednesday, 26 August 2015
  • Updated: 04 May 2017, 03:45 PM IST

Sports

Latest News

ଟୋକିଓ: ଜାପାନର ଓସାକା ବିମାନ ବନ୍ଦରରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କରିଛି ଅଲ ନିପ୍ପୋନ୍ ଏୟାରୱେଜର ଏକ ବିମାନ ବୋଇଂ ୭୭୭ । ଏହି ବିମାନ ମଧ୍ୟରେ ଥିବା ୨୪୬ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଗୁରୁତର ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ବିମାନଟି ଓସାକାରୁ ସକାଳ ୭ଟା୧୮ରୁ ବାହାରି ଟୋକିଓ ଅଭିମୁଖେ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ବିମାନର ଇଞ୍ଜିନରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା। ଓସାକା ବିମାନବନ୍ଦରରେ ଅବତରଣ କରିବାର ୯ ସେକେଣ୍ଡ ପୂର୍ବରୁ ବୋଇଂ ୭୭୭ର ବାମ ପଟ ଇଞ୍ଜିନରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହି ସମୟରେ ମଧ୍ୟରେ ଅବତରଣ କରି ନ ଥିଲେ ହୁଏତ ବିମାନ ଧ୍ୱଂସ ହେବାର ଆଶଙ୍କା ରହିଥିଲା ବୋଲି ସରକାରୀ ସୁତ୍ରରୁ ଜଣାପଡିଛି। ବୋଇଂ ୭୭୭ରେ ଥିବା ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ଓସାକା ବିମାନବନ୍ଦରରେ ୭ଟା ୫୦ ମିନିଟରେ ଅବତରଣ କରାଯାଇଥିଲା।

ଅବତରଣ କରିବା ପରେ ସେନା,ପୋଲିସ ଓ ଅଗ୍ନିଶମ ବିଭାଗର ଉପସ୍ଥିତିରେ ବୋଇଂ ୭୭୭ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନବନ୍ଦରରୁ ବହାରକୁ ଅଣାଯାଇଥିଲା। ଏହାର ତଦନ୍ତକାର୍ଯ୍ୟ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story