ମହଙ୍ଗା ପଡ଼ିଲା ମୋଦି-ବିରୋଧୀ ମନ୍ତବ୍ୟ: ଆଉ ଫିଲ୍ମ ପାଉନାହାଁନ୍ତି ବଲିଉଡ଼ର ଏହି ପ୍ରସିଦ୍ଧ ଭିଲେନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଖଳଅଭିନେତା ପ୍ରକାଶ ରାଜ୍। ଚେହେରା ଦେଖିଲେ ହିଁ ତାଙ୍କୁ ଚଳଚ୍ଚିତ୍ର ପ୍ରେମୀ ଚିହ୍ନି ପକାନ୍ତି। ତାଙ୍କ ଅଭିନୟର ଯାଦୁରେ ସମସ୍ତେ ବିମୋହିତ। ସେଥିପାଇଁ ତାଙ୍କର ଡିମାଣ୍ଡ ଅଧିକା। ବହୁ ଫିଲ୍ମରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳେ। ହେଲେ ଏହି ପ୍ରସିଦ୍ଧ ଓ ଟ୍ୟାଲେଣ୍ଟେଡ୍ କଳାକାର ଏବେ ଫସି ଯାଇଛନ୍ତି ରାଜନୈତିକ ପଶାପାଲିରେ। କାଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେବା ତାଙ୍କ ପାଇଁ […]

Prakash image

Prakash image

Ordigital Desk
  • Published: Saturday, 05 May 2018
  • Updated: 05 May 2018, 08:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଖଳଅଭିନେତା ପ୍ରକାଶ ରାଜ୍। ଚେହେରା ଦେଖିଲେ ହିଁ ତାଙ୍କୁ ଚଳଚ୍ଚିତ୍ର ପ୍ରେମୀ ଚିହ୍ନି ପକାନ୍ତି। ତାଙ୍କ ଅଭିନୟର ଯାଦୁରେ ସମସ୍ତେ ବିମୋହିତ। ସେଥିପାଇଁ ତାଙ୍କର ଡିମାଣ୍ଡ ଅଧିକା। ବହୁ ଫିଲ୍ମରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳେ। ହେଲେ ଏହି ପ୍ରସିଦ୍ଧ ଓ ଟ୍ୟାଲେଣ୍ଟେଡ୍ କଳାକାର ଏବେ ଫସି ଯାଇଛନ୍ତି ରାଜନୈତିକ ପଶାପାଲିରେ।

କାଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ମୋଦିଙ୍କ ବିରୋଧରେ କହିବାରୁ ହିନ୍ଦି ଫିଲ୍ମରେ ସେ ଆଉ ଅଫର ପାଉନାହାଁନ୍ତି। ଯୁବପୀଢ଼ିକୁ ପାଗଳ କରିଥିବା ବଲିଉଡ୍ ଚଳଚ୍ଚିତ୍ର ସିଂଘମ, ଦବଙ୍ଗ-୨, ୱାଣ୍ଟେଡ, ପୁଲିସଗିରି ପ୍ରଭୃତି ବଲିଉଡ ପିଲ୍ମରେ ସହ କଳାକାର ଭାବେ ପ୍ରକାଶ ରାଜ୍ ନିଜ ଛାପ ଛାଡ଼ିଛନ୍ତି। କିନ୍ତୁ ଏବେ ସେ ଅସହାୟ ଅନୁଭବ କରୁଛନ୍ତି। ସେ ନିଜେ ଏହିପରି ଅଭିଯୋଗ ଆଣିଛନ୍ତି।

ପ୍ରକାଶଙ୍କ କହିବା ମୁତାବକ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ କହିବା କାରଣରୁ ତାଙ୍କୁ ଆଉ ବଲିଉଡରେ ଅଭିନୟ କରିବା ପାଇଁ ସୁଯୋଗ ମିଳୁନାହିଁ। ସାଉଥରେ କୌଣସି ସମସ୍ୟା ନାହିଁ। ମାତ୍ର ବଲିଉଡରୁ ତାଙ୍କୁ ଆଉ ଅଫର ମିଳୁନଥିବା ସେ କହିଛନ୍ତି। ଅର୍ଥାତ ସେ କହିବାକୁ ଚାହିଁଛନ୍ତି ଯେ, ମୋଦି ସରକାର ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ରାଜନୀତି କରିବାକୁ ପଛାଉ ନାହିଁ। ପ୍ରଯୋଜକମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି ସରକାର। ଇଣ୍ଡଷ୍ଟ୍ରିରୁ ଯିଏ ସରକାର ବିରୋଧରେ ସ୍ୱର ଉଠାଇଲା, ତାକୁ ତଳିତଳାନ୍ତ କରିବାକୁ ଯୋଜନା ହେଉଛି। କିଛି ପ୍ରଯୋଜକ ଓ ନିର୍ଦ୍ଦେଶକ ପ୍ରଲୋଭିତ ବି ହେଉଛନ୍ତି। ତେଣୁ ସେ ଖୋଲାଖୋଲି ବିଜେପି ବିରୋଧରେ କହୁଥିବା କୌଣସି ପ୍ରଯୋଜକ ତାଙ୍କୁ ତାଙ୍କ ଫିଲ୍ମରେ ନେବାକୁ ଚାହୁଁ ନାହାଁନ୍ତି।

ପ୍ରକାଶ ବିଗତ କିଛିଦିନ ହେଲା ମୋଦି ସରକାରକୁ କଡ଼ା ସମାଲୋଚନା କରୁଥିଲେ। ତା ବିଶେଷକରି ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣାରେ ମୋଦି କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ ଉଠାଇ ଚର୍ଚ୍ଚିତ ହୋଇଥିଲେ। ପ୍ରକାଶ ଏବେ କର୍ଣ୍ଣାଟକରେ ବିଜେପି ବିରୋଧରେ ବିଧାନସଭା ନିର୍ବାଚନ ପାଇଁ କ୍ୟାମ୍ପେନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story