କାବୁଲରେ ଭୟଙ୍କର ବିସ୍ଫୋରଣ, ୮ ମୃତ, ୧୮ ଗୁରୁତର

କାବୁଲ: ଗତକାଲି  ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦ ନିକଟସ୍ଥ ଜନଗହଳିପୂର୍ଣ୍ଣ ସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏକ କାର୍‌ରେ ଥିବା ବୋମା ବିସ୍ଫୋରଣ ହେବାରୁ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ହୋଇଛନ୍ତି।  ତାଲିବାନର ଜଣେ  ବରିଷ୍ଠ ପୁଲିସ୍‌ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଏଥିନିମନ୍ତେ ଆଇଏସ୍‌ ନିଜକୁ ଦାୟୀ କରିଛି । କାବୁଲର ପୁଲିସ ମୁଖ୍ୟଙ୍କ  ମୁଖପାତ୍ର ଖାଲିଦ ଜାଦରାନଙ୍କ ସୂଚନା ଅନୁଯାୟୀ, […]

blast

blast

Niharika Rout
  • Published: Saturday, 06 August 2022
  • Updated: 06 August 2022, 11:18 AM IST

Sports

Latest News

କାବୁଲ: ଗତକାଲି  ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦ ନିକଟସ୍ଥ ଜନଗହଳିପୂର୍ଣ୍ଣ ସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏକ କାର୍‌ରେ ଥିବା ବୋମା ବିସ୍ଫୋରଣ ହେବାରୁ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ହୋଇଛନ୍ତି।  ତାଲିବାନର ଜଣେ  ବରିଷ୍ଠ ପୁଲିସ୍‌ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଏଥିନିମନ୍ତେ ଆଇଏସ୍‌ ନିଜକୁ ଦାୟୀ କରିଛି ।

କାବୁଲର ପୁଲିସ ମୁଖ୍ୟଙ୍କ  ମୁଖପାତ୍ର ଖାଲିଦ ଜାଦରାନଙ୍କ ସୂଚନା ଅନୁଯାୟୀ,  ପଶ୍ଚିମ କାବୁଲର ଶିଆ ଅଞ୍ଚଳରେ ଥିବା ସର-ଏ-କରେଜର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ପ୍ରାରମ୍ଭିକ ରିପୋର୍ଟରେ ଦୁଇ ଜଣଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା, କିନ୍ତୁ କିଛି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା।   ଗୁରୁତର ୧୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି।

ଏହି ବୋମା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି। ସରକାରୀ ସୂତ୍ର ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୮ ବୋଲି କୁହାଯାଇଥିବା ବେଳେ  ଏହି ବିସ୍ଫୋରଣରେ କିନ୍ତୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଇଏସ୍‌ ତରଫରୁ କୁହାଯାଇଛି।   ଘଟଣାର କିଛି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିମଧ୍ୟରେ ବିସ୍ଫୋରଣ ପରେ ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ଲୋକେ ଧାଁଦୌଡ଼ କରୁଥିବା ଦେଖିବାକୁ ମିଳିଛି ।

ଆଫଗାନିସ୍ତାନ ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି ଆଇଏସ୍‌ ଆତଙ୍କବାଦୀ ସଙ୍କଠନ । ଦେଶର ସଂଖ୍ୟାଲଘୁ ଶିଆ ସମ୍ପ୍ରଦାୟ ଲୋକଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ଏହି ସଙ୍ଗଠନ । ଏହି ସଂଗଠନ ସହ ଜଡିତ ଆତଙ୍କବାଦୀମାନେ ୨୦୧୪ ମସିହା ପରଠାରୁ ଆଫଗାନିସ୍ତାନରେ ସକ୍ରିୟ ଅଛନ୍ତି । ଯାହାକି ଦେଶର ସୁରକ୍ଷା ପ୍ରତି ମୁଖ୍ୟ ବିପଦ ଭାବରେ ଦେଖାଯାଉଛି।

ଗତ ବର୍ଷ ଅଗଷ୍ଟରେ ତାଲିବାନ କ୍ଷମତାକୁ ଆସିବା ପରେ ଏହି ଚ୍ୟାଲେଞ୍ଜ ତୀବ୍ର ହୋଇଛି। ଆଫଗାନିସ୍ତାନରେ ଗତ କିଛି ଦିନ ମଧ୍ୟରେ ହୋଇଥିବା ବହୁ ଆକ୍ରମଣ ପଛରେ ଏହି ସଙ୍ଗଠନର ହାତ ଥିବା ଜଣାଯାଇଛି। ମୁଖ୍ୟତ ସେମାନେ ସଂଖ୍ୟାଲଘୁ ଶିଆ ସମ୍ପ୍ରଦାୟ ଲୋକଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story