ନାଇଜେରିଆ: ବୋମା ବିସ୍ଫୋରଣରେ ୧୫ ମୃତ, ୪୧ ଆହତ

ଆବୁଜା: ନାଇଜେରିଆର ରାଜଧାନୀ ଆବୁଜା ନିକଟସ୍ଥ ଦୁଇଟି ସହରରେ ବୋମା ବିସ୍ଫୋରଣରେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି। ନାଇଜେରିଆର ନ୍ୟାସନାଲ୍ ଏମରଜେନ୍ସୀ ମ୍ୟାନେଜମେଣ୍ଟ୍ ଏଜେନ୍ସୀ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ନ୍ୟାୟା ଓ କୁଜେରେ ହୋଇଥିଲା ଏହି ଦୁଇ ବିସ୍ଫୋରଣ। ନ୍ୟାୟାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। କୁଜେରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ […]

kuje

kuje

Rakesh Mallick
  • Published: Saturday, 03 October 2015
  • Updated: 04 May 2017, 03:44 PM IST

Sports

Latest News

ଆବୁଜା: ନାଇଜେରିଆର ରାଜଧାନୀ ଆବୁଜା ନିକଟସ୍ଥ ଦୁଇଟି ସହରରେ ବୋମା ବିସ୍ଫୋରଣରେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି। ନାଇଜେରିଆର ନ୍ୟାସନାଲ୍ ଏମରଜେନ୍ସୀ ମ୍ୟାନେଜମେଣ୍ଟ୍ ଏଜେନ୍ସୀ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ନ୍ୟାୟା ଓ କୁଜେରେ ହୋଇଥିଲା ଏହି ଦୁଇ ବିସ୍ଫୋରଣ। ନ୍ୟାୟାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। କୁଜେରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁଇଟି ବିସ୍ଫୋରଣ ହୋଇଥିଲା। କୁଜରେ ଏକ ପୋଲିସ୍ ଷ୍ଟେସନ ନିକଟରେ ବିସ୍ଫୋରଣ ହୋଇଥିବା ବେଳେ ନ୍ୟାୟାରେ ଏକ ବସଷ୍ଟପରେ ହୋଇଥିଲା ବିସ୍ଫୋରଣ। ନ୍ୟାୟାର ଏହି ବସଷ୍ଟପରେ ୨୦୧୪ରେ ମଧ୍ୟ ଦୁଇଟି ବିସ୍ଫୋରଣ ଘଟିଥିଲା। ପ୍ରଥମ ବିସ୍ଫୋରଣ ହୋଇଥିଲା ଏପ୍ରିଲ୍ ୧୪ରେ। ଏଥିରେ ୭୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା ମେ ୧ ତାରିଖରେ। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story