ମହାରାଷ୍ଟ୍ର:ମରାଠା ଆରକ୍ଷଣ ବିଲ୍‌ କାଏମ୍ ରଖିଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ସରକାର ପାରିତ କରିଥିବା ବହୁ ଚର୍ଚ୍ଚିତ ମରାଠା ଆରକ୍ଷଣ ବିଲ୍‌କୁ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ କାଏମ୍‌ ରଖିଛନ୍ତି। କୋର୍ଟ ଏହି ଅବସରରେ କହିଛନ୍ତି ରାଜ୍ୟ ସରକାର ନିଜ ଅଧିକାର ଭିତରେ ସୀମିତ ରହି ଏହି ବିଲ୍ ଆଣିଛନ୍ତି। ତେବେ ହାଇକୋର୍ଟ କହିଛନ୍ତି, ଆରକ୍ଷଣର ମାତ୍ରା ୧୬% ହେବା ଉଚିତ ନୁହେଁ। ପଛୁଆ ବର୍ଗଙ୍କ ପାଇଁ ଗଠିତ ବ୍ୟାକ୍‌ୱାର୍ଡ କମିଶନ୍‌ଙ୍କ ସୁପାରିସ ଅନୁଯାୟୀ ଏହା ୧୨-୧୩ ପ୍ରତିଶତ ମଧ୍ୟରେ ସୀମିତ ରହିବ। କୋର୍ଟ ମରାଠା […]

maratha

maratha

Subrat Kumar Nayak
  • Published: Thursday, 27 June 2019
  • Updated: 27 June 2019, 04:45 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ସରକାର ପାରିତ କରିଥିବା ବହୁ ଚର୍ଚ୍ଚିତ ମରାଠା ଆରକ୍ଷଣ ବିଲ୍‌କୁ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ କାଏମ୍‌ ରଖିଛନ୍ତି। କୋର୍ଟ ଏହି ଅବସରରେ କହିଛନ୍ତି ରାଜ୍ୟ ସରକାର ନିଜ ଅଧିକାର ଭିତରେ ସୀମିତ ରହି ଏହି ବିଲ୍ ଆଣିଛନ୍ତି।

ତେବେ ହାଇକୋର୍ଟ କହିଛନ୍ତି, ଆରକ୍ଷଣର ମାତ୍ରା ୧୬% ହେବା ଉଚିତ ନୁହେଁ। ପଛୁଆ ବର୍ଗଙ୍କ ପାଇଁ ଗଠିତ ବ୍ୟାକ୍‌ୱାର୍ଡ କମିଶନ୍‌ଙ୍କ ସୁପାରିସ ଅନୁଯାୟୀ ଏହା ୧୨-୧୩ ପ୍ରତିଶତ ମଧ୍ୟରେ ସୀମିତ ରହିବ। କୋର୍ଟ ମରାଠା ଆରକ୍ଷଣର ଅନୁପାତକୁ ଆହୁରି ସ୍ପଷ୍ଟ କରିବା ପାଇଁ କହିଛନ୍ତି, ସରକାର ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧୨% ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ୧୩% ଆରକ୍ଷଣ ଲାଗୁ କରନ୍ତୁ।

ବମ୍ବେ ହାଇକୋର୍ଟ କହିଛନ୍ତି, ୫୦% ସୀମା ଉଲ୍ଲଂଘନ ହେବା ଉଚିତ ନୁହେଁ, କିନ୍ତୁ ବିଶେଷ କ୍ଷେତ୍ରରେ ଏଥିରେ କୋହଳ କରାଯାଇପାରିବ ବୋଲି ବ୍ୟାକ୍‌ୱାର୍ଡ କମିଶନ୍‌ ପୂର୍ବରୁ କହିସାରିଛନ୍ତି।

ଗତବର୍ଷ ନଭେମ୍ବର ୩୦ ତାରିଖରେ ମହାରାଷ୍ଟ୍ର ସରକାର ମରାଠା ଆରକ୍ଷଣ ବିଲ୍‌ ପାରିତ କରିଥିଲେ। ଏହି ବିଲ୍‌ରେ ରହିଥିବା ପ୍ରସ୍ତାବରେ କୁହାଯାଇଥିଲା ଯେ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସ୍‌ଇବିସି) ଅଧୀନରେ ଥିବା ମରାଠାମାନଙ୍କ ପାଇଁ ଶିକ୍ଷା ଏବଂ ସରକାରୀ ଚାକିରି କ୍ଷେତ୍ରରେ ୧୬% ଆରକ୍ଷଣ ବ୍ୟବସ୍ଥା ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story