ୟେମେନ୍: ଆତ୍ମଘାତୀ ବୋମା ବିସ୍ଫୋରଣ,୨୦ ମୃତ

ସାନା: ୟେମେନର ରାଜଧାନୀ ସାନାର ଏକ ମସଜିଦ ନିକଟରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଗୁରୁତର ହୋଇଛନ୍ତି।  ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସ ଏହି ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ସୂଚନାଯୋଗ୍ୟ, ମସଜିଦରେ ସନ୍ଧ୍ୟା ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତ୍ମଘାତୀ ଆତଙ୍କୀ ବୋମା ନେଇ ବିସ୍ଫୋରଣ ଘଟାଇଥିଲା। ଏହାସହ ଏହି ସମୟରେ ଅନ୍ୟ ଏକ ବୋମା କାରରେ ବିସ୍ଫୋରଣ […]

371967-yemen-saudi-led-airstrikes-reuters

Rakesh Mallick
  • Published: Wednesday, 02 September 2015
  • , Updated: 04 May 2017, 03:45 PM IST

ସାନା: ୟେମେନର ରାଜଧାନୀ ସାନାର ଏକ ମସଜିଦ ନିକଟରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଗୁରୁତର ହୋଇଛନ୍ତି।  ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସ ଏହି ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ।

ସୂଚନାଯୋଗ୍ୟ, ମସଜିଦରେ ସନ୍ଧ୍ୟା ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତ୍ମଘାତୀ ଆତଙ୍କୀ ବୋମା ନେଇ ବିସ୍ଫୋରଣ ଘଟାଇଥିଲା। ଏହାସହ ଏହି ସମୟରେ ଅନ୍ୟ ଏକ ବୋମା କାରରେ ବିସ୍ଫୋରଣ ହୋଇଥିଲା।

Related story