ବେଡରୁମ୍‌ରୁ ମୃତଦେହ ଉଦ୍ଧାର: ଡାକ୍ତର କହିଲେ ପାଣିରେ ବୁଡି ମରିଛି

ଗାଧୋଇବା ବେଳେ ହେଉ କି ଅନ୍ୟ କୌଣସି କାରଣରୁ ହେଉ ଫୁସଫୁସ୍‌ରେ ପାଣି ଭରିଗଲେ ଲୋକଙ୍କ ମୃତ୍ୟୁ ଘଟିଥାଏ। ହେଲେ ଘରେ ବିଛଣାରେ ଶୋଇଥିବା କୌଣସି ଲୋକକୁ ଡାକ୍ତର ପାଣିରେ ବୁଡ଼ି ମରିଥିବା କହିବା ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ। ହେଲେ ଏପରି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି ଆମେରିକାର ୧୦ ବର୍ଷର ଜ୍ୟାକସନ୍‌ଙ୍କ ସହ। ଶୋଇଥିବା ବେଳେ ଗୁରୁତର ହୋଇପଡ଼ିଥିବା ଜ୍ୟାକସନ୍‌ଙ୍କୁ ଯେତେବେଳେ ମେଡିକାଲ ନିଆଗଲା ଡାକ୍ତର ତାଙ୍କୁ ମୃତ ଘୋଷଣା […]

child-died-after-swimming

child-died-after-swimming

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 12:33 PM IST

Sports

Latest News

ଗାଧୋଇବା ବେଳେ ହେଉ କି ଅନ୍ୟ କୌଣସି କାରଣରୁ ହେଉ ଫୁସଫୁସ୍‌ରେ ପାଣି ଭରିଗଲେ ଲୋକଙ୍କ ମୃତ୍ୟୁ ଘଟିଥାଏ। ହେଲେ ଘରେ ବିଛଣାରେ ଶୋଇଥିବା କୌଣସି ଲୋକକୁ ଡାକ୍ତର ପାଣିରେ ବୁଡ଼ି ମରିଥିବା କହିବା ଯେ କେହି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ। ହେଲେ ଏପରି ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି ଆମେରିକାର ୧୦ ବର୍ଷର ଜ୍ୟାକସନ୍‌ଙ୍କ ସହ। ଶୋଇଥିବା ବେଳେ ଗୁରୁତର ହୋଇପଡ଼ିଥିବା ଜ୍ୟାକସନ୍‌ଙ୍କୁ ଯେତେବେଳେ ମେଡିକାଲ ନିଆଗଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ମୃତ୍ୟୁର କାରଣ ଡାକ୍ତର ଯାହା କହିଥିଲେ ତାହା ଥିଲା ଆହୁରି ତାଜୁବ କରିବା ପରି। ଜ୍ୟାକସନ୍‌ଙ୍କ ମୃତ୍ୟୁ ପାଣିରେ ଡୁବି ହୋଇଥିବା ଡାକ୍ତର କହିଛନ୍ତି।

ଖବର ଅନୁସାରେ ଜ୍ୟାକସନ୍‌ ସ୍କୁଲରେ ପ୍ରାୟ ୧ ଘଣ୍ଟା ସୁଇମିଙ୍ଗ କରିବା ପରେ ଘରକୁ ଫେରିଥିଲେ। ଘରକୁ ଆସିବା ବେଳେ ସେ ବହୁତ ଥକା ଜଣାପଡୁଥିଲେ। ଘରେ ପହଞ୍ଚି ସେ ସିଧା ତାଙ୍କ ବେଡରୁମ୍‌କୁ ଯାଇ ଶୋଇଯାଇଥିଲେ। କିଛି ସମୟ ପରେ ଯେତେବେଳେ ତାଙ୍କ ମାଆ ତାଙ୍କୁ ଡାକିବାକୁ ଯାଇଥିଲେ ଜ୍ୟାକସନ୍‌ଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା। ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତରଙ୍କ କହିବା ଅନୁସାରେ ସୁଇମିଙ୍ଗ ବେଳେ ଜ୍ୟାକସନ୍‌ଙ୍କ ଫୁସ୍‌ଫୁସ୍‌ରୁ ମସ୍ତିଷ୍କ ପର୍ଯ୍ୟନ୍ତ ପାଣି ଜମି ଯାଇଥିଲା। ଫଳରେ ସେ ଠିକ୍‌ରେ ନିଶ୍ୱାସ ନେଇ ପାରୁ ନ ଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ପ୍ରଶ୍ନ ଉଠୁଛି ଯଦି ଜ୍ୟାକସନ୍‌ଙ୍କ ଫୁସ୍‌ଫୁସ୍‌ରୁ ମସ୍ତିଷ୍କ ପର୍ଯ୍ୟନ୍ତ ପାଣି ଜମିଥିଲା ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେବା କଥା। ହେଲେ ଏତେ ବାଟ ଘରୁକୁ ସେ କିପରି ଆସିଲେ। ଏହାର ଉତ୍ତରରେ ଡାକ୍ତର କହିଛନ୍ତି- “ଏପରି ସ୍ଥିତି ଉପୁଜିଲେ ୭୨ ଘଣ୍ଟା ପର୍ଯ୍ୟନ୍ତ ବିପଦ ରହିଥାଏ। ପାଣି ଜମିବା ପରେ ୭୨ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିବାର ସମ୍ଭାବନା ରହିଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story