ବଦନାମ ଗଳିରୁ ବାହାବେଦି: ଦେହଜୀବୀଙ୍କ ପ୍ରେମରେ ପଡ଼ିଲେ, କୋଠିରୁ ଉଠାଇ ନେଲେ...

ବଦନାମ ଗଳିରେ ଥରେ ପାଦ ଥାପିଲେ ଗୋଟିଏ ଝିଅ ପାଇଁ ସବୁକିଛି ସରିଯାଏ। ତା’ର ସବୁ ସ୍ୱପ୍ନ, ଆଶା ଓ ଆକାଂକ୍ଷାରେ ସେଇଠି ପୂର୍ଣ୍ଣଚ୍ଛେଦ ପଡିଯାଏ। ଦେହଜୀବିର ପରିଚୟ ନେଇ ସାରା ଜୀବନ ତାକୁ ବଞ୍ଚିବାକୁ ପଡେ। ହଠାତ୍ ଜଣେ ରାଜ କୁମାର ସୈନ୍ୟସାମନ୍ତଙ୍କୁ ଧରି ଆସିବ, ଆଉ ସେଇ ନର୍କ ଗଳିରୁ ତାକୁ ଉଦ୍ଧାର କରି ନେଇଯିବ, ଏକଥା ସ୍ୱପ୍ନରେ ସୁଦ୍ଧା ଭାବି ପାରେନି ଜଣେ ଦେହଜୀବି। ରୂପାଲୀଙ୍କ (ଛଦ୍ମନାମ) ଜୀବନରେ ଘଟିଛି ଏଭଳି ଘଟଣା। […]

gb road

gb road

Rakesh Mallick
  • Published: Friday, 07 July 2017
  • Updated: 07 July 2017, 08:55 PM IST

Sports

Latest News

ବଦନାମ ଗଳିରେ ଥରେ ପାଦ ଥାପିଲେ ଗୋଟିଏ ଝିଅ ପାଇଁ ସବୁକିଛି ସରିଯାଏ। ତା’ର ସବୁ ସ୍ୱପ୍ନ, ଆଶା ଓ ଆକାଂକ୍ଷାରେ ସେଇଠି ପୂର୍ଣ୍ଣଚ୍ଛେଦ ପଡିଯାଏ। ଦେହଜୀବିର ପରିଚୟ ନେଇ ସାରା ଜୀବନ ତାକୁ ବଞ୍ଚିବାକୁ ପଡେ। ହଠାତ୍ ଜଣେ ରାଜ କୁମାର ସୈନ୍ୟସାମନ୍ତଙ୍କୁ ଧରି ଆସିବ, ଆଉ ସେଇ ନର୍କ ଗଳିରୁ ତାକୁ ଉଦ୍ଧାର କରି ନେଇଯିବ, ଏକଥା ସ୍ୱପ୍ନରେ ସୁଦ୍ଧା ଭାବି ପାରେନି ଜଣେ ଦେହଜୀବି। ରୂପାଲୀଙ୍କ (ଛଦ୍ମନାମ) ଜୀବନରେ ଘଟିଛି ଏଭଳି ଘଟଣା। ଦିଲ୍ଲୀର ଜେ.ବି. ରୋଡରେ ଦେହ ବ୍ୟବସାୟ କରି ବଂଚୁଥିବା ରୂପାଲିଙ୍କୁ, ସେଠାରୁ ଉଦ୍ଧାର କରି ବିବାହ କରିଛନ୍ତି ସାଗର (ଛଦ୍ମନାମ) ନାମକ ଜଣେ ବ୍ୟକ୍ତି। ଏହି ଘଟଣା ଏବେ ଦିଲ୍ଲୀରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୋଟିଏ ଝିଅର ସ୍ୱପ୍ନ ଥାଏ, ବାହା ହୋଇ ଘର ସଂସାର କରିବ, ପରିବାର ଲୋକଙ୍କ ସହ ସେ ଖୁସିର ଜୀବନ କାଟିବ। ନେପାଳି ଝିଅ ରୂପାଲି ମଧ୍ୟ ଦେଖିଥିଲେ ଏମିତି ସ୍ୱପ୍ନ। କିନ୍ତୁ ୨୦୧୫ରେ ନେପାଳରେ ହୋଇଥିବା ଭୂମିକମ୍ପ ବଦଳେଇ ଦେଇଥିଲା ତାଙ୍କ ଗତିପଥ। ଭୂମିକମ୍ପରେ ସବୁକିଛି ହରାଇ ପେଟ ପୋଷିବା ଆଶାରେ ସେ ଚାଲି ଆସିଥିଲେ ଭାରତର ରାଜଧାନୀ ଦିଲ୍ଲୀକୁ। କାମ ଖୋଜୁ ଖୋଜୁ ଶେଷରେ ଅଟକି ଯାଇଥିଲେ ରାଜଧାନୀର ଜି.ବି. ରୋଡର ଅନ୍ଧାର ଗଳିରେ। ପେଟର ଭୋକ ବେସାହାରା ରୂପାଲିଙ୍କୁ ବନେଇ ଦେଇଥିଲା ଦେହଜୀବି। ଇଚ୍ଛା ନଥିଲେ ବି ପେଟ ପାଇଁ ଆରମ୍ଭ କରିଦେଇଥିଲେ ଦେହ ବ୍ୟାପାର। ସେଠାରେ ତାଙ୍କର ଦେଖା ହୋଇଥିଲା ଜଣେ ଗରାଖ ସାଗରଙ୍କ ସହିତ। ରୂପାଲିଙ୍କୁ ଦେଖୁ ଦେଖୁ ତାଙ୍କ ପ୍ରେମରେ ପଡି ଯାଇଥିଲେ ସାଗର। ମାଲିକର ଅଜାଣତରେ ବାରମ୍ବାର ସେଠାକୁ ଆସୁଥିଲେ ସାଗର। କିଛିଦିନ  ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ବେଶ୍ୟାଳୟରୁ ବାରମ୍ବାର ଖସି ପଳେଇ ଆସିବାକୁ ଚେଷ୍ଟା କରି ଫେଲ ହୋଇଥିଲେ ରୂପାଲି। ମାଲିକ ନ ଛାଡିବାରୁ ରୂପାଲିଙ୍କୁ ନର୍କରୁ ଉଦ୍ଧାର କରିବା ପାଇଁ ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ସାଗର। ପରେ ମହିଳା କମିଶନ ଓ ଦିଲ୍ଲୀ ପୋଲିସର ଏକ ବଡ ଦଳ ସେଠାରେ ପହଞ୍ଚି ରୂପାଲିଙ୍କୁ ଉଦ୍ଧାର କରିଥିଲା। ଏସବୁ ଘଟଣା ଫିଲ୍ମର କାହଣୀ ପରି ରୂପାଲିଙ୍କ ଆଖି ସମ୍ନାରେ ଘଟି ଯାଉଥଲା। ସାଗରଙ୍କ ଘର ଲୋକ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କକୁ ଗ୍ରହଣ କରିନେଇଛନ୍ତି। ଏବେ ବାହା ଘରକୁ ଅପେକ୍ଷା। ଖୁବଶୀଘ୍ର ସେମାନେ ବାହାହେବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story