‘ବ୍ରହ୍ମୋସ’ର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଭାରତର ସୁପର ସୋନିକ୍ କ୍ରୁଇଜ୍ ମିଜାଇଲ ‘ବ୍ରହ୍ମୋସ’ର ଆଜି ସଫଳ ପରୀକ୍ଷଣ ହୋଇଛି। ରବିବାର ଭାରତର ପଶ୍ଚିମ ଉପକୂଳରେ ନୂଆ କରି ଭାରତୀୟ ନୌସେନାରେ ସାମିଲ ଦେଇଥିବା ‘ଆଇଏନଏସ୍ କୋଚି’ରୁ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ପରେ ନୌସେନାର ଶକ୍ତି ବୃଦ୍ଧି ହୋଇଛି। ଆଜି ଦିନ ୧ଟା୧୦ରେ ମୋବାଇଲ୍ ଅଟୋନୋମସ୍ ଲଞ୍ଚରରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ବ୍ରହ୍ମୋସ ବ୍ଲକ୍-୩ ଭର୍ସନର ପରକ୍ଷୀଣ ହୋଇଥିଲା। ଏହା ଲକ୍ଷ୍ୟଭେଦର କ୍ଷମତା ୨୯୦ କିଲୋମିଟର […]

BrahMos hits target in maiden test firing from destroyer INS Kochi

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 11:54 AM IST

Sports

Latest News

ନୂଆଦିଲ୍ଲୀ: ଭାରତର ସୁପର ସୋନିକ୍ କ୍ରୁଇଜ୍ ମିଜାଇଲ ‘ବ୍ରହ୍ମୋସ’ର ଆଜି ସଫଳ ପରୀକ୍ଷଣ ହୋଇଛି। ରବିବାର ଭାରତର ପଶ୍ଚିମ ଉପକୂଳରେ ନୂଆ କରି ଭାରତୀୟ ନୌସେନାରେ ସାମିଲ ଦେଇଥିବା ‘ଆଇଏନଏସ୍ କୋଚି’ରୁ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ପରେ ନୌସେନାର ଶକ୍ତି ବୃଦ୍ଧି ହୋଇଛି।

ଆଜି ଦିନ ୧ଟା୧୦ରେ ମୋବାଇଲ୍ ଅଟୋନୋମସ୍ ଲଞ୍ଚରରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ବ୍ରହ୍ମୋସ ବ୍ଲକ୍-୩ ଭର୍ସନର ପରକ୍ଷୀଣ ହୋଇଥିଲା। ଏହା ଲକ୍ଷ୍ୟଭେଦର କ୍ଷମତା ୨୯୦ କିଲୋମିଟର ରହିଛି। ଏହି ମିଜାଇଲକୁ ଉଭୟ ସ୍ଥଳ,ସମୁଦ୍ର ଓ ଆକାଶରୁ ନିକ୍ଷେପ କରାଯାଇ ପାରିବ।

ସୂଚନାଯୋଗ୍ୟ ଗତ ଏପ୍ରିଲ ୯ ତାରିଖରେ ‘ବ୍ରହ୍ମୋସ’ର ପରୀକ୍ଷଣ ବିଫଳ ହୋଇଥିଲା କିନ୍ତୁ ଆଜି ଏହି ଲକ୍ଷ୍ୟକୁ ଭେଦ କରିଥିବା ବ୍ରହ୍ମୋସ୍ ଏରୋସ୍ପେସର ସିଇଓ ଓ ଏମଡି ସୁଧୀର ମିଶ୍ରା ସୂଚନା ମିଳିଛି। ଏହି ପରୀକ୍ଷଣ ସଫଳ ହେବା ପରେ ସେ ଏଥିରେ କାର୍ଯ୍ୟ କରିଥିବା ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story