ନୂଆଦିଲ୍ଲୀ: ଭାରତର ସୁପର ସୋନିକ୍ କ୍ରୁଇଜ୍ ମିଜାଇଲ ‘ବ୍ରହ୍ମୋସ’ର ଆଜି ସଫଳ ପରୀକ୍ଷଣ ହୋଇଛି। ରବିବାର ଭାରତର ପଶ୍ଚିମ ଉପକୂଳରେ ନୂଆ କରି ଭାରତୀୟ ନୌସେନାରେ ସାମିଲ ଦେଇଥିବା ‘ଆଇଏନଏସ୍ କୋଚି’ରୁ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ପରେ ନୌସେନାର ଶକ୍ତି ବୃଦ୍ଧି ହୋଇଛି।
ଆଜି ଦିନ ୧ଟା୧୦ରେ ମୋବାଇଲ୍ ଅଟୋନୋମସ୍ ଲଞ୍ଚରରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ବ୍ରହ୍ମୋସ ବ୍ଲକ୍-୩ ଭର୍ସନର ପରକ୍ଷୀଣ ହୋଇଥିଲା। ଏହା ଲକ୍ଷ୍ୟଭେଦର କ୍ଷମତା ୨୯୦ କିଲୋମିଟର ରହିଛି। ଏହି ମିଜାଇଲକୁ ଉଭୟ ସ୍ଥଳ,ସମୁଦ୍ର ଓ ଆକାଶରୁ ନିକ୍ଷେପ କରାଯାଇ ପାରିବ।
ସୂଚନାଯୋଗ୍ୟ ଗତ ଏପ୍ରିଲ ୯ ତାରିଖରେ ‘ବ୍ରହ୍ମୋସ’ର ପରୀକ୍ଷଣ ବିଫଳ ହୋଇଥିଲା କିନ୍ତୁ ଆଜି ଏହି ଲକ୍ଷ୍ୟକୁ ଭେଦ କରିଥିବା ବ୍ରହ୍ମୋସ୍ ଏରୋସ୍ପେସର ସିଇଓ ଓ ଏମଡି ସୁଧୀର ମିଶ୍ରା ସୂଚନା ମିଳିଛି। ଏହି ପରୀକ୍ଷଣ ସଫଳ ହେବା ପରେ ସେ ଏଥିରେ କାର୍ଯ୍ୟ କରିଥିବା ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।