ତିନିଜଣ ମୁଖ୍ୟମନ୍ତ୍ରୀଙ୍କୁ ନାକରେ ପାଣି ପିଆଇଥିବା ଲେଡି ଆଇ.ପି.ଏସ୍.

୨୦୦୦ ମସିହା ବ୍ୟାଚର କର୍ଣ୍ଣାଟକ କ୍ୟାଡର ମହିଳା ଆଇପିଏସ୍‌ ଅଫିସର ଡି.ରୂପା। ଗତ ଦୁଇଦିନ ଧରି ଚର୍ଚ୍ଚାର ଶିରୋନାମାରେ ରହୁଛନ୍ତି ସେ। ଦୁଇଦିନ ପୂର୍ବେ ନିଜ ଉପର ଅଫିସରଙ୍କୁ ଲେଖିଥିବା ଚିଠି ତାଙ୍କୁ ଟାଣି ଆଣିଛି ଚର୍ଚ୍ଚାର ପରିସରକୁ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ୧୦ ତାରିଖରେ ସେ ଶଶିକଳା ରହୁଥିବା ଜେଲକୁ ପରିଦର୍ଶନରେ ଯାଇଥିଲେ। ସେଠି ଶଶିକଳାଙ୍କ କୋଠରୀର ରୂପରେଖ ଦେଖି ସେ ଆଚମ୍ବିତ ହୋଇ ଯାଇଥିଲେ। ତାଙ୍କୁ କିଛି ଅଧିକ ରହଣୀ […]

d rupa

d rupa

Rakesh Mallick
  • Published: Friday, 14 July 2017
  • Updated: 14 July 2017, 05:58 PM IST

Sports

Latest News

୨୦୦୦ ମସିହା ବ୍ୟାଚର କର୍ଣ୍ଣାଟକ କ୍ୟାଡର ମହିଳା ଆଇପିଏସ୍‌ ଅଫିସର ଡି.ରୂପା। ଗତ ଦୁଇଦିନ ଧରି ଚର୍ଚ୍ଚାର ଶିରୋନାମାରେ ରହୁଛନ୍ତି ସେ। ଦୁଇଦିନ ପୂର୍ବେ ନିଜ ଉପର ଅଫିସରଙ୍କୁ ଲେଖିଥିବା ଚିଠି ତାଙ୍କୁ ଟାଣି ଆଣିଛି ଚର୍ଚ୍ଚାର ପରିସରକୁ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ୧୦ ତାରିଖରେ ସେ ଶଶିକଳା ରହୁଥିବା ଜେଲକୁ ପରିଦର୍ଶନରେ ଯାଇଥିଲେ। ସେଠି ଶଶିକଳାଙ୍କ କୋଠରୀର ରୂପରେଖ ଦେଖି ସେ ଆଚମ୍ବିତ ହୋଇ ଯାଇଥିଲେ। ତାଙ୍କୁ କିଛି ଅଧିକ ରହଣୀ ସୁବିଧା ଯୋଗାଇ ଦିଆଯାଇଛି। ଶଶିକଳାଙ୍କ କୋଠରୀକୁ ଲାଗି ଏକ ସ୍ୱତନ୍ତ୍ର ରୋଷେଇ ଘରର ବ୍ୟବସ୍ଥା ହୋଇଛି। ଯେଉଁଠି ଶଶିକଳାଙ୍କ ପାଇଁ ମନପସନ୍ଦର ଖାଦ୍ୟ ରୋଷେଇ କରି ଦିଆଯାଉଛି। ଶଶିକଳାଙ୍କ ପାଇଁ ସ୍ୱତନ୍ତ୍ର ରୋଷେଇ ଘର ନିର୍ମାଣ କରିବାକୁ ୨ କୋଟି ଟଙ୍କାର ଡିଲ୍‌ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଏହି ଲେଡି ଆଇପିଏସ୍ ଅଫିସର। କେବଳ ଏତିକି ନୁହେଁ, ଏହି ଡ଼ିଲ୍‌ରେ ଜେଲ୍‌ ବିଭାଗର ଡିଜିପି ମଧ୍ୟ ସାମିଲ ଅଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଜେଲ ପରିଦର୍ଶନ ସମୟରେ ସେ ୨୫ ଜଣ କଏଦୀଙ୍କର ଡ୍ରଗ୍ସ ପରୀକ୍ଷା କରାଇଥିଲେ। ଏହା ଭିତରୁ ୧୮ ଜଣ କଏଦୀ ଡ୍ରଗ୍ସ ସେବନ କରୁଥିବା ରିପୋର୍ଟ ଆସିଥିଲା। ଜେଲ ଭିତରେ ଚାଲିଥିବା ଏଭଳି କାର୍ଯ୍ୟକଳାପକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। ଏଥିପାଇଁ ଜେଲ ବିଭାଗର ଡିଜିପି, ରୂପାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। କିନ୍ତୁ ରୂପାଙ୍କ ଏଭଳି ସାହସିକତାକୁ ପୂରା ଦେଶ ପ୍ରଂଶସା କରୁଛି।

କିଏ ଏହି ରୂପା: କେବଳ ଶଶିକଳା ନୁହେଁ ଅନେକ ରାଜନେତାଙ୍କୁ ନାକରେ ପାଣି ପିଆଇଛନ୍ତି ଏହି ଲେଡି ଆଇପିଏସ୍‌ ଅଫିସର। ମଧ୍ୟପ୍ରଦେଶରେ ଏସ୍‌ପି ଥିବାବେଳେ ସାଂପ୍ରଦାୟିକ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରି ସେ ଚର୍ଚ୍ଚାକୁ ଆସିଥିଲେ। କେବଳ ଏତିକି ନୁହେଁ, କର୍ଣ୍ଣାଟକରେ DCP ଭାବେ କାମ କଲାବେଳେ, ଭିଭିଆଇପିଙ୍କ ସୁରକ୍ଷାରେ ଥିବା ପୋଲିସ ବାହିନୀକୁ ସେ ହଟାଇ ଦେଇଥିଲେ। ଏହି ଭିଭିଆଇପିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବି ଥିଲେ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ କାରକେଡରେ ସରକାରୀ ନିୟମ ଅନୁଯାୟୀ ଯେତିକି ପୋଲିସ ଗାଡି ରହିବା କଥା ତାଠାରୁ ଅଧିକ ଥିବା ପୋଲିସ ଗାଡିକୁ ହଟାଇଥିଲେ ରୂପା। ବ୍ୟକ୍ତିଗତ ଜୀବନରେ ରୂପା ଜଣେ ଭଲ ଭାରତନାଟ୍ୟମ ଡ୍ୟାନ୍ସର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story