ଲାଞ୍ଚରେ ନମ୍ବର ୱାନ ଭାରତ: ପ୍ରତି ୧୦ ଜଣରେ ୫ ଜଣ ଦିଅନ୍ତି ହାତଗୁଞ୍ଜା

ନୂଆଦିଲ୍ଲୀ: ସରକାରୀ କାର୍ଯ୍ୟ ସମ୍ପାଦନ ଲାଗି ଲାଞ୍ଚ କାରବାର । ଶୁଣିବାକୁ ଏହା ଅତି ସାଧାରଣ କଥା । ବିଶ୍ୱର ଅନେକ ଦେଶରେ ଏହି ଲାଞ୍ଚ କାରବାର ହେଉଥିଲେ ମଧ୍ୟ ଭାରତୀୟଙ୍କ ମଧ୍ୟରେ ଏହି ପ୍ରବୃତ୍ତି ସର୍ବାଧିକ। ଗତବର୍ଷ ଭାରତରେ ଅର୍ଦ୍ଧାଧିକ ଲୋକେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ସମ୍ପାଦନ ପାଇଁ ଲାଞ୍ଚ ଦେଇଛନ୍ତି । ଏକ ଅନଲାଇନ୍ ସର୍ବେକ୍ଷଣରେ ଏହି ଦାବି କରାଯାଉଛି। ପ୍ରାୟ ୧୦ ଜଣରେ ୫ ଜଣ ଲାଞ୍ଚ ଦେଇଥିବା ବେଳେ ୮ ଜଣ […]

bribe-story_647_120816044434_060617074619

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 06:03 PM IST

Sports

Latest News

ନୂଆଦିଲ୍ଲୀ: ସରକାରୀ କାର୍ଯ୍ୟ ସମ୍ପାଦନ ଲାଗି ଲାଞ୍ଚ କାରବାର । ଶୁଣିବାକୁ ଏହା ଅତି ସାଧାରଣ କଥା । ବିଶ୍ୱର ଅନେକ ଦେଶରେ ଏହି ଲାଞ୍ଚ କାରବାର ହେଉଥିଲେ ମଧ୍ୟ ଭାରତୀୟଙ୍କ ମଧ୍ୟରେ ଏହି ପ୍ରବୃତ୍ତି ସର୍ବାଧିକ। ଗତବର୍ଷ ଭାରତରେ ଅର୍ଦ୍ଧାଧିକ ଲୋକେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ସମ୍ପାଦନ ପାଇଁ ଲାଞ୍ଚ ଦେଇଛନ୍ତି । ଏକ ଅନଲାଇନ୍ ସର୍ବେକ୍ଷଣରେ ଏହି ଦାବି କରାଯାଉଛି। ପ୍ରାୟ ୧୦ ଜଣରେ ୫ ଜଣ ଲାଞ୍ଚ ଦେଇଥିବା ବେଳେ ୮ ଜଣ ପ୍ରାଥମିକ ସ୍ତରରେ ଉପକୃତ ହୋଇଛନ୍ତି । ସ୍ଥାନୀୟ ଥାନା, ମୁନିସିପାଲଟି ଓ ପଞ୍ଜୀକରଣ କର୍ଯ୍ୟାଳୟଗୁଡିକରେ ଏହି ଲାଞ୍ଚ କାରବାର ଅଧିକ ହୋଇଥିବା ଜଣାପଡିଛି ।

ଭାରତୀୟ ଭଷ୍ଟ୍ରାଚାର ସର୍ବେକ୍ଷଣ ଅୟୋଜନ କରୁଥିବା ‘ଲୋକାଲ ସର୍କଲ’ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ମାତ୍ର ୭ଟି ପ୍ରଶ୍ନ ଆଧାରରେ ୨୦୦ ସହରରେ କରାଯାଇଥିବା ସର୍ବେକ୍ଷଣରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଲାଞ୍ଚ ନେଇ କାମ କରିବା ପ୍ରସଙ୍ଗରେ ପ୍ରାୟ ୧ଲକ୍ଷ ଲୋକଙ୍କଠାରୁ  ଉତ୍ତର ସଂଗୃହୀତ ହୋଇଛି।

୨୫ ପ୍ରତିଶତ ଲୋକେ ଏଭଳି ଅନେକ ଥର ଲାଞ୍ଚ ଦେଇଥିବା ସ୍ୱୀକାର କରିଛନ୍ତି । ସେହିପରି ୨୦ ପ୍ରତିଶତ ଲୋକେ ଗତବର୍ଷ ଥରେ ବା ୨ ଥର ଏଭଳ ଲାଞ୍ଚ ଦେଇଥିବା କହିଛନ୍ତି । ୮୫ ପ୍ରତିଶତ ଲୋକଙ୍କ ଉତ୍ତର ମୁତାବକ ଏହି ଲାଞ୍ଚ ଅର୍ଥ ସେମାନେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ସରକାରୀ କଳକୁ ପ୍ରଦାନ କରିଛନ୍ତି।  ୯ ପ୍ରତିଶତ ଲୋକଙ୍କ ଉତ୍ତରରେ ସେମାନଙ୍କ ଲାଞ୍ଚ ଅର୍ଥ ରେଲୱେ, ପ୍ରୋଭିଡେନ୍ଟ ଫଣ୍ଡ, ଆୟକର ଓ ସର୍ଭିସ୍‌ ଟ୍ରାକ୍ସ ଭରଣା ସମ୍ପର୍କିତ ସେବା ପାଇଁ ଦିଆଯାଇଛି। ଏକ ତୃତୀୟାଂଶ ଉତ୍ତରଦାତାଙ୍କ ମତରେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ହେବା ଲାଗି ଲାଞ୍ଚ ହିଁ ଏକମାତ୍ର ବିକଳ୍ପ । ସହିପରି ଲାଞ୍ଚ ନ ଦେଲେ କାମ ଅଯଥା ଡେରି ହେବ ନଚେତ୍‌ ସମ୍ପୁର୍ଣ୍ଣ ଭାବେ ଏହା ହୋଇପାରବ ନାହିଁ ବୋଲି ୨୦ ପ୍ରତିଶତ ଉତ୍ତରଦାତାଙ୍କ ମତ ।

ପୂର୍ଣ୍ଣତଃ ଦେଖିବାକୁ ଗଲେ ଗତ ୧ ବର୍ଷ ମଧ୍ୟରେ ଦୁର୍ନୀତି ରାକିବାକୁ ତୃଣମୂଳସ୍ଥରରେ ସରକାରୀ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଆଦୌ ପ୍ରଚେଷ୍ଟା କରାଯାଇନାହିଁ । ସେହିପରି ୪୨ ପ୍ରତିଶତ ଭାଗିଦାର ଦୁର୍ନୀତି ରୋକିବାକୁ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏହାର କୌଣସି ମାନେନାହିଁ  ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story