କରୋନା ପାଇଁ ସ୍ଥଗିତ ହେଲା ବ୍ରିକ୍ସ ଓ ଏସସିଓ ସମ୍ମିଳନୀ

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିକ୍ସ ଓ ସଂଘାଇ କର୍ପୋରେସନ ଅର୍ଗାନେଇଜେସନ(ଏସ୍‌ସିଓ) ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଏନେଇ ଆଜି ରୁଷ ପକ୍ଷରୁ ଘୋଷଣା କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ କେବେ ହେବ ସେ ସମ୍ପର୍କରେ ତାରିଖ ଘୋଷଣା କରାଯିବ। ବର୍ତ୍ତମାନ ରୁଷ ଉଭୟ ବ୍ରକ୍ସ ଓ ଏସସିଓ ସମ୍ମିଳନୀ ଆୟୋଜନ କରିଥାଆନ୍ତା। ଜୁଲାଇ ୨୨ରୁ ୨୩ ଯାଏ  ଅନୁଷ୍ଠିତ ହେବାର ଥିଲା। ଏସସିଓରେ ଚାଇନା, ଭାରତ, କାଜଖସ୍ତାନ, କିର୍ଗିଜିସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଓ […]

sf

sf

Hemant Lenka
  • Published: Wednesday, 27 May 2020
  • Updated: 27 May 2020, 09:10 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିକ୍ସ ଓ ସଂଘାଇ କର୍ପୋରେସନ ଅର୍ଗାନେଇଜେସନ(ଏସ୍‌ସିଓ) ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଏନେଇ ଆଜି ରୁଷ ପକ୍ଷରୁ ଘୋଷଣା କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ କେବେ ହେବ ସେ ସମ୍ପର୍କରେ ତାରିଖ ଘୋଷଣା କରାଯିବ। ବର୍ତ୍ତମାନ ରୁଷ ଉଭୟ ବ୍ରକ୍ସ ଓ ଏସସିଓ ସମ୍ମିଳନୀ ଆୟୋଜନ କରିଥାଆନ୍ତା। ଜୁଲାଇ ୨୨ରୁ ୨୩ ଯାଏ  ଅନୁଷ୍ଠିତ ହେବାର ଥିଲା।

ଏସସିଓରେ ଚାଇନା, ଭାରତ, କାଜଖସ୍ତାନ, କିର୍ଗିଜିସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି। ସେହିପରି ବ୍ରିକ୍ସରେ ବ୍ରାଜିଲ, ରୁଷ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story