ବୁଧ ଗ୍ରହର ରହସ୍ୟ ଜଣାଇବ ବ୍ରିଟେନ୍‌ ଅନ୍ତରୀକ୍ଷ ଯାନ

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ନିର୍ମିତ ଏକ ଅନ୍ତରୀକ୍ଷ ଯାନ ଏହି ସପ୍ତାହରେ ବୁଧ ଗ୍ରହକୁ  ଯାତ୍ରା କରିବା ପାଇଁ ବାହାରିବ। ଏହା ବ୍ରିଟେନ୍‌ ପକ୍ଷରୁ ଏଭଳି ପ୍ରଥମ ଅଭିଯାନ ଯେଉଁଥିରୁ ଜଣାପଡ଼ିବ ଯେ, ସୂର୍ଯ୍ୟଙ୍କର ନିକଟତମ ଗ୍ରହ ବୁଧରେ ଜଳ ଅଛି ନା ନାହିଁ। ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସିର ବେପିକଲୋମ୍ୱୋ ଅଭିଯାନ ଅନ୍ତର୍ଗତ ଦୁଇଟି କୁତ୍ରିମ ଉପଗ୍ରହ ମହାକାଶକୁ ପଠାଇବାର ଯୋଜନା ମଧ୍ୟ ରହିଛି। ଯାହାଦ୍ୱାରା ବୁଧ ଗ୍ରହ ସହିତ ଜଡ଼ିତ ଥିବା ଅନେକ ସୂଚନା ମିଳିବା ସହଜ […]

mercury1

mercury1

Puspanjali Panda
  • Published: Tuesday, 16 October 2018
  • Updated: 16 October 2018, 03:05 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ନିର୍ମିତ ଏକ ଅନ୍ତରୀକ୍ଷ ଯାନ ଏହି ସପ୍ତାହରେ ବୁଧ ଗ୍ରହକୁ  ଯାତ୍ରା କରିବା ପାଇଁ ବାହାରିବ। ଏହା ବ୍ରିଟେନ୍‌ ପକ୍ଷରୁ ଏଭଳି ପ୍ରଥମ ଅଭିଯାନ ଯେଉଁଥିରୁ ଜଣାପଡ଼ିବ ଯେ, ସୂର୍ଯ୍ୟଙ୍କର ନିକଟତମ ଗ୍ରହ ବୁଧରେ ଜଳ ଅଛି ନା ନାହିଁ।
ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସିର ବେପିକଲୋମ୍ୱୋ ଅଭିଯାନ ଅନ୍ତର୍ଗତ ଦୁଇଟି କୁତ୍ରିମ ଉପଗ୍ରହ ମହାକାଶକୁ ପଠାଇବାର ଯୋଜନା ମଧ୍ୟ ରହିଛି। ଯାହାଦ୍ୱାରା ବୁଧ ଗ୍ରହ ସହିତ ଜଡ଼ିତ ଥିବା ଅନେକ ସୂଚନା ମିଳିବା ସହଜ ହେବ।

‘ଦ ଟେଲିଗ୍ରାଫ୍‌’ର ଖବର ଅନୁସାରେ, ବେପିକଲୋମ୍ୱୋ ଅଭିଯାନରେ ବୁଧ ଗ୍ରହରେ ପାଣି ଅଛି କି ନାହିଁ, ଏହାର ସନ୍ଧାନ ମିଳିବ।

ବୁଧ ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟରେ ରହିଥିଲେ ମଧ୍ୟ ନମନୀୟ ହୋଇ ରହିଛି ଏହାର ଅର୍ଥ ଗ୍ରହର କିଛି କ୍ଷେତ୍ର ଛାୟାରେ ରହିଛି। ଯାହା ଯୋଗୁ ଗ୍ରହର ତାପମାତ୍ରା ମାଇନସ୍‌ ୧୮୦ ଡିଗ୍ରୀ ତଳକୁ ରହିବାର ସମ୍ଭାବନା ରହିଛି ଏବଂ ଏହା ଯୋଗୁ ଗ୍ରହର ଉପରିଭାଗରେ ବରଫରେ ଜମା ହୋଇ ମଧ୍ୟ ରହି ଥାଇପାରେ।

ଅନୁସନ୍ଧାନରେ ଯାଉଥିବା ଯାନ ବୁଧ ଗ୍ରହର ଚୁମ୍ୱକୀୟ ଶକ୍ତି ବିଷୟରେ ମଧ୍ୟ ସୂଚନା ସଂଗ୍ରହ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story