ବ୍ରାଜିଲ: ହିଂସାରେ ପ୍ରତିଦିନ ମରୁଛନ୍ତି ୧୬୦ ଲୋକ

ସୋଓ ପାଉଲୋ: ବ୍ରାଜିଲରେ ଦିନକୁ ଦିନ ହିଂସା ଜନିତ ମୃତ୍ୟୁ ବଢିବାରେ ଲାଗିଛି। ଗତବର୍ଷ ବ୍ରାଜିଲରେ ପ୍ରାୟ ୫୮,୫୫୯ ଲୋକଙ୍କ ହିଂସାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରତିଦିନ ହିଂସାରେ ଏହି ଦେଶରେ ପ୍ରାୟ ୧୬୦ ଲୋକଙ୍କ ମୃତ୍ୟୁ ଘଟୁଛି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି। ଏହି ଘଟଣା ପାଇଁ ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ଦାୟୀ କରାଯାଇଛି। ବ୍ରାଜିଲର ଏକ ପବ୍ଲିକ୍ ସିକ୍ୟୁରିଟି ଫୋରମର ଏକ ବାର୍ଷିକ ଗବେଷଣାରୁ ଜଣାପଡିଛି, ୨୦୧୪ରେ ହିଂସାରେ ଘଟିଥିବା ମୃତ୍ୟୁ […]

Iraq Violence

Iraq Violence

Rakesh Mallick
  • Published: Friday, 09 October 2015
  • Updated: 04 May 2017, 03:44 PM IST

Sports

Latest News

ସୋଓ ପାଉଲୋ: ବ୍ରାଜିଲରେ ଦିନକୁ ଦିନ ହିଂସା ଜନିତ ମୃତ୍ୟୁ ବଢିବାରେ ଲାଗିଛି। ଗତବର୍ଷ ବ୍ରାଜିଲରେ ପ୍ରାୟ ୫୮,୫୫୯ ଲୋକଙ୍କ ହିଂସାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରତିଦିନ ହିଂସାରେ ଏହି ଦେଶରେ ପ୍ରାୟ ୧୬୦ ଲୋକଙ୍କ ମୃତ୍ୟୁ ଘଟୁଛି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି। ଏହି ଘଟଣା ପାଇଁ ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ଦାୟୀ କରାଯାଇଛି।
ବ୍ରାଜିଲର ଏକ ପବ୍ଲିକ୍ ସିକ୍ୟୁରିଟି ଫୋରମର ଏକ ବାର୍ଷିକ ଗବେଷଣାରୁ ଜଣାପଡିଛି, ୨୦୧୪ରେ ହିଂସାରେ ଘଟିଥିବା ମୃତ୍ୟୁ ମଧ୍ୟରୁ ଅଧିକାଂଶ ହତ୍ୟା। ଯାହା ୨୦୧୩ ଅପେକ୍ଷା ୪.୮ ପ୍ରତିଶତ ଅଧିକ।  ହତ୍ୟା, ଆକ୍ରମଣ ଓ ଲୁଟ୍ ଭଳି ଅପରାଧ ସମୟରେ ଏହି ମୃତ୍ୟୁ ଘଟିଥିବା ଜଣାପଡିଛି। ସେଥିମଧ୍ୟରୁ ପୋଲିସର କାର୍ଯ୍ୟାନୁଷ୍ଠାନ ବେଳେ ୩,୦୨୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯୮ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story