ନିଆରା ରାଖୀ ଉପହାର; ଭଉଣୀଙ୍କୁ ଭାଇ ଦେଲେ ‘ଟଏଲେଟ୍‌’

ଲକ୍ଷ୍ମୌ: ରାଖୀ ପୂର୍ଣ୍ଣମୀରେ ଭାଇ ତା ଭଉଣୀଙ୍କୁ କିଛି ନା କିଛି ଉପହାର ଦେଇଥାଏ। ଉପହାରରେ ଭାଇମାନେ ପୋଷାକ, ଗହଣା ଓ ଗାଡ଼ି ଦେଉଥିବା ଆପଣମାନେ ଶୁଣିଥିବେ କିମ୍ୱା ଦେଖିଥିବେ।  କିନ୍ତୁ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ରୁଦ୍ରଗଡ଼ନାଶି ଗାଁରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ  ଭଉଣୀଙ୍କୁ ରାଖୀ ଅବସରରେ ଏକ ନିଆରା ଉପହାର ପ୍ରଦାନ କରିଛନ୍ତି। ଘରେ ଟଏଲେଟ୍  ନ ଥିବା କାରଣରୁ ତାଙ୍କ ଭଉଣୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ତେଣୁ  ସେ ତାଙ୍କ […]

brother_gift

brother_gift

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 02:43 PM IST

Sports

Latest News

ଲକ୍ଷ୍ମୌ: ରାଖୀ ପୂର୍ଣ୍ଣମୀରେ ଭାଇ ତା ଭଉଣୀଙ୍କୁ କିଛି ନା କିଛି ଉପହାର ଦେଇଥାଏ। ଉପହାରରେ ଭାଇମାନେ ପୋଷାକ, ଗହଣା ଓ ଗାଡ଼ି ଦେଉଥିବା ଆପଣମାନେ ଶୁଣିଥିବେ କିମ୍ୱା ଦେଖିଥିବେ।  କିନ୍ତୁ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ରୁଦ୍ରଗଡ଼ନାଶି ଗାଁରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ  ଭଉଣୀଙ୍କୁ ରାଖୀ ଅବସରରେ ଏକ ନିଆରା ଉପହାର ପ୍ରଦାନ କରିଛନ୍ତି। ଘରେ ଟଏଲେଟ୍  ନ ଥିବା କାରଣରୁ ତାଙ୍କ ଭଉଣୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ତେଣୁ  ସେ ତାଙ୍କ ଭଉଣୀଙ୍କୁ ଏକ ଟଏଲେଟ୍‌ ଉପହାର ଦେଇଛନ୍ତି।

ଟଏଲେଟ୍ ଉପହାର ଦେଇଥିବା ଭାଇ କହିଛନ୍ତି,“ ଘରେ ଟଏଲେଟ୍‌ ନ ଥିବାରୁ ମୋ ଭଉଣୀକୁ ଅସୁବିଧା ଭୋଗିବାକୁ ପଡୁଥିଲା। ଫଳରେ ମୁଁ ତାର ଅସୁବିଧା ଦେଖି ପାରୁ ନଥିଲି।” ସେ ଏହି ଟଏଲେଟ୍‌ ନାଁ ରାଖୀ ଶୌଚାଳୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story