ଆସନ୍ତା ବର୍ଷରୁ ସାରା ଦେଶରେ ବ୍ୟବହାର ହେବ ବିଏସ୍‌ ୬ ଇନ୍ଧନ

ନୂଆଦିଲ୍ଲୀ( ଓଡ଼ିଶା ରିପୋର୍ଟର): ଭାରତରେ ୬ କୋଟି ମେଟ୍ରିକ ଟନ ବାୟୋମାସ ମହଜୁଦ ରହିଛି। ଏହି ବୋୟୋମାସରୁ ଜୈବିକ ଇନ୍ଧନ ପ୍ରସ୍ତୁତ କରିବାର ଯୋଜନା ରହିଛି। ଏଥିପାଇଁ ସାରା ଦେଶରେ ୫ ହଜାରରୁ ପ୍ଲାଣ୍ଟ ସ୍ଥାପନ କରାଯିବାର ଯୋଜନା ରହିଛି। ସୁଲଭ ମୂଲ୍ୟରେ ଲୋକଙ୍କୁ ଏହି ଇନ୍ଧନ ଯୋଗାଇ ଦିଆଯିବ। ଦେଶରେ ଉର୍ଜା ଭିତ୍ତିଭୂମି କ୍ଷେତ୍ରରେ ୧୦୦ ବିଲିଅନ ଡଲାର ପୁଞ୍ଜିନିବେଶ ହେବାର ଯୋଜନା ରହିଛି। ବିଶ୍ୱର ଅଧିକାଂଶ ବିକଶିତ ଦେଶରେ ବିଏସ ୬ ଇନ୍ଧନ ବ୍ୟବହାର […]

dharmendra

dharmendra

Niharika Rout
  • Published: Saturday, 21 December 2019
  • Updated: 21 December 2019, 02:47 PM IST

Sports

Latest News

ନୂଆଦିଲ୍ଲୀ( ଓଡ଼ିଶା ରିପୋର୍ଟର): ଭାରତରେ ୬ କୋଟି ମେଟ୍ରିକ ଟନ ବାୟୋମାସ ମହଜୁଦ ରହିଛି। ଏହି ବୋୟୋମାସରୁ ଜୈବିକ ଇନ୍ଧନ ପ୍ରସ୍ତୁତ କରିବାର ଯୋଜନା ରହିଛି। ଏଥିପାଇଁ ସାରା ଦେଶରେ ୫ ହଜାରରୁ ପ୍ଲାଣ୍ଟ ସ୍ଥାପନ କରାଯିବାର ଯୋଜନା ରହିଛି। ସୁଲଭ ମୂଲ୍ୟରେ ଲୋକଙ୍କୁ ଏହି ଇନ୍ଧନ ଯୋଗାଇ ଦିଆଯିବ। ଦେଶରେ ଉର୍ଜା ଭିତ୍ତିଭୂମି କ୍ଷେତ୍ରରେ ୧୦୦ ବିଲିଅନ ଡଲାର ପୁଞ୍ଜିନିବେଶ ହେବାର ଯୋଜନା ରହିଛି।

ବିଶ୍ୱର ଅଧିକାଂଶ ବିକଶିତ ଦେଶରେ ବିଏସ ୬ ଇନ୍ଧନ ବ୍ୟବହାର ଆରମ୍ଭ ହୋଇନାହିଁ।  କିନ୍ତୁ ୨୦୨୦ ମସିହା ଏପ୍ରିଲ ୧ ତାରିଖରେ ସମଗ୍ର ଭାରତରେ ବିଏସ ୬ ଟେକନୋଲୋଜିର ଇନ୍ଧନ ବ୍ୟବହାର ଆରମ୍ଭ ହେବ। ଏହା ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଦିଗରେ ଭାରତର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ।  ଫେଡେରେସନ ଅଫ ଇଣ୍ଡିଆନ ଚାମର୍ସ ଅଫ କମର୍ସ ଆଣ୍ଡ ଇଷ୍ଟ୍ରିଜ (ଫିକି)ର ୯୨ତମ ବାର୍ଷୀକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ସେ କହିଛନ୍ତି, ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର ପ୍ରାୟ ୧୩ କୋଟି ଘରେ ସ୍ୱଚ୍ଛ ରୋଷେଇ ଇନ୍ଧନ ବ୍ୟବହାର ହେଉଥିଲା। ଲକ୍ଷାଧିକ ସଂଖ୍ୟାରେ ମହିଳା ଅସ୍ୱାସ୍ଥ୍ୟକର ରୋଷେଇ ଇନ୍ଧନ ବ୍ୟବହାର କରି ରୋଗରେ ପଡୁଥିଲେ। ମୋଦି ସରକାର କ୍ଷମତାକୁ ଆସିବା ପରେ ୯୯ ପ୍ରତିଶତ ଘରେ ସ୍ୱଚ୍ଛ ରୋଷେଇ ଇନ୍ଧନ ପହଞ୍ଚାଇବାରେ ସଫଳ ହୋଇଛନ୍ତି।

ଦେଶରେ ୨ କୋଟି ଘରେ ବିଜୁଳି ସଂଯୋଗ ନଥିଲା। ସେ ସବୁ ଘରେ ବିଜୁଳି ସଂଯୋଗ କରିବାରେ ଭାରତ ସରକାର ସଫଳ ହୋଇଛନ୍ତି। ମନ୍ତ୍ରୀ ପ୍ରଧାନ କହିଛନ୍ତି, ଭାରତ ଆଗାମୀ କିଛି ବର୍ଷରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଏହା ସହ ଭାରତର ଉର୍ଜା ଚାହିଦା ମଧ୍ୟ ବୃଦ୍ଧି ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story