୧୧ ଲକ୍ଷ ଟଙ୍କା ଉପହାର ନେବାକୁ ମନାକରି ଚର୍ଚ୍ଚାରେ ଜିତେନ୍ଦ୍ର

ଜୟପୁର: ହାତ ପାଆନ୍ତାରେ ମୋଟା ଅଙ୍କର ଟଙ୍କା ଉପହାର ମିଳିଲେ କିଏ ବା ଛାଡ଼ିବ! ହେଲେ ଏମିତି ଏକ ମୋଟା ଅଙ୍କର ଉପହାରକୁ ନେବାକୁ ମନା କରି ଦେଇଛନ୍ତି ଜଣେ ବିଏସଏଫ କନଷ୍ଟେବଳ ଜିତେନ୍ଦ୍ର ସିଂହ। ତେବେ ଘଟଣାଟି ଏମିତି। ରାଜସ୍ଥାନର ଜୟପୁର ନିକଟରେ ଥିବା ଅମ୍ୱାବରିରେ ଗୋବିନ୍ଦ ସିଂହ ଶେଖାଓ୍ୱତଙ୍କ ଝିଅ ଚଞ୍ଚଳ ଶେଖାଓ୍ୱତଙ୍କୁ ବିବାହ କରିବାକୁ ଗତ ଶନିବାର ଯାଇଥିଲେ ଜିତେନ୍ଦ୍ର। ବେଦିରେ ତାଙ୍କ ଶ୍ୱଶୁର ଉପହାର ସ୍ୱରୂପ ୧୧ ଲକ୍ଷ ଟଙ୍କା ନଗଦ […]

bsf_constable_refuses_rs_11_lakh_dowry_at_wedding

Subhransu Sekhar
  • Published: Wednesday, 13 November 2019
  • Updated: 13 November 2019, 05:18 PM IST

Sports

Latest News

ଜୟପୁର: ହାତ ପାଆନ୍ତାରେ ମୋଟା ଅଙ୍କର ଟଙ୍କା ଉପହାର ମିଳିଲେ କିଏ ବା ଛାଡ଼ିବ! ହେଲେ ଏମିତି ଏକ ମୋଟା ଅଙ୍କର ଉପହାରକୁ ନେବାକୁ ମନା କରି ଦେଇଛନ୍ତି ଜଣେ ବିଏସଏଫ କନଷ୍ଟେବଳ ଜିତେନ୍ଦ୍ର ସିଂହ। ତେବେ ଘଟଣାଟି ଏମିତି। ରାଜସ୍ଥାନର ଜୟପୁର ନିକଟରେ ଥିବା ଅମ୍ୱାବରିରେ ଗୋବିନ୍ଦ ସିଂହ ଶେଖାଓ୍ୱତଙ୍କ ଝିଅ ଚଞ୍ଚଳ ଶେଖାଓ୍ୱତଙ୍କୁ ବିବାହ କରିବାକୁ ଗତ ଶନିବାର ଯାଇଥିଲେ ଜିତେନ୍ଦ୍ର। ବେଦିରେ ତାଙ୍କ ଶ୍ୱଶୁର ଉପହାର ସ୍ୱରୂପ ୧୧ ଲକ୍ଷ ଟଙ୍କା ନଗଦ ଦେଇଥିଲେ। ହେଲେ ବେଦି ଉପରେ ୧୧ ଲକ୍ଷ ଟଙ୍କା ଉପହାର ନେବାକୁ ହାତ ଯୋଡ଼ି ମନା କରିଦେଇଥିଲେ ଜିତେନ୍ଦ୍ର। କେବଳ ୧୧ ଟଙ୍କା ଓ ଗୋଟିଏ ନଡିଆ ନେଇଥିଲେ।

ଗୋବିନ୍ଦ ସିଂହ ଶେଖାଓ୍ୱତ (କନିଆ ପିତା) ପ୍ରତିକ୍ରିୟାରେ କହିଛନ୍ତି, 'ଜିତେନ୍ଦ୍ର ପ୍ରଥମେ ଟଙ୍କା ନେବା ପାଇଁ ମନା କରିଦେବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲି। ଏମିତିକି ବର ଘର ଲୋକେ ବିବାହ ପ୍ରସ୍ତୁତିରେ ଅସନ୍ତୁଷ୍ଟ ଥିବା ନେଇ ଆଶଙ୍କା କରିଥିଲି। ହେଲେ ପରେ ବୁଝିଲି ଯେ ବର ଘର ପରିବାର ଲୋକେ ଯୌତୁକ ବିରୋଧୀ। ମୋ ଝିଅ ଏବେ ବି ପାଠ ପଢ଼ୁଛି। ଆଗକୁ ମଧ୍ୟ ତା’ର ପାଠ ପଢ଼ାରେ ଆର୍ଥିକ ସହଯୋଗ କରିବି।'

ସେହିପରି ଛତିଶଗଡ ବିଏସଏଫରେ କନେଷ୍ଟବଳ ଭାବେ ନିୟୋଜିତ ଥିବା ଜିତେନ୍ଦ୍ର ସିଂହ କହିଛନ୍ତି, 'ଯେତେବେଳେ ବିବାହ ନେଇ ସ୍ଥିର ହୋଇଥିଲା ସେତେବେଳେ ମୁଁ କୌଣସି ଯୌତୁକ ନେବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି। କାରଣ ମୁଁ ଯାହାକୁ ବିବାହ କରିବାକୁ ଯାଉଛି, ସେ ଉଚ୍ଚ ଶିକ୍ଷିତ। ଆଇନରେ ଏଲଏଲବି ପରେ ଏଲଏଏଲଏମ୍ କରିଛନ୍ତି। ରାଜସ୍ଥାନ ଜୁଡିସିଆଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ଯଦି ସେ ପରୀକ୍ଷାରେ ପାସ୍ କରନ୍ତି ତା’ହେଲେ ଆମ ପରିବାର ପାଇଁ ସେ ବହୁତ ଭଲ ହେବ।'

ଜିତେନ୍ଦ୍ରଙ୍କ ଏଭଳି ନିଷ୍ପତ୍ତିକୁ ସୋଶାଲ ମିଡିଆରେ ଖୁବ ପ୍ରଂଶସା କରାଯାଉଛି। ମହମ୍ମଦ ଶୈଫ୍ ଏ ନେଇ ଜଣେ ସୋଶାଲ ମିଡିଆ ବ୍ୟବହାରକାରୀ କହିଛନ୍ତି, 'ଭାଇଜାନ ଜିତେନ୍ଦ୍ର ମୁଁ ଆପଣଙ୍କୁ ସଲାମ୍ (ସମ୍ମାନ) ଜଣାଉଛି। ଭଗବାନ ଆପଣଙ୍କ ପରିବାରକୁ ଏଭଳି ପଦକ୍ଷେପ ପାଇଁ ଆଶୀର୍ବାଦ କରନ୍ତୁ'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story