ପାକ୍‌ ଗୁଳିରେ ଅଫିସର ସହିଦ, ନାବାଳିକା ମୃତ

ଜମ୍ମୁ: ପାକିସ୍ତାନ ଆଜି ପୁଣିଥରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକ୍‌ ସେନାର ଘନଘନ ମୋର୍ଟାର ଓ ଗୁଳିମାଡ଼ରେ ବିଏସ୍‌ଏଫ୍‌ର ଜଣେ ଇନ୍‌ସପେକ୍ଟର ସହିଦ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାର ମୃତ୍ୟୁ ଘଟିଛି। ସେହିପରି ୫ ବିଏସ୍‌ଏଫ୍‌ ଯବାନଙ୍କ ସହ ୧୪ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାହାପୁର ସେକ୍ଟରର ୫ କିମି ପରିଧି ମଧ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ […]

sd

sd

Hemant Lenka
  • Published: Monday, 01 April 2019
  • Updated: 01 April 2019, 09:18 PM IST

Sports

Latest News

ଜମ୍ମୁ: ପାକିସ୍ତାନ ଆଜି ପୁଣିଥରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକ୍‌ ସେନାର ଘନଘନ ମୋର୍ଟାର ଓ ଗୁଳିମାଡ଼ରେ ବିଏସ୍‌ଏଫ୍‌ର ଜଣେ ଇନ୍‌ସପେକ୍ଟର ସହିଦ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାର ମୃତ୍ୟୁ ଘଟିଛି। ସେହିପରି ୫ ବିଏସ୍‌ଏଫ୍‌ ଯବାନଙ୍କ ସହ ୧୪ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାହାପୁର ସେକ୍ଟରର ୫ କିମି ପରିଧି ମଧ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଯାଇଛି।

ଆଜି ସକାଳ ପ୍ରାୟ ୭.୪୫ରୁ ପାକିସ୍ତାନ ସେନା ସ୍ୱୟଂଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ପୁଞ୍ଚ ଜିଲ୍ଲାର ଶାହାପୁର ଓ କେରିନ୍‌ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ପାକ୍‌ ସେନା ଟାର୍ଗେଟରେ ସେନା ଆଉଟ୍‌ ପୋଷ୍ଟ ଓ ସୀମାନ୍ତ ଗାଁ ଗୁଡ଼ିକ ରହିଥିଲା।

ପାକ୍‌ ସେନାର ଏଭଳି ଗୁଳିମାଡ଼ର ଜବାବ ମଧ୍ୟ ଭାରତ ପକ୍ଷରୁ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳିମାଡ଼ରେ ପ୍ରଥମେ ଜଣେ ୫ରୁ ୬ ବର୍ଷ ବୟସର ନାବାଳିକା ପ୍ରାଣ ହରାଇଥିଲେ। ଏହାପରେ ବିଏସ୍‌ଏଫ୍‌ର ଇନ୍‌ସପେକ୍ଟରଙ୍କ ଦେହର ମଧ୍ୟ ଗୁଳିମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟ ଆହତମାନେ ଏବେ ହସ୍ପିଟାଲ୍‌ରେ ରହିଛନ୍ତି। ପାକିସ୍ତାନ ମାଡ଼ କରିଥିବା ମୋର୍ଟାର ଶାହାପୁର, ମେନ୍ଧେର, କେରିନ, ଦାବାରଜ, ମାନକୋଟ ପଡ଼ିଥିଲା। ଏଥିପାଇଁ ଗାଁ ଲୋକଙ୍କୁ ଘରୁ ନ ବାହରିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story