ଧରାପଡ଼ିଲା ଆତଙ୍କବାଦୀଙ୍କ ଗୁପ୍ତ ଗଳି : ସୀମାରେ ୧୪ ଫୁଟ୍‌ ଲମ୍ବର ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ: ବିଏସ୍‌ଏଫ୍‌ ପକ୍ଷରୁ ଶନିବାର ୧୪ ଫୁଟ୍‌ ଲମ୍ବର ଏକ  ସୁଡ଼ଙ୍ଗ ଠାବ କରାଯାଇଛି। ଜମ୍ମୁର ଆରିନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେଖାରେ ଏହି ସୁଡ଼ଙ୍ଗର ସନ୍ଧାନ ମିଳିଛି। ପାକିସ୍ତାନ ପକ୍ଷରୁ ଏହା ଖୋଳାଯାଇଥିବା ସୂଚନା ମିଳିଛି।  ବିକ୍ରମ ଓ ପଟେଲ ଚୌକି ଅଞ୍ଚଳରେ ସୀମା ସୁରକ୍ଷା ପକ୍ଷରୁ  ସ୍ୱଚ୍ଛତା ଅଭିଯାନ ଜାରି ରହିଥିବା ବେଳେ ଏହି ସୁଡ଼ଙ୍ଗ ଯବାନଙ୍କ ନଜରକୁ ଆସିଥିଲା। ସେହିପରି ସେନା ପକ୍ଷରୁ ଯୁଦ୍ଧାସ୍ତ୍ର ଭଣ୍ଡାରର ଠାବ କରାଯାଇଛି। ଏହି ଗୁପ୍ତରାସ୍ତା ଦେଇ ପାକ୍‌ […]

d111

d111

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 05:55 PM IST

Sports

Latest News

ନୂଆଦିଲ୍ଲୀ: ବିଏସ୍‌ଏଫ୍‌ ପକ୍ଷରୁ ଶନିବାର ୧୪ ଫୁଟ୍‌ ଲମ୍ବର ଏକ  ସୁଡ଼ଙ୍ଗ ଠାବ କରାଯାଇଛି। ଜମ୍ମୁର ଆରିନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେଖାରେ ଏହି ସୁଡ଼ଙ୍ଗର ସନ୍ଧାନ ମିଳିଛି। ପାକିସ୍ତାନ ପକ୍ଷରୁ ଏହା ଖୋଳାଯାଇଥିବା ସୂଚନା ମିଳିଛି।  ବିକ୍ରମ ଓ ପଟେଲ ଚୌକି ଅଞ୍ଚଳରେ ସୀମା ସୁରକ୍ଷା ପକ୍ଷରୁ  ସ୍ୱଚ୍ଛତା ଅଭିଯାନ ଜାରି ରହିଥିବା ବେଳେ ଏହି ସୁଡ଼ଙ୍ଗ ଯବାନଙ୍କ ନଜରକୁ ଆସିଥିଲା। ସେହିପରି ସେନା ପକ୍ଷରୁ ଯୁଦ୍ଧାସ୍ତ୍ର ଭଣ୍ଡାରର ଠାବ କରାଯାଇଛି। ଏହି ଗୁପ୍ତରାସ୍ତା ଦେଇ ପାକ୍‌ ଆତଙ୍କବାଦୀମାନେ ଭାରତକୁ ଯିବାଆସିବା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story