ଧରାପଡ଼ିଲା ଆତଙ୍କବାଦୀଙ୍କ ଗୁପ୍ତ ଗଳି : ସୀମାରେ ୧୪ ଫୁଟ୍‌ ଲମ୍ବର ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ: ବିଏସ୍‌ଏଫ୍‌ ପକ୍ଷରୁ ଶନିବାର ୧୪ ଫୁଟ୍‌ ଲମ୍ବର ଏକ  ସୁଡ଼ଙ୍ଗ ଠାବ କରାଯାଇଛି। ଜମ୍ମୁର ଆରିନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେଖାରେ ଏହି ସୁଡ଼ଙ୍ଗର ସନ୍ଧାନ ମିଳିଛି। ପାକିସ୍ତାନ ପକ୍ଷରୁ ଏହା ଖୋଳାଯାଇଥିବା ସୂଚନା ମିଳିଛି।  ବିକ୍ରମ ଓ ପଟେଲ ଚୌକି ଅଞ୍ଚଳରେ ସୀମା ସୁରକ୍ଷା ପକ୍ଷରୁ  ସ୍ୱଚ୍ଛତା ଅଭିଯାନ ଜାରି ରହିଥିବା ବେଳେ ଏହି ସୁଡ଼ଙ୍ଗ ଯବାନଙ୍କ ନଜରକୁ ଆସିଥିଲା। ସେହିପରି ସେନା ପକ୍ଷରୁ ଯୁଦ୍ଧାସ୍ତ୍ର ଭଣ୍ଡାରର ଠାବ କରାଯାଇଛି। ଏହି ଗୁପ୍ତରାସ୍ତା ଦେଇ ପାକ୍‌ ଆତଙ୍କବାଦୀମାନେ ଭାରତକୁ ଯିବାଆସିବା କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଗୁରୁତର

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ନୂଆ ମ୍ୟାପ ଜାରି କଲା ପାକିସ୍ତାନ, କଶ୍ମୀର ସହ ଗୁଜରାଟ ଓ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ଅନ୍ତର୍ଜାତୀୟ ମାର୍କେଟରେ ରାଫେଲର ଚାହିଦା କାହିଁକି କମ?

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

ସିବିଆଇ ତଦନ୍ତ ସୁପାରିସ ପରେ କଥା ବଦଳାଇଲେ ରିୟା

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ

୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

କରୋନା ଟିକାର ପରୀକ୍ଷା ଶେଷ, ଅକ୍ଟୋବରରୁ ଉତ୍ପାଦନ!