ବ୍ୟାନ୍‌ ହଟିଲା, ବର୍ଷିଲେ ବିଏସପି ସୁପ୍ରିମୋ

ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ ନିର୍ବାଚନ କମିଶନ ଲଗାଇଥିବା ପ୍ରତିବନ୍ଧକର ଅବଧି ଆଜି ଶେଷ ହୋଇଛି। ଏହାପରେ ଟ୍ବିଟ୍ କରି ନିର୍ବାଚନ କମିଶନଙ୍କ ଆଭିମୁଖ୍ଯକୁ ସମାଲୋଚନା କରିଛନ୍ତି ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ। କାର୍ଯ୍ଯାନୁଷ୍ଠାନ ନେବାରେ ନିର୍ବାଚନ କମିଶନ ପକ୍ଷପାତିତା କରୁଥିବା ମାୟାବତୀ କହିଛନ୍ତି। ତେଣୁ ନିର୍ବାଚନ ନିରପେକ୍ଷ ହେବ ଅସମ୍ଭବ ବୋଲି ସେ କହିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କ ଉପରେ ୭୨ ଘଣ୍ଟା ପାଇଁ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ […]

modi-and-mayabati

modi-and-mayabati

Subhransu Sekhar
  • Published: Thursday, 18 April 2019
  • Updated: 18 April 2019, 03:27 PM IST

Sports

Latest News

ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ ନିର୍ବାଚନ କମିଶନ ଲଗାଇଥିବା ପ୍ରତିବନ୍ଧକର ଅବଧି ଆଜି ଶେଷ ହୋଇଛି। ଏହାପରେ ଟ୍ବିଟ୍ କରି ନିର୍ବାଚନ କମିଶନଙ୍କ ଆଭିମୁଖ୍ଯକୁ ସମାଲୋଚନା କରିଛନ୍ତି ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ। କାର୍ଯ୍ଯାନୁଷ୍ଠାନ ନେବାରେ ନିର୍ବାଚନ କମିଶନ ପକ୍ଷପାତିତା କରୁଥିବା ମାୟାବତୀ କହିଛନ୍ତି। ତେଣୁ ନିର୍ବାଚନ ନିରପେକ୍ଷ ହେବ ଅସମ୍ଭବ ବୋଲି ସେ କହିଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କ ଉପରେ ୭୨ ଘଣ୍ଟା ପାଇଁ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିଶନ। ହେଲେ ସେ ଅଯୋଧ୍ଯା ରାମ ମନ୍ଦିର ଯାଉଛନ୍ତି, ଦଳିତଙ୍କ ଘରେ ଖାଉଛନ୍ତି, ଯାହାକୁ ଗଣମାଧ୍ଯମରେ ପ୍ରସାରଣ କରାଯାଉଛି। ଏହାଦ୍ବାରା ଯୋଗୀ ନିରବ ରହି ମଧ୍ଯ ନିର୍ବାଚନର ଫାଇଦା ନେଉଛନ୍ତି ବୋଲି ମାୟାବତୀ ଯୁକ୍ତି ବାଢିଛନ୍ତି।

ନିର୍ବାଚନ କମିଶନ ଏସବୁ ଦେଖି କିଛି କାର୍ଯ୍ଯାନୁଷ୍ଠାନ ନ ନେବା ପକ୍ଷପାତିତାକୁ ଦର୍ଶାଉଛି।ତେଣୁ ନିର୍ବାଚନ ନିରପେକ୍ଷ ହେବା ଅସମ୍ଭବ ବୋଲି ବିଏସପି ସୁପ୍ରିମୋ କହିଛନ୍ତି।

ବିଜେପି ଚଳିତ ନିର୍ବାଚନରେ ପରାଜିତ ହେବ ବୋଲି ପ୍ରଧାନମନ୍ତ୍ରୀ ଜାଣି ସାରିଲେଣି। ଏଥିପାଇଁ ୨୦୧୪ରେ କଂଗ୍ରେସ ଯେଉଁଭଳି ଭାବରେ ବିଚଳିତ ହୋଇପଡ଼ିଥିଲା ଠିକ୍ ସମାନ ଭାବେ ଚଳିତଥର ବିଜେପି ବିଚଳିତ ହୋଇପଡ଼ିଥିବା ବିଏସପି ସୁପ୍ରିମୋ କହିଛନ୍ତି।

ସୂଚନାଯୋଗ୍ଯ ଧର୍ମ ଓ ଜାତି ଆଧାରରେ ଭୋଟ ପାଇଁ ଅପିଲ କରିଥିଲେ ମାୟାବତୀ ଓ ଯୋଗୀ ଆଦିତ୍ଯନାଥ। ଏହାପରେ ନିର୍ବାଚନ କମିଶନ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ମାୟାବତୀଙ୍କ ଉପରେ ୪୮ ଘଣ୍ଟା ଓ ଯୋଗୀଙ୍କ ଉପରେ ୭୨ ଘଣ୍ଟା ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଆଜି ମାୟାବତୀଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଶେଷ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୬ଟାରେ ଯୋଗୀ ଆଦିତ୍ଯନାଥଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story