ନିର୍ମଳାଙ୍କ ବଜେଟ ଟିମ୍‌ରେ ଓଡ଼ିଶା କ୍ୟାଡର୍‌

ନୂଆଦିଲ୍ଲୀ: ଫେବୃଆରୀ ୧ରେ ମୋଦି ସରକାର ୨.୦ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। କରୋନା ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ନିର୍ମଳାଙ୍କ ବଜେଟ ଟିମ୍‌ରେ ୨ ନୂଆ ମୁହଁଙ୍କୁ ସହ ମୋଟ ୬ ଜଣ ସଦସ୍ୟ ରହିଛନ୍ତି। ସେମାନେ ମିଳିତ ଭାବେ ବଜେଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଆସନ୍ତୁ ନିର୍ମଳାଙ୍କ ବଜେଟ ଟିମ୍‌ରେ ଥିବା ସେହି ୬ […]

h

h

Hemant Lenka
  • Published: Thursday, 28 January 2021
  • Updated: 28 January 2021, 11:48 PM IST

Sports

Latest News

ନୂଆଦିଲ୍ଲୀ: ଫେବୃଆରୀ ୧ରେ ମୋଦି ସରକାର ୨.୦ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। କରୋନା ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ତେବେ ନିର୍ମଳାଙ୍କ ବଜେଟ ଟିମ୍‌ରେ ୨ ନୂଆ ମୁହଁଙ୍କୁ ସହ ମୋଟ ୬ ଜଣ ସଦସ୍ୟ ରହିଛନ୍ତି। ସେମାନେ ମିଳିତ ଭାବେ ବଜେଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଆସନ୍ତୁ ନିର୍ମଳାଙ୍କ ବଜେଟ ଟିମ୍‌ରେ ଥିବା ସେହି ୬ ଜଣଙ୍କ ବିଷୟରେ କିଛି କଥା। ଏହି ୬ ଜଣଙ୍କ ମଧ୍ୟରେ ଓଡ଼ିଶା କ୍ୟାଡର ତୁହିନକାନ୍ତ ପାଣ୍ଡେ ମଧ୍ୟ ରହିଛନ୍ତି।

Union budget 2021, budget 2021 team, budget team of nirmala sitharaman, union budget 2021 team, union budget team, K Subramanian, tarun bajaj, tv Somanathan, ajay bhushan pandey

୧- କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ: ଡିସେମ୍ବର ୨୦୧୮ରେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କୁ ଦେଶର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ। ସେ ଚିକାଗୋ ବୁଥ୍ ସ୍କୁଲ୍ ଅଫ୍ ବିଜନେସ୍ ବିଶ୍ୱବିଦ୍ୟାଳୟରୁ ପିଏଚଡିରେ ଡିଗ୍ରୀ ହାସଲ କରିଛନ୍ତି। ସେ ଦେଶର ସିଏ ହେବା ପୂର୍ବରୁ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସରେ ଶିକ୍ଷାଦାନ କରୁଥିଲେ। ତେବେ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇବା ପରେ ସେ ଶିକ୍ଷକତାକୁ ବାଏବାଏ କହିଥିଲେ। ବ୍ୟାଙ୍କିଙ୍ଗ, କର୍ପୋରେଟ୍ ପ୍ରଶାସନ ଓ ଆର୍ଥିକ ନୀତିରେ ତାଙ୍କର ଅଗାଢ଼ ପାଣ୍ଡିତ୍ୟ ରହିଛି।

ସେବିର ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ସୁବ୍ରମଣ୍ୟମ ବିକଳ୍ପ ନିବେଶ ନୀତି, ପ୍ରାଥମିକ ବଜାର, ମାଧ୍ୟମିକ ବଜାର ଓ ଅନୁସନ୍ଧାନ ଉପରେ କାର୍ଯ୍ୟ କରିଛନ୍ତି। କର୍ପୋରେଟ୍ ପଲିସି କାର୍ଯ୍ୟର ଅଂଶ ବିଶେଷ ଭାବରେ ସେ ବନ୍ଧନ ବ୍ୟାଙ୍କ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କ ମ୍ୟାନେଜମେଣ୍ଟ ଓ ଆରବିଆଇ ଏକାଡେମୀର ବୋର୍ଡରେ ବି କାମ କରିଛନ୍ତି।

୨-ତୁହିନ୍ କାନ୍ତ ପାଣ୍ଡେ: ତୁହିକାନ୍ତ ହେଉଛନ୍ତି ନିବେଶ ଓ ସାର୍ବଜନୀନ ସମ୍ପତ୍ତି ବିଭାଗର ସଚିବ। ସେ ୨୦୧୯ ଅକ୍ଟୋବରରେ ଡିଆଇପିଏଏମସ ବିଭାଗର ସଚିବ ପଦର ଦାୟିତ୍ୱ ନେଇଥିଲେ। ୧୯୮୭ ବ୍ୟାଚର ଏହି ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ପୁଞ୍ଜିପ୍ରତ୍ୟାହାର ଉପରେ ନିଷ୍ପତ୍ତି ନେବେ। କେନ୍ଦ୍ର ସରକାର ପୁଞ୍ଜିପ୍ରତ୍ୟାହାର ଜରିଆରେ ପାଣ୍ଠି ଯୋଗାଡ଼ କରିବା ଉପରେ ଚଳିତ ବର୍ଷ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ବଜେଟ୍‌ରେ ତୁହିକାନ୍ତଙ୍କ କାନ୍ଧରେ ସବୁ ଗୁରୁଦାୟିତ୍ୱ ରହିଛି।

୩- ଅଜୟ ଭୂଷଣ ପାଣ୍ତେ: ରାଜସ୍ୱ ସଚିବ ଭାବେ କାର୍ଯ୍ୟ କରୁଥିବା ଅଜୟ ଭୂଷଣ ପାଣ୍ଡେ ମହାରାଷ୍ଟ୍ର କ୍ୟାଡରର ୧୯୮୪ ବ୍ୟାଚରେ ଆଇଏଏସ୍ ଅଧିକାରୀ। ସେ UIDAIର ସିଇଓ ଭାବେ କାର୍ଯ୍ୟ କରି ସାରିଛନ୍ତି। ପାଣ୍ଡେ ଆଇଆଇଟି-କାନପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଓ ମିନେସୋଟା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ପିଏଚଡି ମଧ୍ୟ ହାସଲ କରିଛନ୍ତି।

୪- ଟିବି ସୋମନାଥନ- ଟିବି ସୋମନାଥନ ବ୍ୟୟ ବିଭାଗର ସଚିବ ରହିଛନ୍ତି। ସେ ବିଶ୍ୱ ବ୍ୟାଙ୍କ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସୋମନାଥନ୍ ତାମିଲନାଡୁ କ୍ୟାଡରର ୧୯୮୭ ବ୍ୟାଚ୍ ଆଇଏଏସ ଅଧିକାରୀ। ସେ କୋଲକାତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ହାସଲ କରିଛନ୍ତି।

୫- ତୁରୁଣ ବଜାଜ- ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ତୁରୁଣ ବଜାଜ। ସେ ୧୯୮୮ ମସହା ହରିଆଣା ବ୍ୟାଚ୍ ଆଇଏଏସ। ଅର୍ଥ ମନ୍ତ୍ରଣାଳୟରେ ଯୋଗଦେବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ। ସରକାର ଘୋଷଣା କରୁଥିବା ରିଲିଫ୍ ପ୍ୟାକେଜ୍ ପଛରେ ତୁରୁଣ ବଜାଜଙ୍କ ଭୂମିକା ରହିଥାଏ। କରୋନା ମହାମାରୀ ସଙ୍କଟ ମଧ୍ୟରେ ଲୋକଙ୍କ ଆଶ୍ୱସ୍ତି ଦେବାକୁ ଘୋଷଣା ହୋଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ ଗୁଡ଼ିକ ତାଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥିଲା।

୬- ଦେବାଶିଷ ପଣ୍ଡା: ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବ ହେଉଛନ୍ତି ଦେବଶିଷ ପଣ୍ଡା। ବଜେଟରେ ଆର୍ଥିକ କ୍ଷେତ୍ର ସହିତ ଜଡିତ ସମସ୍ତ ଘୋଷଣା ତାଙ୍କ ଅଧୀନରେ ରହିଛି। ସେ ୧୯୮୭ ମସିହା ଉତ୍ତର ପ୍ରଦେଶ କ୍ୟାଡର୍ର ଆଇଏଏସ ଅଫିସର। ଆର୍ଥିକ ବ୍ୟବସ୍ଥାରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଶ୍ରୀ ପଣ୍ଡାଙ୍କୁ ଆରବିଆଇ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story