କୂଅରେ ଖସିପଡ଼ିଲା ବସ୍‌, ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା

ନାଶିକ୍‌: ମହାରାଷ୍ଟ୍ରର ନାଶିକ୍‌ ଜିଲ୍ଲାରେ ଏକ କୂଅରେ ବସ୍‌ ଖସିପଡ଼ିବା କାରଣରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବେଶ୍‌ କିଛି ଜଣ ଗୁରୁତର ଭାବେ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମାଲେଗାଓଁରୁ କଲ୍‌ୱାଁ ଆଡ଼କୁ ଏହି ବସ୍‌ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ମଙ୍ଗବଳାର ୩.୪୫ ବେଳେ ଏପରି ଘଟିଥିଲା। ଏହା ଏକ ଅଟୋ ରିକ୍ସା ସହ ମୁହାଁମୁହିଁ ହେବାପରେ […]

Nashik

Nashik

Subrat Kumar Nayak
  • Published: Tuesday, 28 January 2020
  • Updated: 28 January 2020, 06:55 PM IST

Sports

Latest News

ନାଶିକ୍‌: ମହାରାଷ୍ଟ୍ରର ନାଶିକ୍‌ ଜିଲ୍ଲାରେ ଏକ କୂଅରେ ବସ୍‌ ଖସିପଡ଼ିବା କାରଣରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବେଶ୍‌ କିଛି ଜଣ ଗୁରୁତର ଭାବେ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ମାଲେଗାଓଁରୁ କଲ୍‌ୱାଁ ଆଡ଼କୁ ଏହି ବସ୍‌ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ ଏଭଳି ଦୁର୍ଘଟଣା ଘଟିଥିଲା।

ମଙ୍ଗବଳାର ୩.୪୫ ବେଳେ ଏପରି ଘଟିଥିଲା। ଏହା ଏକ ଅଟୋ ରିକ୍ସା ସହ ମୁହାଁମୁହିଁ ହେବାପରେ ବସ୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ସାମ୍ନା ଖବର ପ୍ରକାଶ କରିଛି। ଏହି କୂଅଟି ୭୦ ଫୁଟ ଗଭୀର ବୋଲି କୁହାଯାଉଛି।

ସାମ୍ନାର ସୂଚନା ଅନୁଯାୟୀ, ବସ୍‌ଟି କଲୱାଁ ବସ୍‌ ଡିପୋର ଏବଂ ଏହା ଧୁଲେରୁ କଲ୍‌ୱାଁ ଯାଉଥିଲା। ମେଶି ଫାଟାଠାରେ ବସ୍‌ଟି ଦେଓଲାରୁ ମାଲେଗାଓଁ ଯାଉଥିବା ଏକ ଅଟୋ ସହ ମୁହାଁମୁହିଁ ହୋଇଥିଲା। ବସ୍‌ରେ ୩୫ ଜଣ ଯାତ୍ରୀ ଥିଲେ ଏବଂ ୩ ଚକିଆ ଅଟୋରେ ୭ ଜଣ ଥିଲେ। ପୁଲିସ୍‌ ଏବଂ ପୌର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ବସ୍‌ ଇମର୍ଜେନ୍ସି ଏକ୍‌ଜିଟ୍‌ ଦେଇ ଉଦ୍ଧାର କରାଯାଇଥିଲା। ବସ୍‌ଟିକୁ ବାହାରକୁ କାଢ଼ିବା ପାଇଁ ଏକ କ୍ରେନ୍‌ ନିୟୋଜିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story