ପ୍ରବାସୀଙ୍କ ପାଇଁ ଟ୍ରେନ ଚଳାଚଳ କରିବାକୁ କେନ୍ଦ୍ର ଉପରେ ଚାପ

ନୂଆଦିଲ୍ଲୀ: ଲକଡାଉନ ବେଳେ ବିଭିନ୍ନ ରାଜ୍ୟରେ ଫସିଥିବା ଲୋକଙ୍କୁ ବସ୍‌ରେ ନେବା ଆଣିବା କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ହେଲେ ଲକ୍ଷଲକ୍ଷ ପ୍ରବାସୀଙ୍କୁ ବସରେ ଆଣିବା ରାଜ୍ୟଗୁଡ଼ିକ ପକ୍ଷରେ ସମ୍ଭବ ନୁହେଁ ବୋଲି ସେମାନେ ମତ ଦେବା ଆରମ୍ଭ କରିଛନ୍ତି। ବିଶେଷ କରି ଦକ୍ଷିଣ ଭାରତରେ ଥିବା ରାଜ୍ୟଗୁଡ଼ିକ ଏଥିପାଇଁ ଟ୍ରେନ ଚଳାଚଳ କରିବାକୁ କେନ୍ଦ୍ର ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। କାରଣ ଦୂର ବାଟକୁ ଯିବା ଆସିବା କରିବାରେ ବସ ଆଦୌ […]

ui

ui

Hemant Lenka
  • Published: Thursday, 30 April 2020
  • Updated: 30 April 2020, 08:35 PM IST

Sports

Latest News

ନୂଆଦିଲ୍ଲୀ: ଲକଡାଉନ ବେଳେ ବିଭିନ୍ନ ରାଜ୍ୟରେ ଫସିଥିବା ଲୋକଙ୍କୁ ବସ୍‌ରେ ନେବା ଆଣିବା କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ହେଲେ ଲକ୍ଷଲକ୍ଷ ପ୍ରବାସୀଙ୍କୁ ବସରେ ଆଣିବା ରାଜ୍ୟଗୁଡ଼ିକ ପକ୍ଷରେ ସମ୍ଭବ ନୁହେଁ ବୋଲି ସେମାନେ ମତ ଦେବା ଆରମ୍ଭ କରିଛନ୍ତି।

ବିଶେଷ କରି ଦକ୍ଷିଣ ଭାରତରେ ଥିବା ରାଜ୍ୟଗୁଡ଼ିକ ଏଥିପାଇଁ ଟ୍ରେନ ଚଳାଚଳ କରିବାକୁ କେନ୍ଦ୍ର ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। କାରଣ ଦୂର ବାଟକୁ ଯିବା ଆସିବା କରିବାରେ ବସ ଆଦୌ ଠିକ ନୁହେଁ। ସେହିପରି ବସରେ ସାମାଜିକ ଦୂରତା ମଧ୍ୟ ପାଳନ ହୋଇପାରୁନାହିଁ। ତେଣୁ ବସ୍ ବଦଳରେ ଟ୍ରେନ ଚଳାଇବାକୁ ସେମାନେ ଅନୁରୋଧ କରିଛନ୍ତି।

ଟ୍ରେନରେ ଅଧିକ ସଂଖ୍ୟକ ଲୋକ ଆସିପାରିବେ ଓ ଦୂର ସ୍ଥାନକୁ ଯାତ୍ରା ଅଳ୍ପ ଖର୍ଚ୍ଚରେ ହୋଇପାରିବ ବୋଲି ସେମାନେ କହିଛନ୍ତି। ରାଜ୍ୟଗୁଡ଼ିକ ଟ୍ରେନ ଚଳାଚଳ ପାଇଁ ଦାବି କରିବାରୁ ଆଜି କେନ୍ଦ୍ର କ୍ୟାବିନେଟ ସଚିବ ଓ ରାଜ୍ୟଗୁଡ଼ିକର ପ୍ରତିନିଧିମାନେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ରାଜ୍ୟଗୁଡ଼ିକର ଦାବି ଉପରେ ବିଚାର କରାଯାଉଥିବା କେନ୍ଦ୍ର କ୍ୟାବିନେଟ ସଚିବ ସୂଚନା ଦେଇଛନ୍ତି।

ଦକ୍ଷିଣ ଭାରତର ଅନେକ ଲୋକ ବିହାର, ଉତ୍ତର ପ୍ରଦେଶ, ବିହାର, ଆସାମରେ ରହିଛନ୍ତି। ସେମାନଙ୍କୁ ବସରେ ଆଣିବା ସମ୍ଭବପର ହୋଇପାରୁନାହିଁ। କେବଳ ତାମିଲନାଡୁର ୪ ଲକ୍ଷ ଲୋକ ବିହାର ଓ ପଶ୍ଚିମବଙ୍ଗରେ ଫସି ରହିଛନ୍ତି। ସେମାନେ କେମିତି ବସରେ ନିଜ ରାଜ୍ୟକୁ ଫେରିବେ, ତା’ହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story