ଗଡ଼କରୀ ନେବେ ପ୍ରଭୁଙ୍କ ଦାୟିତ୍ୱ!

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ପରିବର୍ତ୍ତନ । ସେପ୍ଟେମ୍ବର ୩ ପୂର୍ବରୁ କ୍ୟାବିନେଟ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ଚୀନର ବ୍ରିସ୍କ ସମ୍ମିଳନୀ ଗସ୍ତ ପୂର୍ବରୁ ମୋଦି ଏହି ପରିବର୍ତ୍ତନ କରିବା  ନେଇ ସଙ୍କେତ ମିଳିଛି। ତେବେ ଏହି ପରିବତ୍ତର୍ନରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ରେଳ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି। ଗଡ଼କରୀ ଏବେ ସଡ଼କ ଓ ପରିବହନ ମନ୍ତ୍ରୀ ଅଛନ୍ତି। ସେପଟେ ରେଳମନ୍ତ୍ରୀ ସୁରେଶ ପ୍ରଭୁ […]

Gadkari at an ASSOCHAM conference

Gadkari at an ASSOCHAM conference

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 10:47 PM IST

Sports

Latest News

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ପରିବର୍ତ୍ତନ । ସେପ୍ଟେମ୍ବର ୩ ପୂର୍ବରୁ କ୍ୟାବିନେଟ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ଚୀନର ବ୍ରିସ୍କ ସମ୍ମିଳନୀ ଗସ୍ତ ପୂର୍ବରୁ ମୋଦି ଏହି ପରିବର୍ତ୍ତନ କରିବା  ନେଇ ସଙ୍କେତ ମିଳିଛି। ତେବେ ଏହି ପରିବତ୍ତର୍ନରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ରେଳ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି। ଗଡ଼କରୀ ଏବେ ସଡ଼କ ଓ ପରିବହନ ମନ୍ତ୍ରୀ ଅଛନ୍ତି। ସେପଟେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଆଉ ମୋଦିଙ୍କ ଗୁଡ୍ ବୁକରେ ନାହାନ୍ତି।

ଚଳିତ ସପ୍ତାହରେ ଦୁଇ ଦୁଇଟି ରେଳ ଦୁର୍ଘଟଣା ପ୍ରଭୁଙ୍କ ପାଇଁଦୁର୍ଭାଗ୍ୟ ସାବ୍ୟସ୍ତ ହୋଇଛି। ଉପଯୁକ୍ତ ପରିଚଳାନାର ଅଭାବ ତଥା ପ୍ରଭୁଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ  ଉଠିଛି। ଏହି ପରିପ୍ରେକ୍ଷୀରେ ଦୁର୍ଘଟଣା ପାଇଁ ନୈତିକତା ଦାୟିତ୍ୱ ମୁଣ୍ଡାଇ ମନ୍ତ୍ରୀ ସୁରେଶ ପ୍ରଭୁ ଇସ୍ତଫା ପାଇଁ ନିଜ ତରଫରୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ମୋଦି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

କୁହାଯାଉଛି କ୍ୟାବିନେଟ ପରିବର୍ତ୍ତନ  ପର୍ଯ୍ୟନ୍ତ ମୋଦି ପ୍ରଭୁଙ୍କୁ ଝୁଲେଇ ରଖିଛନ୍ତି। ଆଉ ଅଦଳବଦଳ ବେଳେ ପ୍ରଭୁଙ୍କୁ ବାଦ ଦିଆଯାଇ ପାରେ।  ଅନ୍ୟପଟେ ରେଲୱେ ଏବଂ ସଡ଼କ ଓ ପରିବହନ ମନ୍ତ୍ରଣାଳୟକୁ ମିଶାଇ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ‘ସୁପର ମିନିଷ୍ଟ୍ରି’ କନ୍‌ସେପ୍ଟରେ ଏହି ମିଶ୍ରଣ କରାଯିବା ନେଇ ବିଚାର କରାଯାଉଛି। ଅନ୍ୟପକ୍ଷରେ ମୋଦି ସରକାର ତତୁର୍ଥ ଥର ପାଇଁ ଏହି କ୍ୟାବିନେଟ ଅଦଳବଦଳ କରୁଥିବା ଜଣାପଡ଼ିଛି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story