ଘାଇଲା କଲା ଅମିତ୍‌ ଶାହଙ୍କ ଅସ୍ତ୍ର: ଯେଉଁଥିରେ ଆସିଥିଲେ ସେଇ ବିମାନରେ ଦିଲ୍ଲୀ ଫେରିଥିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାର୍ଯ୍ୟକାଳରେ ଆଜି ତୃତୀୟ ଥର ପାଇଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି।  ଏହି ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ୯ ଜଣ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ଏହି ଅବସରରେ ନୂତନ ମନ୍ତ୍ରୀଙ୍କୁ କିଛି ମନ୍ତ୍ର ଦେଇଛନ୍ତି  ମୋଦି।  ଉଚ୍ଚ ବିଚାର ଏବଂ ଉଚ୍ଚ ଆଶା କରି ସେମାନଙ୍କୁ ଏହି ନୂତନ ଦାୟିତ୍ୱ ଅର୍ପଣ କରାଯାଇଛି । ତେଣୁ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବା ସହ ଭଲ ପ୍ରଦର୍ଶନ କରିବାକୁ ମୋଦି […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 08:17 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାର୍ଯ୍ୟକାଳରେ ଆଜି ତୃତୀୟ ଥର ପାଇଁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି।  ଏହି ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ୯ ଜଣ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ଏହି ଅବସରରେ ନୂତନ ମନ୍ତ୍ରୀଙ୍କୁ କିଛି ମନ୍ତ୍ର ଦେଇଛନ୍ତି  ମୋଦି।  ଉଚ୍ଚ ବିଚାର ଏବଂ ଉଚ୍ଚ ଆଶା କରି ସେମାନଙ୍କୁ ଏହି ନୂତନ ଦାୟିତ୍ୱ ଅର୍ପଣ କରାଯାଇଛି ।

ତେଣୁ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବା ସହ ଭଲ ପ୍ରଦର୍ଶନ କରିବାକୁ ମୋଦି ପରାମର୍ଶ ଦେଇଛନ୍ତି।  ଏହା ପୂର୍ବରୁ ୬ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିଲା। କାରଣ ଥିଲା ଏମାନଙ୍କ ଖରାପ ପ୍ରଦର୍ଶନ। ଏହି ୬ ଜଣ ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୁଷ୍ଠ ଥିଲେ ମୋଦି। ଏହି ୬ ଜଣଙ୍କ ମଧ୍ୟରେ ରାଜୀବ ପ୍ରତାପ ରୁଡ୍ଡି ହେଉଛନ୍ତି ଅନ୍ୟତମ। ରାଜୀବ ପ୍ରତାପ ରୁଡ୍ଡି ଦକ୍ଷତା ବିକାଶ ମନ୍ତ୍ରୀ ଥିଲେ।  ଗତ ଗୁରୁବାର ରାତିରେ  ପ୍ରତାପ ପ୍ରଥମେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ସେହିଦିନ ସେ ନିଜ ନିର୍ବାଚନମଣ୍ଡଳୀ ବିହାରର ସରଣ ଅଭିମୁଖେ ଯାଇଥିଲେ।

ନିଜ ପତ୍ନୀ ସହ ରାଜୀବ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ପାଟନା ଅଭିମୁଖେ ଯାଇଥିଲେ। ଯେତେବେଳେ ରାଜୀବ ପାଟନା ବିମାନବନ୍ଦରରେ ଓହ୍ଲାଇଲେ  ସଙ୍ଗେ ସଙ୍ଗେ ସୁଇଚ୍‌ ଅଫ୍ ଥିବା ଫୋନ୍‌ ଅନ୍ କରିଥିଲେ। ଖୋଲିବା ମାତ୍ରେ ତାଙ୍କ ଫୋନ୍‌କୁ ଆସିଥିବା କଲ ଏବଂ ମେସେଜ୍‌ ଅପଡେଟ୍‌ ହୋଇଥିଲା। ପରେ ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଆଉ ଏକ କଲ ଆସିଥିଲା। ଦିଲ୍ଲୀର ନିଜ ଅଫିସରୁ ଏହି ଫୋନ୍‌ ଆସିଥିବା ବେଳେ ବିଜେପି ମୁଖ୍ୟ ଅମିତ ଶାହ ତାଙ୍କ ସହ କିଛି ଆଲୋଚନା କରିବାକୁ ଚାହୁଁଥିବା କୁହାଯାଇଥିଲା।

ତୁରନ୍ତ ତାଙ୍କୁ ଦିଲ୍ଲୀ ଆସିବା ପାଇଁ ଡାକରା ଆସିଥିଲା। ପାଟନା ବିମାନବନ୍ଦରରେ ପତ୍ନୀଙ୍କୁ ଛାଡ଼ି ସଙ୍ଗେ ସଙ୍ଗେ ରାଜୀବ ସେହି ଇଣ୍ଡିଗୋ ବିମାନରେ ପୁଣି ଦିଲ୍ଲୀ ଫେରି ଯାଇଥିଲେ। ଆଉ ଦଳର ମୁଖିଆ ଅମିତ ଶାହଙ୍କୁ ଭେଟିଥିଲେ। ଅମିତ ଶାହ ଅତିଭଦ୍ର ଭାବେ ରାଜୀବଙ୍କୁ ଇସ୍ତଫା ଦେବା ପାଇଁ ଅନୁରୋଧ କରିଥିଲେ।  ଏହା ପୂର୍ବରୁ ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story