କାବୁଲ: ଆମେରିକା ଦୂତାବାସ ନିକଟରେ ବୋମା ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଆମେରିକା ଦୂତାବାସ ନିକଟରେ ସୋମବାର ବିସ୍ଫୋରଣ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ଆଫଗାନିସ୍ତାନ ଗଣମାଧ୍ୟମରୁ ଏହି ସୂଚନା ମିଳିଛି। ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି।

us

Rakesh Mallick
  • Published: Monday, 15 August 2016
  • , Updated: 04 May 2017, 03:44 PM IST

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଆମେରିକା ଦୂତାବାସ ନିକଟରେ ସୋମବାର ବିସ୍ଫୋରଣ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ଆଫଗାନିସ୍ତାନ ଗଣମାଧ୍ୟମରୁ ଏହି ସୂଚନା ମିଳିଛି।

ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି।

Related story