ନେଟୱର୍କ ନ ଥିଲେ ଟେନ୍‌ସନ୍‌ ନାହିଁ : ଜିଓ ଆଣୁଛି କଲ କରିବାର ବ୍ୟବସ୍ଥା

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ  ଏବେ ରିଲାଏନ୍ସ ଜିଓ ଆଣୁଛି ଆଉ ଏକ  ଯୋଜନା।  ଏଣିକି ଗୁଗୁଲ ପିକ୍ସେଲରେ ୱାଇଫାଇ ବ୍ୟବହାର କରି କଂଲି କରିହେବ। ଏଥିପାଇଁ ଏକ ନୂଆ ଆଣ୍ଡ୍ରଏଡ ଭର୍ଷନକୁ ଡେଭଲପ କରୁଛି ଗୁଗୁଲ । ଆଗରୁ ଗୁଗୁଲର ୭.୧.୧ ଭର୍ଷନ ଆଣ୍ଡ୍ରଏଡ ଥିବା ବେଳେ ଏବେ ୭.୧.୨ ଭର୍ଷନ ଆଣ୍ଡ୍ରଏଡ ଆସିବ। ଏଥିରେ ୱାଇଫାଇ ଏବଂ ଭୋଲଟି ମାଧ୍ୟମରେ କଂଲି କରିହେବ। ନେଟୱର୍କ ନ ଥିବା ସ୍ଥାନରେ କିମ୍ବା ଦୁର୍ବଳ ନେଟୱର୍କ […]

jio-1

Rakesh Mallick
  • Published: Thursday, 13 April 2017
  • , Updated: 13 September 2017, 04:09 PM IST

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ  ଏବେ ରିଲାଏନ୍ସ ଜିଓ ଆଣୁଛି ଆଉ ଏକ  ଯୋଜନା।  ଏଣିକି ଗୁଗୁଲ ପିକ୍ସେଲରେ ୱାଇଫାଇ ବ୍ୟବହାର କରି କଂଲି କରିହେବ। ଏଥିପାଇଁ ଏକ ନୂଆ ଆଣ୍ଡ୍ରଏଡ ଭର୍ଷନକୁ ଡେଭଲପ କରୁଛି ଗୁଗୁଲ । ଆଗରୁ ଗୁଗୁଲର ୭.୧.୧ ଭର୍ଷନ ଆଣ୍ଡ୍ରଏଡ ଥିବା ବେଳେ ଏବେ ୭.୧.୨ ଭର୍ଷନ ଆଣ୍ଡ୍ରଏଡ ଆସିବ।

ଏଥିରେ ୱାଇଫାଇ ଏବଂ ଭୋଲଟି ମାଧ୍ୟମରେ କଂଲି କରିହେବ। ନେଟୱର୍କ ନ ଥିବା ସ୍ଥାନରେ କିମ୍ବା ଦୁର୍ବଳ ନେଟୱର୍କ ଥିଲେ ଏହି  ଗଗୁଲ ପିକ୍ସେଲରେ ୱାଇଫାଇ ବ୍ୟବହାର କରି ଫୋନ୍‌ କଂଲି କରାଯାଇପାରିବ। ସୂଚନା ଅନୁଯାୟୀ କିଛିଦିନ ଟୁଇଟରକୁ ନିଜ ଅଧିନକୁ ଗୁଗୁଲ ନେଇଯାଇଥିଲା। ଏଥିସହ ଗୁଗୁଲ  ରିଲାଏନ୍ସ ଜିଓ ସହ ହାତ ମିଳାଇଛି। ଉଭେୟ ଡିଜିଟାଲ ଟେକ୍ନଲୋଜିକୁ ଆଗକୁ ବଢାଇବା ଦିଗରେ କାମ କରିବା ପାଇଁ ନିଷ୍ପତ୍ତି  ନେଇଥିଲେ।

Related story