'ଜେଲରେ ମୋ କୋଠରୀର କବାଟରେ କଣା ଥିଲା, ବାଥରୁମରେ କ୍ୟାମେରା ଲାଗିଥିଲା'

ଇସଲାମାବାଦ: ପାକିସ୍ତାନ ମୁସ୍‌ଲିମ୍ ଲିଗ୍‌-ନୱାଜର ଉପାଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମାରିୟମ ନୱାଜ ବୁଧବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଦୁର୍ନୀତି ମାମଲାରେ ଜେଲରେ ଥିବାବେଳେ ତାଙ୍କ କୋଠରୀର କବାଟରେ କଣା ଥିଲା ଏବଂ ବାଥ୍‌ରୁମ୍‌ରେ କ୍ୟାମେରା ଲାଗିଥିଲା। ମାରିୟମ କହିଛନ୍ତି ଯେ ସେ ଦୁଇଥର ଜେଲ ଯାଇଛନ୍ତି। ଆଉ ସେଠାରେ ତାଙ୍କୁ ଓ ଅନ୍ୟ ମହିଳା କଏଦୀଙ୍କୁ ଯେଉଁଭଳି ବ୍ୟବହାର କରାଯାଉଥିଲା, ତାହା ବର୍ଣ୍ଣନା କରିବା କଷ୍ଟକର। ସେ ସ୍ଥିତି […]

Maryam Nawaz

Maryam Nawaz

Subhransu Sekhar
  • Published: Friday, 13 November 2020
  • Updated: 13 November 2020, 02:01 PM IST

Sports

Latest News

ଇସଲାମାବାଦ: ପାକିସ୍ତାନ ମୁସ୍‌ଲିମ୍ ଲିଗ୍‌-ନୱାଜର ଉପାଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମାରିୟମ ନୱାଜ ବୁଧବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଦୁର୍ନୀତି ମାମଲାରେ ଜେଲରେ ଥିବାବେଳେ ତାଙ୍କ କୋଠରୀର କବାଟରେ କଣା ଥିଲା ଏବଂ ବାଥ୍‌ରୁମ୍‌ରେ କ୍ୟାମେରା ଲାଗିଥିଲା।

ମାରିୟମ କହିଛନ୍ତି ଯେ ସେ ଦୁଇଥର ଜେଲ ଯାଇଛନ୍ତି। ଆଉ ସେଠାରେ ତାଙ୍କୁ ଓ ଅନ୍ୟ ମହିଳା କଏଦୀଙ୍କୁ ଯେଉଁଭଳି ବ୍ୟବହାର କରାଯାଉଥିଲା, ତାହା ବର୍ଣ୍ଣନା କରିବା କଷ୍ଟକର। ସେ ସ୍ଥିତି କହୁଛି ପାକିସ୍ତାନରେ କୌଣସି ମହିଳା ସୁରକ୍ଷିତ ନୁହନ୍ତି।

ସୂଚନାଯୋଗ୍ୟ, ନ୍ୟାଶନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ୨୦୧୮ ଜୁଲାଇ ୬ରେ ଏକ ଦୁର୍ନୀତି ମାମଲାରେ ମାରିୟମ ନୱାଜଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଜୁଲାଇ ୧୩ରେ ଦଣ୍ଡାଦେଶ ବିରୋଧରେ ଉପର କୋର୍ଟକୁ ଯିବା ପାଇଁ ସେ ତାଙ୍କ ବାପାଙ୍କ ସହ ଲାହୋର ସ୍ଥିତ ଆଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦକୁ ଯାଇଥିବା ବେଳେ ସେଠାରେ ଗିରଫ ହୋଇଥିଲେ।  ସେତେବେଳେ ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହୋଇଯାଇଥିଲା। କିନ୍ତୁ ପରେ କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିଥିଲା ଓ ସେ ଜେଲ୍‌ରୁ ମୁକୁଳି ଥିଲେ।

ଏହାପରେ ୨୦୧୯ ଅଗଷ୍ଟରେ ସେ ଚୌଧୁରୀ ସୁଗାର ମିଲ୍ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିଲେ। ସେହିବର୍ଷ ନଭେମ୍ବରରେ ମାରିୟମ ନୱାଜଙ୍କୁ ଲାହୋର ହାଇକୋର୍ଟ ଜାମିନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story