କାମେରୁନ୍‌ରେ ଟ୍ରେନ୍ ଲାଇନ୍‌ଚ୍ୟୁତ: ୫୩ ମୃତ, ୩୦୦ ଆହତ

ୟୋଣ୍ଡେ: କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କାମେରୁନ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ପାସେଞ୍ଜର ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇ ଓଲଟି ପଡ଼ିବାରୁ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କାମେରୁନ୍‌ର ରାଜଧାନୀ ୟୋଣ୍ଡେରୁ ଦୁଆଲ ଅଭିମୁଖେ ଯାଉଥିବା ବେଳେ ଟ୍ରେନ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା। ୯ ଡବା ବିଶିଷ୍ଟ ଏହି ଟ୍ରେନ୍‌ଟି ସବୁ ଦିନେ ୟୋଣ୍ଡେରୁ ଦୁଆଲ ଯାଏ। ପ୍ରତିଦିନ ପ୍ରାୟ ୬୦୦ ଲୋକ ଏଥିରେ ଯାତ୍ରା କରନ୍ତି। କିନ୍ତୁ ଶୁକ୍ରବାର ଯାତ୍ରୀଙ୍କ […]

train

train

Rakesh Mallick
  • Published: Saturday, 22 October 2016
  • Updated: 04 May 2017, 03:44 PM IST

Sports

Latest News

ୟୋଣ୍ଡେ: କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କାମେରୁନ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ପାସେଞ୍ଜର ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇ ଓଲଟି ପଡ଼ିବାରୁ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କାମେରୁନ୍‌ର ରାଜଧାନୀ ୟୋଣ୍ଡେରୁ ଦୁଆଲ ଅଭିମୁଖେ ଯାଉଥିବା ବେଳେ ଟ୍ରେନ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା।

୯ ଡବା ବିଶିଷ୍ଟ ଏହି ଟ୍ରେନ୍‌ଟି ସବୁ ଦିନେ ୟୋଣ୍ଡେରୁ ଦୁଆଲ ଯାଏ। ପ୍ରତିଦିନ ପ୍ରାୟ ୬୦୦ ଲୋକ ଏଥିରେ ଯାତ୍ରା କରନ୍ତି। କିନ୍ତୁ ଶୁକ୍ରବାର ଯାତ୍ରୀଙ୍କ ସଂଖ୍ୟା ଅଧିକ ହେବାରୁ ୮ଟି ନୂଆ ବଗି ଯୋଡ଼ା ଯାଇଥିଲା। ଗତକାଲି ପ୍ରାୟ ୧୩୦୦ ଯାତ୍ରୀ ଏଥିରେ ଯାଉଥିଲେ।

ଭୂସ୍ଖଳ ଯୋଗୁଁ ଗତକାଲି ୟୋଣ୍ଡେ ଓ ଦୁଆଲ ସହର ମଧ୍ୟରେ ରହିଥିବା ମୁଖ୍ୟ ସଡ଼କ ପଥରେ ଯାତାୟତ ବାଧାପ୍ରାପ୍ତ ରହିଥିଲା। ସେଥିପାଇଁ ଗତକାଲି ଏହି ଟ୍ରେନ୍‌ରେ ଅଧିକ ସଂଖ୍ୟକ ଲୋକ ଯାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story