କର୍ଣ୍ଣାଟକାରେ ସରକାର ଗଠନର ଫର୍ମୁଲା କହିଲେ ୟେଦ୍ଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବିଜେପି ସରକାର ଗଠନ କରିବାର ଆଶା ଏଯାଏ ଛାଡ଼ିନାହିଁ। ବିଜେପି କର୍ଣ୍ଣାଟକା ବିଧାନସଭାରେ ଏକକ ସର୍ବବୃହତ୍ତ ଦଳ ହୋଇଥିଲେ ହେଁ ଜେଡିଏସ୍‌ ଓ କଂଗ୍ରେସ ଏକାଠି ହୋଇ ସରକାର ଗଠନ କରିଛନ୍ତି। ତେବେ ବିଜେପିର କର୍ଣ୍ଣାଟକା ମୁଖ୍ୟ ବିଏସ୍‌ ୟେଦ୍ଦୁରପ୍ପା ଏବେ ପୁଣିଥରେ ରାଜ୍ୟରେ ସରକାର ଗଠନ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି। ହେଲେ ଏଥିପାଇଁ ରାଜ୍ୟବାସୀଙ୍କ ଆଗରେ ୟେଦ୍ଦୁରପ୍ପା ଏକ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି, ଯଦି ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି […]

bs

bs

Hemant Lenka
  • Published: Wednesday, 13 March 2019
  • Updated: 13 March 2019, 04:31 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବିଜେପି ସରକାର ଗଠନ କରିବାର ଆଶା ଏଯାଏ ଛାଡ଼ିନାହିଁ। ବିଜେପି କର୍ଣ୍ଣାଟକା ବିଧାନସଭାରେ ଏକକ ସର୍ବବୃହତ୍ତ ଦଳ ହୋଇଥିଲେ ହେଁ ଜେଡିଏସ୍‌ ଓ କଂଗ୍ରେସ ଏକାଠି ହୋଇ ସରକାର ଗଠନ କରିଛନ୍ତି।

ତେବେ ବିଜେପିର କର୍ଣ୍ଣାଟକା ମୁଖ୍ୟ ବିଏସ୍‌ ୟେଦ୍ଦୁରପ୍ପା ଏବେ ପୁଣିଥରେ ରାଜ୍ୟରେ ସରକାର ଗଠନ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି। ହେଲେ ଏଥିପାଇଁ ରାଜ୍ୟବାସୀଙ୍କ ଆଗରେ ୟେଦ୍ଦୁରପ୍ପା ଏକ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି, ଯଦି ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ୨୮ଟି ଆସନରୁ ୨୨ଟିରେ ଜିତିବ, ତା’ହେଲେ ଦଳ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସରକାର ଗଠନ କରିବ। ୨୦ ଜଣ କଂଗ୍ରେସ ବିଧାୟକ ଏଚ୍‌ଡି କୁମାରସ୍ୱାମୀଙ୍କୁ ଆଦୌ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରୁନାହାନ୍ତି। ତେଣୁ ବିଜେପି ଏଠାରେ ୨୨ଟି ଲୋକସଭା ଆସନ ଜିତିଲେ ନିଶ୍ଚିତ ସରକାର ଗଠନ କରିବ ବୋଲି ୟେଦ୍ଦୁରପ୍ପା କହିଛନ୍ତି।
ବିଜେପି ପାଖରେ ବର୍ତ୍ତମାନ ୧୬ଟି ଲୋକସଭା ଆସନ ରହିଛି। କଂଗ୍ରେସ ୯ଟି ଆସନ ଜିତିଥିବା ବେଳେ ଜେଡିଏସ୍‌ ମାତ୍ର ୨ଟିରେ ଜିତିଛି।
ପୂର୍ବରୁ ୟେଦ୍ଦୁରପ୍ପା କହିଥିଲେ ଭାରତୀୟ ବାୟୁସେନା ବାଲାକୋଟ୍‌ରେ କରିଥିବା ଏୟାର ଷ୍ଟ୍ରାଇକ୍‌ ଯୋଗୁ କର୍ଣ୍ଣାଟକାରେ ବିଜେପି ନିଶ୍ଚିତ ୨୨ଟି ଆସନ ଜିତିବ। ଏୟାର ଷ୍ଟ୍ରାଇକ୍‌ ଯୋଗୁ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିଛି। ଯୁବକମାନେ ଖୁସି ହୋଇଛନ୍ତି। ତେଣୁ ଏହା ବିଜେପିକୁ ଫାଇଦା ଦେବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story