ଜୀବନ ଥିଲେ ବହୁତ କାର୍‌ ଆସିବ; ଜାଣନ୍ତୁ, ରାତି ଅଧରେ କାହାକୁ ଏପରି କହିଲେ ସିନ୍ଦେ

ମୁମ୍ବାଇ: ମାୟାନଗରୀ ମୁମ୍ବାଇ ରାସ୍ତାରେ ହୁତୁହୁତ ହୋଇ ଜଳିଗଲା ଏକ ଲଗଜୁରୀ କାର୍‌। ଏହି ସମୟରେ ଉକ୍ତ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ଯାଉଥିବା ବେଳେ ଅଟକି ଗଲେ ମୁଖ୍ୟମନ୍ତ୍ରୀ। ଆଉ କାର୍‌ ଚାଳକଙ୍କୁ ଯେକୌଣସି ପରିସ୍ଥିତିରେ ପ୍ରଥମେ ଜୀବନ ବଞ୍ଚାଇବାକୁ ପରାମର୍ଶ ଦେବା ସହ ସାହାଯ୍ୟ ଯୋଗାଇ ଦେବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି। ମୁମ୍ବାଇର ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ସୋମବାର ରାତିରେ ଏକ କାର୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। କାର୍‌ଟି ହୁତୁହୁତୁ ହୋଇ ଜଳୁଥିବା […]

sinde

sinde

Niharika Rout
  • Published: Tuesday, 13 September 2022
  • Updated: 13 September 2022, 09:39 AM IST

Sports

Latest News

ମୁମ୍ବାଇ: ମାୟାନଗରୀ ମୁମ୍ବାଇ ରାସ୍ତାରେ ହୁତୁହୁତ ହୋଇ ଜଳିଗଲା ଏକ ଲଗଜୁରୀ କାର୍‌। ଏହି ସମୟରେ ଉକ୍ତ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ଯାଉଥିବା ବେଳେ ଅଟକି ଗଲେ ମୁଖ୍ୟମନ୍ତ୍ରୀ। ଆଉ କାର୍‌ ଚାଳକଙ୍କୁ ଯେକୌଣସି ପରିସ୍ଥିତିରେ ପ୍ରଥମେ ଜୀବନ ବଞ୍ଚାଇବାକୁ ପରାମର୍ଶ ଦେବା ସହ ସାହାଯ୍ୟ ଯୋଗାଇ ଦେବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି।

ମୁମ୍ବାଇର ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେରେ ସୋମବାର ରାତିରେ ଏକ କାର୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। କାର୍‌ଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ସେଥିରେ ଥିବା ଚାଳକ ଓ ତାଙ୍କ ପରିବାର ସଦସ୍ୟ ତୁରନ୍ତ ବାହାରି ଆସି ଜୀବନ ବଞ୍ଚାଇଦେଲେ। ତତ୍‌କ୍ଷଣାତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ ବି ତାହା ସମ୍ପୂର୍ଣ୍ଣ ଜଳି ଯାଇଛି।

ଏହି ସମୟରେ ଉକ୍ତ ବାଟ ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍‌କେଡ ଯାଉଥିଲା। କାର୍‌ଟି ଜଳୁଥିବା ଦେଖି ମୁଖ୍ୟମନ୍ତ୍ରୀ ଗାଡ଼ି ଅଟକାଇ ବାହାରି ଆସିଥିଲେ। ଏହାପରେ କାର୍‌ ଚାଳକଙ୍କୁ ଡାକି ତାଙ୍କ ସହ ଆଲୋଚନା କରିଥିଲେ। ଏପରିକି ଯେକୌଣସି ସମୟରେ ପ୍ରଥମେ ଜୀବନକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। କାର୍‌ଠାରୁ ଜୀବନ ଅଧିକ ମୂଲ୍ୟବାନ ବୋଲି କହିବା ସହ ଜୀବନରେ ଆହୁରି ବହୁ କାର୍‌ ଆସିପାରିବ ବୋଲି ମଧ୍ୟ କହିଥିଲେ। ଏପରିକି ଆବଶ୍ୟକ ପଡ଼ିଲେ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ସେଠାରୁ ଚାଲିଗଲେ। ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story