ଚିଟ୍‌ଫଣ୍ଡ: ଗିରଫ ହୋଇପାରନ୍ତି କୋଲକାତା ପୁଲିସ୍‌ କମିଶନର

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରୋଜଭ୍ୟାଲି ଓ ଶାରଦା ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ସିବିଆଇ ଏବେ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବା ପାଇଁ ଯୋଜନା ଆରମ୍ଭ କରିଛି। ୧୯୮୯ ଆଇପିଏସ୍‌ ବ୍ୟାଚ୍‌ର ଏହି ଅଫିସର ଜଣଙ୍କ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବେ ବେଶ ଜଣାଶୁଣା। ଏହି ଚିଟ୍‌ଫଣ୍ଡ ଘଟଣାରେ ଶ୍ରୀ କୁମାର ଅଭିଯୁକ୍ତ ମାନଙ୍କୁ ଘଣ୍ଟଘୋଡ଼ାଉଥିବା ସିବିଆଇ ଜାଣିବାକୁ ପାଇଛି। ରାଜୀବ କୁମାର ଉଭୟ ଶାରଦା ଓ ରୋଜଭ୍ୟାଲି ଚିଟ୍‌ଫଣ୍ଡ […]

mla

mla

Hemant Lenka
  • Published: Saturday, 02 February 2019
  • Updated: 02 February 2019, 09:04 PM IST

Sports

Latest News

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରୋଜଭ୍ୟାଲି ଓ ଶାରଦା ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ସିବିଆଇ ଏବେ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବା ପାଇଁ ଯୋଜନା ଆରମ୍ଭ କରିଛି। ୧୯୮୯ ଆଇପିଏସ୍‌ ବ୍ୟାଚ୍‌ର ଏହି ଅଫିସର ଜଣଙ୍କ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଭାବେ ବେଶ ଜଣାଶୁଣା। ଏହି ଚିଟ୍‌ଫଣ୍ଡ ଘଟଣାରେ ଶ୍ରୀ କୁମାର ଅଭିଯୁକ୍ତ ମାନଙ୍କୁ ଘଣ୍ଟଘୋଡ଼ାଉଥିବା ସିବିଆଇ ଜାଣିବାକୁ ପାଇଛି।

ରାଜୀବ କୁମାର ଉଭୟ ଶାରଦା ଓ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ଟିମ୍‌ର ମୁଖ୍ୟ ରହିଥିଲେ। ଏହି ଘଟଣାରେ ସିବିଆଇ ତାଙ୍କଠାରୁ କିଛି ଦସ୍ତାବିଜ୍‌ ଆଣିବାକୁ ଚାହୁଁଛି। ହେଲେ ସେ ସିବିଆଇକୁ କୌଣସି ସହଯୋଗ କରୁନାହାନ୍ତି।

ପଶ୍ଚିମବଙ୍ଗରେ ହୋଇଥିବା କୋଟି କୋଟି ଟଙ୍କାର ଚିଟ୍‌ଫଣ୍ଡ ଦୁର୍ନୀତି ପାଇଁ ଏକ ଏସ୍‌ଆଇଟି ଗଠନ କରାଯାଇଥିଲା। ଏହାର ମୁଖ୍ୟ ଶ୍ରୀ କୁମାର ରହିଥିଲେ। ତେବେ ତାଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଆଦୌ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରି ନଥିଲା। ଫଳସ୍ୱରୂପ ଅଭିଯୁକ୍ତମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ।

ଏବେ ସିବିଆଇ ତାଙ୍କୁ ତଦନ୍ତ ସମ୍ପର୍କରେ ପଚରା ଉଚରା କରିବାକୁ ଚାହୁଁଥିବା ବେଳେ ସେ ୩ ଦିନ ହେଲା ଫେରାର ରହିଛନ୍ତି। ଏପରି କି ସେ ନିର୍ବାଚନ କମିଶନ ପକ୍ଷରୁ ଆୟୋଜିତ ବୈଠକରେ ମଧ୍ୟ ଯୋଗ ଦେଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story