ନୂଆଦିଲ୍ଲୀ: ଆଜି ସିବିଆଇ ଦେଶର ବିଭିନ୍ନ ସ୍ଥାନରେ ରେଡ୍ କରିଛି। ୭ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଠକେଇ ମାମଲାରେ ୧୬୯ଟି ସ୍ଥାନରେ ସିବିଆଇ ଏହି ରେଡ୍ କରିଥିବା ସୂଚନା ରହିଛି। ମୋଟ୍ ୩୫ଟି ମାମଲାକୁ ଆଧାର କରି ସିବିଆଇ ଏହି ରେଡ୍ କରିଛି।
ଭାରତୀୟ ଷ୍ଟେଟ ବ୍ୟାଙ୍କ୍, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍, ଆନ୍ଧ୍ରା ବ୍ୟାଙ୍କ୍, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ କମର୍ସ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍, ଆହ୍ଲାବାଦ୍ ବ୍ୟାଙ୍କ୍, କାନାରା ବ୍ୟାଙ୍କ୍, ଦେନା ବ୍ୟାଙ୍କ୍, ପଞ୍ଜାବ୍ ଆଣ୍ଡ ସିନ୍ଧ୍ ବ୍ୟାଙ୍କ୍, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ୍, ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏହି ଠକେଇ ହୋଇଛି।
ଦିଲ୍ଲୀ, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ, ମହାରାଷ୍ଚ୍ର,କୋଲକାତା, ବିହାର, ହାଇଦ୍ରାବାଦ ଆଦି ରାଜ୍ୟର ମୋଟ୍ ୧୬୯ଟି ସ୍ଥାନରେ ସିବିଆଇ ରେଡ୍ କରିଛି। ତଦନ୍ତ ଚାଲିଥିବାରୁ ବିସ୍ତୃତ ସୂଚନା ଦେବାକୁ ସିବିଆଇ ମନା କରି ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ତଦନ୍ତ ଆଳରେ ଉଲଗ୍ନ କଲା ପୁଲିସ, ଆତ୍ମହତ୍ୟା କରିଦେଲେ ମହିଳା
ମହିଳା ଜଣକ ଛାଡିଯାଇଥିବା ସୁସାଇଡ୍ ନୋଟ୍ ଅନୁଯାୟୀ, ପୁଲିସ ଅଧିକାରୀ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଡ୍ରେସ୍ ଖୋଲିବାକୁ କହିବା ସହ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ।
National
ମସଜିଦ ସର୍ଭେକୁ ନେଇ ହିଂସା, ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ FIR
ହିଂସା ସୃଷ୍ଟି କରିଥିବା ଓ ଭିଡକୁ ଉସକାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।
Viral
ବର ବେକରୁ ଟଙ୍କା ନେଇ ଛୁ ମାରିଲା ଚୋର, ତା' ପରେ...
ବ୍ୟାଣ୍ଡ୍ ପାର୍ଟି ସହ ବରଯାତ୍ରୀଙ୍କୁ ନେଇ କନିଆଁ ଘରକୁ ଯିବା ସମୟରେ ବର ବେକରୁ ଟଙ୍କା ମାଳ ନେଇ ଛୁ ମାରିଥିଲା ଜଣେ ଚୋର।
National
ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ!
ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।