ପୁଣି ଖୋଲିପାରେ ବୋଫର୍ସ ଫାଇଲ: କେନ୍ଦ୍ରର ସହାୟତା ଲୋଡିଲା ସିବିଆଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଖୋଲିପାରେ ବୋଫର୍ସ ଫାଇଲ। ଏଥିପାଇଁ କେନ୍ଦ୍ରର ସହାୟତା ଲୋଡିଛି ସିବିଆଇ। କେନ୍ଦ୍ର ସରକାରଙ୍କୁ ଏନେଇ ସିବିଆଇ ଲେଖିଥିବା ପତ୍ରରେ ସ୍ପେସାଲ ଲିଭ୍ ପିଟିସନ ବା SLP  ଫାଇଲ କରିବାକୁ ଅନୁମତି ଲୋଡିଛି। ୨୦୦୫ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି  SLP ଫାଇଲ ପାଇଁ ଅନୁମତି ମାଗିଛି ସିବିଆଇ। ୨୦୦୫ରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇ କୋର୍ଟ ଅଭିଯୁକ୍ତ ହିନ୍ଦୁଜା ଭାଇମାନଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 05:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଖୋଲିପାରେ ବୋଫର୍ସ ଫାଇଲ। ଏଥିପାଇଁ କେନ୍ଦ୍ରର ସହାୟତା ଲୋଡିଛି ସିବିଆଇ। କେନ୍ଦ୍ର ସରକାରଙ୍କୁ ଏନେଇ ସିବିଆଇ ଲେଖିଥିବା ପତ୍ରରେ ସ୍ପେସାଲ ଲିଭ୍ ପିଟିସନ ବା SLP  ଫାଇଲ କରିବାକୁ ଅନୁମତି ଲୋଡିଛି।

୨୦୦୫ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି  SLP ଫାଇଲ ପାଇଁ ଅନୁମତି ମାଗିଛି ସିବିଆଇ। ୨୦୦୫ରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇ କୋର୍ଟ ଅଭିଯୁକ୍ତ ହିନ୍ଦୁଜା ଭାଇମାନଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ରଦ୍ଦ କରିଥିଲେ। ଏହା ବିରୋଧରେ ମାମଲା ପୁଣି ଥରେ ଚଳାଇବାକୁ ସିବିଆଇ କେନ୍ଦ୍ରକୁ ପତ୍ର ଲେଖି ଅନୁମତି ମାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos