କଂଗ୍ରେସ କାର୍ଯ୍ୟାଳୟରେ ଉଭା ହେଲେ ଚିଦାମ୍ବରମ୍‌, ସିବିଆଇ ଟିମ୍‌କୁ ଭିତରକୁ ଛଡ଼ାଗଲାନି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଇଡି ଏବଂ ସିବିଆଇ ଖୋଜିବୁଲୁଥିବାବେଳେ ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଛନ୍ତି। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍‌ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏଥିରେ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ। ଶେଷ ଖବର ସୁଦ୍ଧା ଏକ ସିବିଆଇ ଟିମ୍‌ […]

c

c

Subrat Kumar Nayak
  • Published: Wednesday, 21 August 2019
  • Updated: 21 August 2019, 08:33 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଇଡି ଏବଂ ସିବିଆଇ ଖୋଜିବୁଲୁଥିବାବେଳେ ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଛନ୍ତି। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍‌ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏଥିରେ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ। ଶେଷ ଖବର ସୁଦ୍ଧା ଏକ ସିବିଆଇ ଟିମ୍‌ କଂଗ୍ରେସ ମୁଖ୍ୟାଳୟ ପହଞ୍ଚିଥିଲେ ମଧ୍ୟ କଂଗ୍ରେସ କର୍ମୀମାନେ ସିବିଆଇକୁ ଭିତରକୁ ଛାଡ଼ୁନାହାନ୍ତି।

ଆଜି ଚିଦାମ୍ବରମ୍‌ ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାମରେ ଏବଂ ତାଙ୍କ ପୁଅ କାର୍ତ୍ତି ଓ ଅନ୍ୟ ସଦସ୍ୟଙ୍କ ନାମରେ ଆସିତିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଏଫ୍‌ଆଇଆର ହୋଇନାହିଁ।

ଚିଦାମ୍ବରମ୍‌ ଦିଲ୍ଲୀ ହାଇକୋର୍ଟରୁ ଆଗୁଆ ଜାମିନ୍‌ ପାଇବାରୁ ନିରାଶ ହେବାପରେ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଜରୁରୀକାଳୀନ ଶୁଣାଣି ପାଇଁ ସ୍ପଷ୍ଟ ମନା କରିବା ସହିତ ଶୁକ୍ରବାର ଏହି ପିଟିସନ୍‌ର ଶୁଣାଣି ହେବ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତକାରୀ ସଂସ୍ଥା ବର୍ତ୍ତମାନ ଚିଦାମ୍ବରମ୍‌ଙ୍କ ବିରୋଧରେ ଚାଲିଥିବା ତଦନ୍ତ ପରିସରକୁ ଆହୁରି ବଢ଼ାଇ ଦେଇଛନ୍ତି।

ଚିଦାମ୍ବରମ୍‌ଙ୍କୁ ଆଗୁଆ ଜାମିନ୍‌ ବିରୋଧରେ ଆଜି ସିବିଆଇ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଥିଲା, ଏହା ମନି ଲଣ୍ଡରିଂ ମାମଲାର ଏକ ବିଶାଳକାଳୟ ରୂପ। ଏହାପରେ ଏକ ୩ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ବରିଷ୍ଠ ଓକିଲ ତଥା କଂଗ୍ରେସ ନତା କପିଲ ଶିବଲ କହିଥିଲେ, ଚିଦାମ୍ବରମ୍‌ ପୂର୍ବରୁ ମଧ୍ୟ ଗ୍ୟାରେଣ୍ଟୀ ଦେବାକୁ ପ୍ରସ୍ତୁତ ଥିଲେ ଯେ ସେ କୁଆଡ଼େ ପଳାଯିବେ ନାହିଁ। କିନ୍ତୁ ଏହାର ପ୍ରତିକ୍ରିୟାରେ ଜଷ୍ଟିସ୍‌ ଏନ୍‌ଭି ରମନ୍ନା କହିଥିଲେ, ଆମେ ଦୁଃଖିତ ଆମେ ଏହାର ଶୁଣାଣି କରିପାରିବୁ ନାହିଁ। ବିଚାରପତିମାନେ ଆଜି ଏହି ପିଟିସନ୍‌କୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନିକଟକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story