ବଦଳିବ ସିବିଏସ୍‌ଇ ପରୀକ୍ଷା ଢାଞ୍ଚା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପରୀକ୍ଷା ଢାଞ୍ଚା କିଛି ପରିବର୍ତ୍ତନ କରିଛି। ଚଳିତବର୍ଷ ବୋର୍ଡ଼ କର୍ତ୍ତୃପକ୍ଷ ଅବଜେକ୍ଟିଭ୍ ଅପେକ୍ଷା ସବ୍‌ଜେକ୍ଟିଭ୍ ପ୍ରଶ୍ନ ଉପରେ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ମଲ୍‌ଟିପଲ୍ ଚଏସ୍‌କୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ଏହି ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ଲଙ୍ଗ୍ ଟାଇପ୍ ଓ ସଟ୍ ଟାଇପ୍ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଦ୍ୱାଦଶ ଶ୍ରେଣୀରେ ଗଣିତ ବିଷୟରେ ୧, ୨, ୩, ୪, ୫ ଓ ୬ ନମ୍ୱରିଆ ପ୍ରଶ୍ନ ରହିବ। ଲଙ୍ଗ୍ […]

cbse

cbse

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 11:15 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପରୀକ୍ଷା ଢାଞ୍ଚା କିଛି ପରିବର୍ତ୍ତନ କରିଛି। ଚଳିତବର୍ଷ ବୋର୍ଡ଼ କର୍ତ୍ତୃପକ୍ଷ ଅବଜେକ୍ଟିଭ୍ ଅପେକ୍ଷା ସବ୍‌ଜେକ୍ଟିଭ୍ ପ୍ରଶ୍ନ ଉପରେ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ମଲ୍‌ଟିପଲ୍ ଚଏସ୍‌କୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ଏହି ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ଲଙ୍ଗ୍ ଟାଇପ୍ ଓ ସଟ୍ ଟାଇପ୍ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।

ଦ୍ୱାଦଶ ଶ୍ରେଣୀରେ ଗଣିତ ବିଷୟରେ ୧, ୨, ୩, ୪, ୫ ଓ ୬ ନମ୍ୱରିଆ ପ୍ରଶ୍ନ ରହିବ। ଲଙ୍ଗ୍ ଟାଇପ୍ ପ୍ରଶ୍ନ ପାଇଁ ବିକଳ୍ପ ପ୍ରଶ୍ନ ମଧ୍ୟ ରହିବ। ପ୍ରତି ବିଷୟରେ ୭ଟି କିମ୍ବା ୮ଟି ପ୍ରଶ୍ନ ରହିବ। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ରୁ ୪୦ ଶବ୍ଦ ମଧ୍ୟରେ ଦେବାକୁ ପଡ଼ିବ। ସେଥିରେ ମଧ୍ୟରେ ସର୍ଟ ଟାଇପ୍ ଓ ଲଙ୍ଗ ଟାଇପ୍ ପ୍ରଶ୍ନ ରହିବ। ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ବୋର୍ଡ ପକ୍ଷରୁ ଏକ ସେମ୍ପୁଲ ପେପର ମଧ୍ୟ ଜାରି କରାଯାଇଛି। ଏହି ସେମ୍ପୁଲ ପେପର ଦେଖି ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। ଏଥର ପରୀକ୍ଷା ପାଇଁ ସମୟ ସୀମା ମଧ୍ୟ ବଢ଼ାଯାଇ ୩ ଘଣ୍ଟା କରି ଦିଆଯାଇଛି।

ଏନେଇ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି- ନୂଆ ବ୍ୟବସ୍ଥାରେ ପରୀକ୍ଷା ହେଲେ ପରୀକ୍ଷାର୍ଥୀ ପାଇଁ କୌଣସି ସମସ୍ୟା ହେବନାହିଁ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ସମୟ ପରିଚାଳନା ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story