ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି।  ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର କ୍ରିଷ୍ଣାଘାଟି ସେକ୍ଟରରେ ଆଜି ପାକିସ୍ତାନ ପଟୁ ଘନ ଘନ ଗୁଳିଗୋଳା ବର୍ଷଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ୬ଜଣ ଯବାନ ଆହତ ହୋଇଛନ୍ତି। ଆଜି ସକାଳେ ପାକିସ୍ତାନ ପକ୍ଷରୁ ଘାଟି ଅଂଚଳରେ ବାରମ୍ବାର ଗୁଳିମାଡ଼ ସହ ମୋର୍ଟାର ମାଡ଼ କରାଯାଇଥିଲା। ଗୁଳିମାଡ଼ରେ ସେନା ପାଇଁ କାମ କରୁଥିବା ଜଣେ ସ୍ଥାନୀୟ ଲୋକଙ୍କର ମଧ୍ୟ […]

jammusijfire

jammusijfire

Rakesh Mallick
  • Published: Friday, 13 October 2017
  • Updated: 13 October 2017, 12:10 PM IST

Sports

Latest News

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି।  ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର କ୍ରିଷ୍ଣାଘାଟି ସେକ୍ଟରରେ ଆଜି ପାକିସ୍ତାନ ପଟୁ ଘନ ଘନ ଗୁଳିଗୋଳା ବର୍ଷଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ୬ଜଣ ଯବାନ ଆହତ ହୋଇଛନ୍ତି।

ଆଜି ସକାଳେ ପାକିସ୍ତାନ ପକ୍ଷରୁ ଘାଟି ଅଂଚଳରେ ବାରମ୍ବାର ଗୁଳିମାଡ଼ ସହ ମୋର୍ଟାର ମାଡ଼ କରାଯାଇଥିଲା। ଗୁଳିମାଡ଼ରେ ସେନା ପାଇଁ କାମ କରୁଥିବା ଜଣେ ସ୍ଥାନୀୟ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି।  ଭାରତୀୟ ସେନା ମଧ୍ୟ କଡ଼ା ଜବାବ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story