ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ହେବ ନେତାଙ୍କ ମାମଲା

ନୂଆଦିଲ୍ଲୀ: ନେତାଙ୍କ ମାମଲାର ବିଚାର ଲାଗି ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କୋର୍ଟ। ଆଜି ଏ ସମ୍ପର୍କିତ ପ୍ରସ୍ତାବରେ ରାଜି ହୋଇଛନ୍ତି କେନ୍ଦ୍ର ସରକାର। ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଥିବା ମାମଲାଗୁଡିକର ଶୁଣାଣି ଲାଗି ୧୨ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ୨୦୧୪ ମସିହା ସୁଦ୍ଧା ଦେଶର ୧୫ ଶହ ୮୧ ଜଣ ଜନ ପ୍ରତିନିଧି ବିଭିନ୍ନ ମାମଲାରେ ସଂପୃକ୍ତ ଅଛନ୍ତି। ଏମାନଙ୍କ ବିରୁଦ୍ଧରେ ୧୩,୫୦୦ରୁ ଅଧିକ ମାମଲା […]

supreem court

supreem court

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 08:14 PM IST

Sports

Latest News

ନୂଆଦିଲ୍ଲୀ: ନେତାଙ୍କ ମାମଲାର ବିଚାର ଲାଗି ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କୋର୍ଟ। ଆଜି ଏ ସମ୍ପର୍କିତ ପ୍ରସ୍ତାବରେ ରାଜି ହୋଇଛନ୍ତି କେନ୍ଦ୍ର ସରକାର। ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଥିବା ମାମଲାଗୁଡିକର ଶୁଣାଣି ଲାଗି ୧୨ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

୨୦୧୪ ମସିହା ସୁଦ୍ଧା ଦେଶର ୧୫ ଶହ ୮୧ ଜଣ ଜନ ପ୍ରତିନିଧି ବିଭିନ୍ନ ମାମଲାରେ ସଂପୃକ୍ତ ଅଛନ୍ତି। ଏମାନଙ୍କ ବିରୁଦ୍ଧରେ ୧୩,୫୦୦ରୁ ଅଧିକ ମାମଲା ରହିଛି। ଆଗକୁ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଫଳରେ ଏସବୁ ମାମଲାର ବିଚାରରେ  ଅହେତୁକ ବିଳମ୍ବ ଘଟୁଛି। ଏହାର ଫାଇଦା ନେଇ ଅଭିଯୁକ୍ତ ନେତାମାନେ କ୍ଷମତା ଉପଭୋଗ କରି ଚାଲିଛନ୍ତି। ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବା ଦ୍ୱାରା ଏସବୁ ମାମଲାର ଶୀଘ୍ର ଫଇସଲା ହୋଇପାରିବ।

କୋର୍ଟ ପ୍ରତିଷ୍ଠା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୭କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର। ଅନ୍ୟପକ୍ଷରେ ନେତାଙ୍କ ବିରୁଦ୍ଧରେ ସାରା ଦେଶରେ କେତେ ମାମଲା ରହିଛି ତାର ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ କେତେ ସଂଖ୍ୟକ କୋର୍ଟ ପ୍ରତିଷ୍ଠା କରାଯିବ ସେନେଇ ନିଷ୍ପତ୍ତି ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story