ଓଡ଼ିଶା ସମେତ ୬ଟି ରାଜ୍ୟକୁ କେନ୍ଦ୍ର ଦେଲା ସାଢ଼େ ୪ ହଜାର କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଓଡ଼ିଶା ସମେତ ୬ଟି ରାଜ୍ୟକୁ ୪,୩୮୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ମୋଟ୍ ଛଅଟି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିଲେ।  ଏନଡିଆରଏଫ ପାଣ୍ଠିରୁ ଏହି ଟଙ୍କା ମିଳିବ ବୋଲି ଗୃହ ମନ୍ତ୍ରାଳୟ କହିଛି। କ୍ଷୟକ୍ଷତି ନେଇ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କଠାରୁ ରିପୋର୍ଟ ଗ୍ରହଣ […]

modi

modi

Subhransu Sekhar
  • Published: Friday, 13 November 2020
  • Updated: 13 November 2020, 02:13 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଓଡ଼ିଶା ସମେତ ୬ଟି ରାଜ୍ୟକୁ ୪,୩୮୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ମୋଟ୍ ଛଅଟି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିଲେ।  ଏନଡିଆରଏଫ ପାଣ୍ଠିରୁ ଏହି ଟଙ୍କା ମିଳିବ ବୋଲି ଗୃହ ମନ୍ତ୍ରାଳୟ କହିଛି।

କ୍ଷୟକ୍ଷତି ନେଇ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କଠାରୁ ରିପୋର୍ଟ ଗ୍ରହଣ କରିବା ପରେ ଏବଂ କେନ୍ଦ୍ର ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ରିପୋର୍ଟକୁ ଆଧାର କରି ଗୃହ ମନ୍ତ୍ରାଳୟ ଏହି ଟଙ୍କା ଅନୁମୋଦନ ଦେଇଛି।

ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ (ଘୂର୍ଣ୍ଣିବଳୟ, ବନ୍ୟା ଏବଂ ଭୂସ୍ଖଳନ) ଯୋଗୁଁ ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ସିକ୍କିମ୍ ପ୍ରଭାବିତ ହୋଇଥିଲା।

ବାତ୍ୟା 'ଅମ୍ଫାନ୍' ପାଇଁ ପଶ୍ଚିମବଙ୍ଗ ପାଇଁ ୨ ହଜାର ୭୦୭.୭୭ କୋଟି ଏବଂ ଓଡ଼ିଶା ପାଇଁ ୧୨୮.୨୩ କୋଟି ମଞ୍ଜୁର ହୋଇଛି। ଘୂର୍ଣ୍ଣିବଳୟ 'ନିସର୍ଗ' ପାଇଁ ମହାରାଷ୍ଟ୍ର ପାଇଁ ୨୬୮.୫୯ କୋଟି ମଞ୍ଜୁର ହୋଇଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ବନ୍ୟା ଓ ଭୂସ୍ଖଳନ ପାଇଁ କର୍ଣ୍ଣାଟକ ପାଇଁ ୫୭୭.୮୪ କୋଟି, ମଧ୍ୟପ୍ରଦେଶ ପାଇଁ ୬୧୧.୬୧ କୋଟି ଏବଂ ସିକ୍କିମ ପାଇଁ  ୮୭.୮୪ କୋଟି ମଞ୍ଜୁର ହୋଇଛି।

ଘୂର୍ଣ୍ଣିବଳୟ ଟଆମ୍ଫାନ୍' ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୨ରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ସମୟରେ ତତ୍କାଳ ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ଏବଂ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ, ୫୦,୦୦୦ ଟଙ୍କା ଘୋଷଣା କରିଥିଲେ ନିଜେ ପ୍ରଧାନମନ୍ତ୍ରୀ। ଅର୍ଥାତ୍ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ବାବଦରେ ଓଡ଼ିଶା ଚଳିତ ବର୍ଷ ମୋଟ୍ (୫୦୦ କୋଟି + ୧୨୮.୨୩ କୋଟି ) ୬୨୮.୨୩ ଟଙ୍କା କେନ୍ଦ୍ର ପାଖରୁ ପାଇଛି।

ସୂଚନାଯୋଗ୍ୟ, ୨୦୨୦-୨୧ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏସଡିଆରଏଫରୁ ୨୮ଟି ରାଜ୍ୟକୁ, ୫ ୧୫,୫୨୪.୪୩ କୋଟି ପ୍ରଦାନ କରାଯାଇଛି ବୋଲି ବିବୃତ୍ତିରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story