ଇଜି ଇଫ ଡୁଇଂ ବିଜନେସ୍ ରାଙ୍କିଙ୍ଗ୍, ଟପ୍ ଟେନ୍‌ରେ ନାହିଁ ଓଡ଼ିଶା

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସରକାର ଇଜ୍ ଅଫ୍ ଡୁଇଂ ବିଜନେସ ରାଙ୍କିଙ୍ଗ୍ ଜାରି କରିଛନ୍ତି। ଟପ୍ ଟେନରେ ଓଡ଼ିଶା ନଥିବା ସ୍ପଷ୍ଟ ହୋଇଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କାରବାର ନେଇ ଏହି ରାଙ୍କିଙ୍ଗ୍ ଜାରି କରାଯାଇଛି। କେଉଁ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ କାରବାର କେତେ ସହଜ ଏହି ତାଲିକାରୁ ସ୍ପଷ୍ଟ ହୋଇଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରାଙ୍କିଙ୍ଗ୍ ଜାରି କରିଛନ୍ତି। ସହଜ କାରବାର କରିବାରେ ଆନ୍ଧ୍ର ପ୍ରଦେଶ […]

EASE OF DOING

EASE OF DOING

Subhransu Sekhar
  • Published: Saturday, 05 September 2020
  • Updated: 05 September 2020, 06:25 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସରକାର ଇଜ୍ ଅଫ୍ ଡୁଇଂ ବିଜନେସ ରାଙ୍କିଙ୍ଗ୍ ଜାରି କରିଛନ୍ତି। ଟପ୍ ଟେନରେ ଓଡ଼ିଶା ନଥିବା ସ୍ପଷ୍ଟ ହୋଇଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କାରବାର ନେଇ ଏହି ରାଙ୍କିଙ୍ଗ୍ ଜାରି କରାଯାଇଛି। କେଉଁ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ କାରବାର କେତେ ସହଜ ଏହି ତାଲିକାରୁ ସ୍ପଷ୍ଟ ହୋଇଛି।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରାଙ୍କିଙ୍ଗ୍ ଜାରି କରିଛନ୍ତି। ସହଜ କାରବାର କରିବାରେ ଆନ୍ଧ୍ର ପ୍ରଦେଶ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଉତ୍ତର ପ୍ରଦେଶ, ତୃତୀୟରେ ତେଲେଙ୍ଗାନା, ମଧ୍ୟପ୍ରଦେଶ ଚତୁର୍ଥ, ଝାଡଖଣ୍ଡ ପଞ୍ଚମ, ଛତିଶଗଡ ଷଷ୍ଠ, ହିମାଚଳ ପ୍ରଦେଶ ସପ୍ତମ, ରାଜସ୍ଥାନ ଅଷ୍ଟମ ସ୍ଥାନରେ, ନବମରେ ପଶ୍ଚିମବଙ୍ଗ ଏବଂ ଦଶମରେ ଗୁଜରାଟ ରହିଛି।

ଉତ୍ତରାଖଣ୍ଡ ୧୧ଶ ସ୍ଥାନରେ ରହିଥିବା ବେଳେ ଲାକ୍ଷାଦୀପ ୧୫ଶ ସ୍ଥାନ, ଡାମନ ଓ ଡିଉ ୧୮ଶ ସ୍ଥାନରେ ଥିବା ଜଣାପଡ଼ିଛି। ଗତଥର ତୃତୀୟ ସ୍ଥାନରେ ଥିବା ହରିଆଣା କିନ୍ତୁ ଚଳିତ ଥର ଶ୍ରେଷ୍ଠ ୧୦ ଭିତରୁ ବାଦ୍ ପଡ଼ିଛି।

ନିର୍ମାଣ ପାଇଁ ଅନୁମତି, ଶ୍ରମ ବିନିଯୋଗ, ପରିବେଶ ପଞ୍ଜୀକରଣ, ଜମି ବଣ୍ଟନ ଓ ସିଙ୍ଗିଲ ଓ୍ଵିଣ୍ଡୋ ପ୍ରକଳ୍ପ ଆଦିକୁ ଲକ୍ଷ୍ୟରେ ରଖି ଏହି ରାଙ୍କିଙ୍ଗ୍ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story