ୱିକେଟ୍ ନେଇ ନଥିଲେ ଚହଲ, କିନ୍ତୁ ହୃଦୟ ଜିତିଲେ

ଦୁବାଇ: ଗତକାଲି ଏସିଆ କପ୍‌ର ଏକ ମ୍ୟାଚ୍‌ରେ ଭାରତ ୮ ୱିକେଟ୍‌ରେ ପାକିସ୍ତାନକୁ ହରାଇଛି। ଭାରତୀୟ ବୋଲର୍ ମାନେ ସମସ୍ତଙ୍କ ହୃଦୟ ଜିତିଥିଲେ। ପାକିସ୍ତାନକୁ ୪୩.୧ ଓଭରରେ ଅଲ୍‌ଆଉଟ୍ କରି ଦେଇଥିଲେ। ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ କରିପାରି ନଥିଲେ। ବାବର ଆଜମ ୪୭ ରନ୍ କରିଥିବା ବେଳେ ସୋଏବ ମଲ୍ଲିକ ୪୩ ରନ୍ କରିଥିଲେ। ଭୁବନେଶ୍ୱର କୁମାର ଓ କେଦାର ଯାଦକ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଜଶପ୍ରୀତ୍ ବୁମ୍‌ରା ୨ଟି ଏବଂ କୁଲଦୀପ […]

chahal

chahal

Jitendra Garnayak
  • Published: Thursday, 20 September 2018
  • Updated: 20 September 2018, 09:43 AM IST

Sports

Latest News

ଦୁବାଇ: ଗତକାଲି ଏସିଆ କପ୍‌ର ଏକ ମ୍ୟାଚ୍‌ରେ ଭାରତ ୮ ୱିକେଟ୍‌ରେ ପାକିସ୍ତାନକୁ ହରାଇଛି।

ଭାରତୀୟ ବୋଲର୍ ମାନେ ସମସ୍ତଙ୍କ ହୃଦୟ ଜିତିଥିଲେ। ପାକିସ୍ତାନକୁ ୪୩.୧ ଓଭରରେ ଅଲ୍‌ଆଉଟ୍ କରି ଦେଇଥିଲେ। ପାକିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ କରିପାରି ନଥିଲେ। ବାବର ଆଜମ ୪୭ ରନ୍ କରିଥିବା ବେଳେ ସୋଏବ ମଲ୍ଲିକ ୪୩ ରନ୍ କରିଥିଲେ।

ଭୁବନେଶ୍ୱର କୁମାର ଓ କେଦାର ଯାଦକ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଜଶପ୍ରୀତ୍ ବୁମ୍‌ରା ୨ଟି ଏବଂ କୁଲଦୀପ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ।

ୟୁଜବେନ୍ଦର ଚହଲ ୭ ଓଭର ବୋଲିଂ କରି ୩୪ ରନ୍ ଦେଇ କୌଣସି ୱିକେଟ୍ ପାଇ ନଥିଲେ। ତଥାପି ସେ ଦର୍ଶକଙ୍କ ହୃଦୟ ଜିତିଥିଲେ।

[caption id="attachment_278048" align="aligncenter" width="750"]cricketchahal image credit- twitter[/caption]

ଉପର ଫଟୋଟି ଆପଣ ଦେଖିଲେ। ସେଥିରେ ଚହଲ ପଡ଼ିଆରେ ପାକିସ୍ତାନର ଫାଷ୍ଟ୍ ବୋଲର୍ ଉସ୍‌ମାନ୍ ଖାନଙ୍କ ଜୋତାର ଲେସ୍ ବାନ୍ଧି ଦେଉଛନ୍ତି।

ଏହାକୁ ଦେଖି ଜଣେ ବ୍ୟକ୍ତି ଟ୍ୱିଟ୍ କରି କହିଛନ୍ତି,“ଏହି ମୁହୂର୍ତ୍ତ ମୋ ହୃଦୟକୁ ଜିତିଗଲା।”

ସେହିଭଳି ଆଉ ଜଣେ କହିଛନ୍ତି, ଖେଳାଳିମାନେ ସବୁ ପାଚେରି ଭାଙ୍ଗିଦେଇଛନ୍ତି। ଖେଳ କଥା ଉଠିଲେ ପାଚେରି ଅପ୍ରସଙ୍ଗ ହୋଇଯାଏ।

ଆଉ ଜଣେ ଲେଖିଛନ୍ତି, ଏହି ମୁହୂର୍ତ୍ତ ଗୁଡ଼ିକ କ୍ରିକେଟ୍‌କୁ ଭଦ୍ରଲୋକଙ୍କ ଖେଳରେ ପରିଣତ କରିଦିଏ।

ସୂଚନାଯୋଗ୍ୟ, ଗତକାଲି ଭାରତ ୨୯ ଓଭରରେ ମାତ୍ର ଦୁଇଟି ୱିକେଟ୍ ହରାଇ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲା।

ଆସନ୍ତା ୨୩ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମୁକାବିଲା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story