ମାନିଲା ଚୀନ୍, କରୋନା ଭାଇରସର ପ୍ରାଥମିକ ନମୁନା ନଷ୍ଟ କରିଛି

ବେଜିଂ: କରୋନାକୁ ନେଇ ସତ ଓକାଳୁଛି ଚୀନ୍! ଆମେରିକାର ଚାପରେ ଏବେ ଅନେକ ଦେଶ ଚୀନ ସହ ସମ୍ପର୍କ କାଟିବା ପାଇଁ ନିଷ୍ପତ୍ତି ନେଉଥିବା ବେଳେ ବେଜିଂ ଏବେ କରୋନାର ଗୁମର ଖୋଲିବା ଆରମ୍ଭ କରିଛି। କରୋନା ଭାଇରସର ପ୍ରାଥମିକ ନମୁନାକୁ ନଷ୍ଟ କରାଯାଇଛି ବୋଲି ଏବେ ମାନିଛି ଚୀନ୍। ଚୀନ୍ ସରକାର ଏ ନେଇ ନିର୍ଦ୍ଦେଶ ଦେଇଥିଲେ। ବାୟୋସେଫ୍ଟି ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଚୀନ୍ ସରକାର କହିଛନ୍ତି। ନିକଟରେ ଆମେରିକାର ବୈଦେଶିକ ମନ୍ତ୍ରୀ […]

uhan institute of viriology

uhan institute of viriology

Subhransu Sekhar
  • Published: Sunday, 17 May 2020
  • Updated: 25 May 2020, 10:24 AM IST

Sports

Latest News

ବେଜିଂ: କରୋନାକୁ ନେଇ ସତ ଓକାଳୁଛି ଚୀନ୍! ଆମେରିକାର ଚାପରେ ଏବେ ଅନେକ ଦେଶ ଚୀନ ସହ ସମ୍ପର୍କ କାଟିବା ପାଇଁ ନିଷ୍ପତ୍ତି ନେଉଥିବା ବେଳେ ବେଜିଂ ଏବେ କରୋନାର ଗୁମର ଖୋଲିବା ଆରମ୍ଭ କରିଛି। କରୋନା ଭାଇରସର ପ୍ରାଥମିକ ନମୁନାକୁ ନଷ୍ଟ କରାଯାଇଛି ବୋଲି ଏବେ ମାନିଛି ଚୀନ୍। ଚୀନ୍ ସରକାର ଏ ନେଇ ନିର୍ଦ୍ଦେଶ ଦେଇଥିଲେ। ବାୟୋସେଫ୍ଟି ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଚୀନ୍ ସରକାର କହିଛନ୍ତି।

ନିକଟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଥିଲେ ଚୀନ୍ କରୋନାର ପ୍ରାଥମିକ ନମୁନା ଦେଉନାହିଁ। ଡିସେମ୍ୱର ଏବଂ ଜାନୁଆରୀରେ ଚୀନରେ ବ୍ୟାପିଥିବା କରୋନାର ନମୁନା ଦେବାକୁ ଆମେରିକା କହିଥିଲା। ହେଲେ ଏହାକୁ ଦେଇନଥିଲା ଚୀନ୍। ଏବେ ସେହି ମାସର କରୋନା ନମୁନାକୁ ନଷ୍ଟ କରାଯାଇଛି ବୋଲି ଚୀନ୍ ସରକାର ମାନିଛନ୍ତି। ଆମେରିକା ବାରମ୍ବାର ଚୀନ୍ ବିରୋଧରେ ବିଷେଦଗାର କରିବା ପରେ ବାଧ୍ୟ ହୋଇ ସତ ସ୍ୱୀକାର କରିଛି ବୋଲି କୁହାଯାଉଛି।

ଚୀନର ନ୍ୟାଶନାଲ ହେଲଥ କମିଶନ ଏବଂ ସାଇନ୍ସ ଆଣ୍ଡ ଏଜୁକେଶନ ଡିପାର୍ଟମେଣ୍ଟର ଅଧିକାରୀ ଲିଓ ଡେଁଗଫୋଙ୍ଗ ଏହା କହିଛନ୍ତି। ଉହାନରେ ଥିବା ଲାବରୋଟରୀ ବିପଦରେ ପଡ଼ିବାର ଆଶଙ୍କା ଥିଲା। ଏହାପରେ ବାୟୋସେଫ୍ଟିକୁ ଗୁରୁତ୍ୱ ଦିଆଯାଇ ନମୁନା ନଷ୍ଟ କରାଯାଇଛି ବୋଲି ସେ କହିଥିଲେ। କୌଣସି ଅନ୍ୟ ଦେଶକୁ ଏ ବାବଦରେ ଲୁଚାଇବା ପାଇଁ ନମୁନା ନଷ୍ଟ କରାଯାଇନଥିବା ସେ କହିଛନ୍ତି।

ଉହାନରେ ନିମୋନିଆ ଭଳି ଏହ ରୋଗ ପ୍ରଥମେ ବ୍ୟାପିଥିଲା। ସେତେବେଳେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭିରୋଲଜିରେ ଭାଇରସ ଚିହ୍ନଟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି କାରଣ ପାଇଁ ଭାଇରସ ବ୍ୟାପିଥିଲା ବୋଲି ଲିଓ କହିଛନ୍ତି। ତେବେ ଉହାନ ଲ୍ୟାବରୁ କରୋନା ବ୍ୟାପିଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଅଭିଯୋଗ ଆଣିଛନ୍ତି ତାହା କେତେ ଦୂର ସତ ସେ ବାବଦରେ କିଛି କହି ନାହାନ୍ତି ଲିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story