ଚାକିରି ନିୟମିତ କରିବା କିମ୍ୱା ଇଚ୍ଛାମୃତ୍ୟୁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ହୋମଗାର୍ଡ

ଜୌସଲମେର:ରାଜସ୍ଥାନ ଜୌସଲମେର ଜିଲ୍ଲାର ୧୯୯ ଜଣ ହୋମଗାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ନିଜ ରକ୍ତରେ ଚିଠି ଲେଖି ପଠାଇଛନ୍ତି। ସେମାନେ ଇଚ୍ଛାମୃତ୍ୟୁ ପାଇଁ ଦାବି କରିଛନ୍ତି। ଏହି ପତ୍ରରେ ହୋମଗାର୍ଡ ଜୀବନର ସମସ୍ୟା ସମ୍ପର୍କରେ ସେମାନେ ଉଲ୍ଲେଖ କରିଛନ୍ତି। ପତ୍ରରେ ସେମାନେ ଧାରଣା, ନିର୍ବାଚନ, ଆପତ୍ତିକାଳୀନ ସେବା, ବନ୍ୟା ଓ  ଭୂକମ୍ପ ପରି ଅନ୍ୟ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ହୋମଗାର୍ଡ ମାନଙ୍କୁ ଶୋଷଣ କରାଯାଉଥିବା ଉଲ୍ଲେଖ କରିଛନ୍ତି। ବର୍ଷକ ମଧ୍ୟରେ ୫ […]

modi

modi

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 10:22 AM IST

Sports

Latest News

ଜୌସଲମେର:ରାଜସ୍ଥାନ ଜୌସଲମେର ଜିଲ୍ଲାର ୧୯୯ ଜଣ ହୋମଗାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ନିଜ ରକ୍ତରେ ଚିଠି ଲେଖି ପଠାଇଛନ୍ତି। ସେମାନେ ଇଚ୍ଛାମୃତ୍ୟୁ ପାଇଁ ଦାବି କରିଛନ୍ତି। ଏହି ପତ୍ରରେ ହୋମଗାର୍ଡ ଜୀବନର ସମସ୍ୟା ସମ୍ପର୍କରେ ସେମାନେ ଉଲ୍ଲେଖ କରିଛନ୍ତି।

ପତ୍ରରେ ସେମାନେ ଧାରଣା, ନିର୍ବାଚନ, ଆପତ୍ତିକାଳୀନ ସେବା, ବନ୍ୟା ଓ  ଭୂକମ୍ପ ପରି ଅନ୍ୟ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ହୋମଗାର୍ଡ ମାନଙ୍କୁ ଶୋଷଣ କରାଯାଉଥିବା ଉଲ୍ଲେଖ କରିଛନ୍ତି। ବର୍ଷକ ମଧ୍ୟରେ ୫ ମାସ ହିଁ ସେମାନଙ୍କ ସାହାଯ୍ୟ ନିଆଯାଇଥାଏ।

ସେମାନଙ୍କ ଚାକିରି ନିୟମିତ କରାଯାଉ କିମ୍ୱା ସେମାନଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି। ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ୧୯୯ ହୋମଗାର୍ଡ ନିଜ ରକ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story