ଗ୍ୟାଙ୍ଗ ରେପ୍‌ ପୀଡ଼ିତାଙ୍କୁ ଉପହାସ କଲେ କିରଣ ଖେର, କହିଲେ ଆଗରୁ ଯଦି ଅଟୋରେ ଦୁଇ ଜଣ ଯୁବକ ଥିଲେ ସେ କାହିଁକି ବସିଲେ ?

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କିରଣ ଖେରଙ୍କ ବିବାଦୀୟ ମନ୍ତବ୍ୟ।  ଚଣ୍ଡିଗଡ଼ର ଦୁଷ୍କର୍ମ ଘଟଣାରେ ସେ ଏମିତି କଥା କହିଛନ୍ତି, ଯାହା ପୀଡ଼ିତାଙ୍କୁ ଦୋଷ ଦେବା ଭଳି ହୋଇଛି। ଏକ ଅଟୋରେ ଯାଉଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିଲା। ଏ ବାଦରେ କିରଣ ଖେର କହିଛନ୍ତି, ଯେତେବେଳେ ସେହି ଯୁବତୀ ଦେଖିଲେ ଅଟୋରେ ଆଗରୁ ୩ ଜଣ ଯୁବକ ଅଛନ୍ତି, ପୀଡ଼ିତା ସେହି ଅଟୋରେ ଯିବା ଉଚିତ ନ ଥିଲା । […]

kiran-1

kiran-1

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 10:32 PM IST

Sports

Latest News

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କିରଣ ଖେରଙ୍କ ବିବାଦୀୟ ମନ୍ତବ୍ୟ।  ଚଣ୍ଡିଗଡ଼ର ଦୁଷ୍କର୍ମ ଘଟଣାରେ ସେ ଏମିତି କଥା କହିଛନ୍ତି, ଯାହା ପୀଡ଼ିତାଙ୍କୁ ଦୋଷ ଦେବା ଭଳି ହୋଇଛି। ଏକ ଅଟୋରେ ଯାଉଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିଲା। ଏ ବାଦରେ କିରଣ ଖେର କହିଛନ୍ତି, ଯେତେବେଳେ ସେହି ଯୁବତୀ ଦେଖିଲେ ଅଟୋରେ ଆଗରୁ ୩ ଜଣ ଯୁବକ ଅଛନ୍ତି, ପୀଡ଼ିତା ସେହି ଅଟୋରେ ଯିବା ଉଚିତ ନ ଥିଲା ।  କିରଣଙ୍କ ଏହି ବୟାନ ପରୋକ୍ଷଭାବେ ପୀଡ଼ିତାଙ୍କ ଭୁଲ ବୋଲି ଇଙ୍ଗିତ କରୁଛି।  କିରଣ ଖେରଙ୍କ ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

କଂଗ୍ରେସର ବରିଷ୍ଠ ନେତା ପବନ କୁମାର ବଂସଲ କିରଣଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ଜଣେ ମହିଳା ହୋଇ ସେ କେମତି ଏଭଳି ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇପାରୁଛନ୍ତି।  ଏହା ପରେ କିରଣ ସଫେଇ ଦେଇଛନ୍ତି। ତାଙ୍କ ମନ୍ତବ୍ୟକୁ ବିଭ୍ରାନ୍ତି କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ରାଜନୀତିକରଣ କରା ନ ଯାଉ ବୋଲି ସେ କହିଛନ୍ତି।    ସୂଚନାଯୋଗ୍ୟ, ମୋହାଲିର ଜଣେ ୨୨ବର୍ଷର ଯୁବତୀ ନଭେମ୍ବର ୧୭ ତାରିଖ ଦିନ ଗଣଦୁଷ୍କର୍ମର ଶିକାର ହୋଇଥିଲେ ।  ଏହି ଦିନ ରାତିରେ ସେ  ଘରକୁ ଏକ ଅଟୋରେ ଫେରୁଥିଲେ। ପୂର୍ବରୁ ସେହି ଅଟୋରେ ଚାଳକକୁ ମିଶାଇ ୩ ଜଣ ଯୁବକ ଥିଲେ। ତେବେ ଅଧାବାଟରେ ଏହି ୩ ଜଣ ସମ୍ପୃକ୍ତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଯାହା ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story