ଆର୍ଥିକ ମାନ୍ଦାବସ୍ଥାରୁ ନଜର ହଟାଇବା ପାଇଁ ଚନ୍ଦ୍ରଯାନ-୨: ମମତା

କୋଲକାତା: ଚନ୍ଦ୍ରଯାନ-୨ ମିଶନ୍‌ର ସଫଳତାକୁ ନେଇ ସାରା ଦେଶ ଉତ୍ସବ ମନାଉଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ସମାଲୋଚନା କରିଛନ୍ତି। ଏହି ପ୍ରୟାସ ବହୁ ପୂର୍ବରୁ ଆରମ୍ଭ ହୋଇଛି ଏବଂ ଏହା ବାସ୍ତବ ରୂପ ନେଉଥିବାବେଳେ ମମତା କହିଛନ୍ତି ଆର୍ଥିକ ମାନ୍ଦାବସ୍ଥାରୁ ନଜର ହଟାଇବା ପାଇଁ ଏହି ପ୍ରୟାସ କରାଯାଉଛି। ସେ କହିଛନ୍ତି, ସତେ ଯେମିତି ଦେଶରେ ପ୍ରଥମ ଥର ଏମିତି ହେଉଛି। ସତେ ଯେପରି ବିଜେପି କ୍ଷମତାକୁ ଆସିବା ଆଗରୁ କେବେ ମଧ୍ୟ ଏଭଳି […]

mamata

mamata

Subrat Kumar Nayak
  • Published: Friday, 06 September 2019
  • Updated: 06 September 2019, 05:17 PM IST

Sports

Latest News

କୋଲକାତା: ଚନ୍ଦ୍ରଯାନ-୨ ମିଶନ୍‌ର ସଫଳତାକୁ ନେଇ ସାରା ଦେଶ ଉତ୍ସବ ମନାଉଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ସମାଲୋଚନା କରିଛନ୍ତି। ଏହି ପ୍ରୟାସ ବହୁ ପୂର୍ବରୁ ଆରମ୍ଭ ହୋଇଛି ଏବଂ ଏହା ବାସ୍ତବ ରୂପ ନେଉଥିବାବେଳେ ମମତା କହିଛନ୍ତି ଆର୍ଥିକ ମାନ୍ଦାବସ୍ଥାରୁ ନଜର ହଟାଇବା ପାଇଁ ଏହି ପ୍ରୟାସ କରାଯାଉଛି। ସେ କହିଛନ୍ତି, ସତେ ଯେମିତି ଦେଶରେ ପ୍ରଥମ ଥର ଏମିତି ହେଉଛି। ସତେ ଯେପରି ବିଜେପି କ୍ଷମତାକୁ ଆସିବା ଆଗରୁ କେବେ ମଧ୍ୟ ଏଭଳି ମିଶନ୍‌ ବାସ୍ତବ ରୂପ ନେଇନଥିଲା।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୧ ଦେଶର ପ୍ରଥମ ମିଶନ୍‌ ଥିଲା। ଅଗଷ୍ଟ ୨୯ ଯାଏ ୩୧୨ ଦିନ ଧରି ଏହା କାର୍ଯ୍ୟକ୍ଷମ ଥିଲା।

ଏନ୍‌ଆରସି ବାବଦରେ ସେ କହିଥିଲେ, ଆମକୁ ଯେଉଁମାନେ ସମର୍ଥନ ଜଣାଇଥିଲେ ସମସ୍ତଙ୍କୁ ଧନ୍ୟବାଦ।ସେମାନେ ଦିନେ ନା ଦିନେ ବୁଝିପାରିବେ ସେମାନେ ଦେଶର ବିଭିନ୍ନ ଅନୁଷ୍ଠାନକୁ ନଷ୍ଟ କରିଛନ୍ତି। ଏହା ରାଜନୀତିକ ଅପପ୍ରୟାସ। ରାଜୀବ ଗାନ୍ଧିଙ୍କ ଅମଳରେ ଆସାମ ଚୁକ୍ତି କରାଯାଇ ଶାନ୍ତି ଫେରାଇବାର ପ୍ରୟାସ କରାଯାଇଥିଲା। ଆମେ ଆମ ରାଜ୍ୟରେ ଗ୍ରହଣ କରିବୁନାହିଁ। ବିହାର ମୁଖ୍ୟମନ୍ତ୍ରୀ ଏହି ବାବଦରେ ଦେଇଥିବା ମନ୍ତବ୍ୟକୁ ଆମେ ସ୍ୱାଗତ କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story