‘ବିକିନି କିଲର’ର ହେବ ହାର୍ଟ ସର୍ଜରୀ

କାଠମାଣ୍ଡୁ: ଆପଣ ‘ବିକିନି କିଲର’ ବିଷୟରେ ଜାଣିଛନ୍ତି କି ? ସାରା ବିଶ୍ୱରେ କୁଖ୍ୟାତି ଅର୍ଜନ କରିଥିବା ଏହି ନାମଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚାର୍ଲ୍ସ ଶୋଭରାଜ। ଏବେ ନେପାଳର କାଠମାଣ୍ଡୁ ଜେଲରେ ଆଜୀବନ କରାଦଣ୍ଡାଦେଶର ସଜା କାଟୁଛି। ଶୋଭରାଜକୁ ନେଇ ଆସିଛି ଏକ ନୂଆ ତଥ୍ୟ। ‘ଦ ଇଣ୍ଡିଆନ ଏକ୍ସପ୍ରେସ୍‌’ ରିପୋର୍ଟ ଅନୁସାରେ ଶୋଭରାଜ ହୃଦରୋଗରେ ଆକ୍ରାନ୍ତ ହୋଇଛି। ଆସନ୍ତା ୧୦ ତାରିଖ ଶନିବାର କାଠମାଣ୍ଡୁରେ ତା’ର ହାର୍ଟ ସର୍ଜରୀ ହେବ। ରିପୋର୍ଟରେ ଏହା ମଧ୍ୟ […]

bikini-killer

bikini-killer

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 10:06 AM IST

Sports

Latest News

କାଠମାଣ୍ଡୁ: ଆପଣ ‘ବିକିନି କିଲର’ ବିଷୟରେ ଜାଣିଛନ୍ତି କି ? ସାରା ବିଶ୍ୱରେ କୁଖ୍ୟାତି ଅର୍ଜନ କରିଥିବା ଏହି ନାମଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚାର୍ଲ୍ସ ଶୋଭରାଜ। ଏବେ ନେପାଳର କାଠମାଣ୍ଡୁ ଜେଲରେ ଆଜୀବନ କରାଦଣ୍ଡାଦେଶର ସଜା କାଟୁଛି। ଶୋଭରାଜକୁ ନେଇ ଆସିଛି ଏକ ନୂଆ ତଥ୍ୟ। ‘ଦ ଇଣ୍ଡିଆନ ଏକ୍ସପ୍ରେସ୍‌’ ରିପୋର୍ଟ ଅନୁସାରେ ଶୋଭରାଜ ହୃଦରୋଗରେ ଆକ୍ରାନ୍ତ ହୋଇଛି। ଆସନ୍ତା ୧୦ ତାରିଖ ଶନିବାର କାଠମାଣ୍ଡୁରେ ତା’ର ହାର୍ଟ ସର୍ଜରୀ ହେବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କିଛିଦିନ ପୂର୍ବେ ଶୋଭରାଜ ଜେଲରେ ପଡିଯାଇ ଚେତାଶୂନ୍ୟ ହୋଇଯାଇଥିଲା।

ଶୋଭରାଜ ପାଖରେ ଫ୍ରାନ୍ସର ନାଗରିକତା ଅଛି ଓ ସେ ପ୍ୟାରିସରେ ହିଁ ତା’ର ସର୍ଜରୀ କରାଇବାକୁ ଚାହୁଁଛି। ପ୍ୟାରିସ୍‌ ତୁଳନାରେ ନେପାଳରେ ସର୍ଜରୀ କଲେ ରିକ୍ସ ଅଧିକ ରହିଛି ବୋଲି ସେ କହିଛି। ହେଲେ ନେପାଳର ଡାକ୍ତରଙ୍କ କହିବା ଅନୁସାରେ ଶୋଭରାଜର ହାର୍ଟ ଏତେ ବି ଖରାପ ହୋଇନାହିଁ।

୭୩ ବର୍ଷିୟ ଏହି ବିକିନି କିଲର ବିରୋଧରେ ଅଭିଯୋଗ ହେଉଛି ୧୯୯୦ ଦଶକରେ ଦକ୍ଷିଣ ପୂର୍ବ ଏସିଆରେ ୟୁରୋପିୟନା ଦେଶର ପର୍ଯ୍ୟଟକଙ୍କୁ ସେ ଟାର୍ଗେଟ କରି ହତ୍ୟା କରୁଥିଲା। ୧୨ରୁ ଅଧିକ ହତ୍ୟା ମାମଲା ତା’ ନାଁରେ ଅଛି। ପୂର୍ବରୁ ଗିରଫ ହୋଇ ସେ ଭାରତର ତିହାଡ଼ ଜେଲରେ ରହି ସାରିଛି। ଏଠାରୁ ମୁକୁଳିବା ପରେ ସେ ପ୍ୟାରିସ ପଳାଇ ଥିଲା। ୨୦୦୩ରେ ସେ ନେପାଳ ଫେରିବା ପରେ ଏକ ପୁରୁଣା ମାମଲାରେ ଗିରଫ ହୋଇ ଦଣ୍ଡ ଭୋଗୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story